Sign in
Sign in
Recover your password.
A password will be e-mailed to you.
ପାଲେଷ୍ଟାଇନ୍କୁ ଦ୍ବିତୀୟ ବ୍ୟାଚ୍ ସହାୟତା ପଠାଇଲା ଭାରତ
ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ୍ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଗ୍ରତର ହେଉଥିବା ବେଳେ ଆଜି ଭାରତ ପାଲେଷ୍ଟାଇନ୍କୁ ଦ୍ବିତୀୟ ବ୍ୟାଚ୍ ସହାୟତା ପଠାଇଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ‘ଏକ୍ସ୍’ ପୋଷ୍ଟ୍ରୁ ଜଣାପଡ଼ିଛି।…
ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀର ମୃତଦେହ ଉଦ୍ଧାର…
କେନ୍ଦୁଝର: ରାଜ୍ୟରେ ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ ସଂଖ୍ୟା । ଦିନ କି ଦିନ ଯେଉଁଭଳି ଭାବରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ଯଦି ଏହା ଉପରେ ସଠିକ ରୋକ ଲଗାନଯାଏ ତେବେ ବହୁତ ଶୀଘ୍ର ରାଜ୍ୟରେ ହାତୀ ଲୋପ ପାଇଯିବେ । ତେବେ ଏହାରୀ ଭିତରେ ଆଜି ପୁଣି ଏକ…
ନିକାରଗୁଆର ଶେନିସ୍ ପାଲାସିଓସ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୩…
ଘୋଷଣା ହେଲା ଚଳିତ ବର୍ଷର ମିସ୍ ୟୁନିଭର୍ସଙ୍କ ନାମ। ଏଥର ନିକାରଗୁଆର ଶେନିସ୍ ପାଲାସିଓସ ବନିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ। ମିସ୍ ୟୁନିଭର୍ସ ୨୦୨୩ ଟାଇଟଲ୍ ବିଜେତା ଭାବେ ଶେନିଶଙ୍କ ନାମ ଘୋଷଣା କରାଯାଇଛି। ପୂର୍ବତନ ବିଜେତା – ଆମେରିକାର ଆର୍ ବେନି ଗାବ୍ରିଏଲ…
ଚାଷ ଜମିକୁ ହାତୀ ଘଉଡାଇବାକୁ ଯାଇ ଗୁରୁତର ହେଲେ ଯୁବକ…
ଗଞ୍ଜାମ : ଥମୁନି ହାତୀ ଆତଙ୍କ । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା । ଜଗନ୍ନାଥପ୍ରସାଦ ରେଞ୍ଜ ପାଲପଡ଼ା ଵୋଡା ନଦୀ ନିକଟରେ…
ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ପରିଚାଳନା ସକାଶେ ଷ୍ଟାଫ୍ ମୁତୟନ ଦିଗରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ…
ଛତ୍ରପୁର ତା. ୧୮.୧୧.୨୦୨୩ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆବଶ୍ୟକ ହେବାକୁ ଥିବା ଭୋଟ ସଂଗ୍ରହ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓସ୍ଵାନ ହଲ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଓସ୍ଵାନ!-->…
କାନ୍ଭାସ୍ରେ ଭିତରକନିକା’ ଚିତ୍ରକଳା ଉତ୍ସବ ସମାପ୍ତ…
ରାଜନଗର -, ୧୯/୧୧:କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଅଭୟାରଣ୍ୟ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଏକ ଚିତ୍ରକଳା ଉତ୍ସବ ‘କାନ୍ଭାସ୍ରେ ଭିତରକନିକା’ ଗତକାଲି ଠାରୁ ଆରମ୍ଭ ଆଜି ଶେଷ ହୋଇଛି। ଏହା ଦୁଇ ଦିନ ଧରି ଚାଲିଥିଲା । କେନ୍ଦ୍ରପଡ଼ା!-->!-->!-->…
ଘରେଥିବା ଜାଳେଣି କାଠ ଗଦାରୁ ୧୨ଫୁଟର ଅହିରାଜକୁ ଉଦ୍ଧାର କଲା ବନଵିଭାଗ…
ରାଜନଗର -19.11.023କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗ୍ରାମର ମାଧବ ମଣ୍ଡଳ ଜାଳେଣି ପାଇଁ ଗୋଟିଏ ଘରେ କାଠ କୁଟା ରଖିଥିଲେ। କାଠ ପାଇଁ ଯିବାରୁ ଗୋଟିଏ ଵଡ ସାପ ଦେଖି ଡରି ପଳାଇ ଆସିଥିଲେ ଏବଂ ଵନଵିଭାଗକୁ ଖବର ଦେଇଥିଲେ। ଖବର ପାଇ କନିକା!-->…
କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ସୁନାମୁଣ୍ଡା କ୍ରିକେଟ କ୍ଲବ ଚମ୍ପିୟାନ…
ଦେବଗଡ଼ :ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମପଂଚାୟତ ଅନ୍ତର୍ଗତ କଦମଦର୍ହ ଖେଳ ପଡିଆଠାରେ ‘କେଡିଏମ୍ ୱାରିଅର୍’ ଆନୁକୂଲ୍ୟରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ତ୍ରି ଦିବସୀୟ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ରେଙ୍ଗତା କ୍ରିକେଟ କ୍ଲବକୁ!-->!-->!-->…
ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାଜପା ପକ୍ଷରୁ ତିଲେଇବଣି ବ୍ଲକ କାର୍ଯ୍ୟାଳୟ ଘେରାଉ…
ଦେବଗଡ଼:ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ନଭେମ୍ବର ୧୪ ତାରିଖରୁ ବିଜେପି ପକ୍ଷରୁ ସମଗ୍ର ରାଜ୍ୟରେ ଚାଲିଥିବା ବ୍ଲକ, ଏନ୍ଏସି ଓ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ଦେବଗଡ ଜିଲାର ତିଲେଇବଣି!-->!-->!-->…
ଦାରିଦ୍ରତାର ତାଡନା:ସ୍ୱାମୀ ବଂଚି ଥାଉଥାଉ ହରିଶ୍ଚନ୍ଦ୍ର ଯୋଜନା ବିଷୟରେ ବୁଝିବାକୁ ଯାଇଥିଲେ ଅସହାୟ ସ୍ତ୍ରୀ…
ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ମହିଳା କାଉାନଶିଲର...