ହିଞ୍ଜିଳି ଥାନା ପକ୍ଷରୁ ଗଣେଶ ପୂଜା ପାଈଁ ପ୍ରସ୍ତୁତି ବୈଠକ …

ହିଞ୍ଜିଳିକାଟୁ ୧୭!୯!୨୦୨୩ ହିଞ୍ଜିଳି ଥାନା ପକ୍ଷରୁ ରବିବାର ୧୯ତାରିଖରେ ହେବାକୁ ଥିବା ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ କିପରି ପାଳନ କରାଯିବ , ସେନେଇ ହିଞିଳି ଥାନା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହିଞିଳି ଥାନାର ଆଇଆଇସି ଶ୍ରୀନିବାସ ସେଠି

ପାଲିଆ ସରକାରୀ ଆଶ୍ରମ ବିଧ୍ୟାଳୟ ଠାରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଉମରକୋଟ (୧୭/୦୮/୨୦୨୩ ) ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ "ଆମେ ଜାଣିବା, ଆମେ ଜିଣିବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ

ଗୋପ ଥାନାରେ ଆବଶକୀୟ ଷ୍ଟାଫ ନଥିବା ଯୋଗୁ ପଦକ୍ଷପରେ ବିଳମ୍ବ ହେଊଛି…

ଗୋପ :- ବ୍ରିଟିଶ ଅମଳରେ ସ୍ଥାପିତ ହୋଇଥିବା ଗୋପ ଥାନାରେ ଆବଶ୍ୟକୟୀ କର୍ମଚାରୀ ନଥିବା ଯୋଗୁ ଅଭିଯୋଗକାରୀ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି l ସମସ୍ୟା ର ସମାଧାନ ରେ ଅହେତୁକ ବିଳମ୍ବ ହେଊଛି l 32 ଟି ପଞ୍ଚାୟତ ର ଏକ ଲକ୍ଷ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ଅଞ୍ଚଳ କୁ ନେଇ ଗୋପ ଥାନା

ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବା ଦୁଃଖଦ ଖବର ହସ୍ତଗତ…

ଅଶୋକ ଭୋଇ ନୂତନ ଅତିରିକ୍ତ ଜିଲ୍ଲାପାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଅତିରିକ୍ତ ଜିଲ୍ଲାପାଳ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ଅଶୋକ କୁମାର ଭୋଇ। ଶ୍ରି ଭୋଇ ଏଥି ପୂର୍ବରୁ ସୋନପୁର ଜିଲ୍ଲା ରବୀରମହାରାଜପୁରର ଠାରେ ଉପଜିଲ୍ଲାପାଳ ଭାବେ ନିଷ୍ଠା ଓ ଆନ୍ତରିକତା ସହ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହେବା ସହ ସମସ୍ତଙ୍କର

ଚିକିଟୀ ମହାବିଦ୍ୟାଳୟ ଏସ୍.ଏସ୍.ବି ଅଧ୍ୟାପକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଚିକିଟୀ : ୫୪୦୦ ଗ୍ରେଡ୍ ପେ ଦାବି ନେଇ ଗଞ୍ଜାମ ଜିଲ୍ଲାର ଚିକିଟୀ ମହାବିଦ୍ୟାଳୟରେ କାର୍ଯ୍ୟରତ ନଅ ଜଣ ଅଧ୍ୟାପକ ଦୀର୍ଘ ୧୦ ଦିନ ଧରି ଗାନ୍ଧୀ ମୂର୍ତ୍ତି ଆଗରେ ଠିଆ ହୋଇ କଳାବ୍ଯାଚ୍ ପିନ୍ଧିବା ପୂର୍ବକ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରି ଆସୁଛନ୍ତି। ଏପରିକି କଳାବ୍ୟାଜ ପିନ୍ଧି

ସମୟ ନିର୍ଘଣ୍ଟ ପୂର୍ବରୁ ବିଦ୍ୟାଳୟ ଫାଟକ ଭିତରପଟୁ ତାଲା, ବାହାରେ ରହିଲେ ଶିକ୍ଷାର୍ଥୀ

ହିଞ୍ଜିଳିକାଟୁ, (୧୬/୯): ଶନିବାର ହିଞ୍ଜିଳିକାଟୁ ବ୍ଳକ ପୋଡିଙ୍ଗି ଶ୍ୟାମଳାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଶନିବାର ସକାଳୁଆ ସ୍କୁଲ ହୋଇଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟକୁ ଆସି ବିଦ୍ୟାଳୟ ଫାଟକ

‘ମୁଁ ମନୁଷ୍ୟ, ବଞ୍ଚିବି କିପରି’ ସଚେତନତା କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୬/୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ନାଇସ୍ କମ୍ପୁଟର ଶିକ୍ଷା କେନ୍ଦ୍ର ପକ୍ଷରୁ ଯୁବ ପିଢ଼ିଙ୍କୁ ସଚେତନ କରିବା ପାଇଁ ସଚେତନ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଆଲୋଚନାର ବିଷୟ "ମୁଁ ମନୁଷ୍ୟ, ବଞ୍ଚିବି କିପରି" ନେଇ ସଚେତନତା କାର୍ଯ୍ୟକ୍ରମ

ଦାରିଙ୍ଗବାଡି ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ…

ଦାରିଙ୍ଗବାଡି(୧୬/୯) : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ଶୁକ୍ରବାର ଦିନ ନୂତନ ଥାନା ଅଧିକାରୀ ଭାବେ ଆନନ୍ଦ ଚନ୍ଦ୍ର ପାତ୍ର ଯୋଗ ଦେଇଛନ୍ତି। ଭାରପ୍ରାପ୍ତ ଥାନା ଅଧିକାରୀ ଜୀତେନ୍ଦ୍ର ବେହେରା ଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ପାତ୍ର । ଏହା ପୂର୍ବରୁ ଶ୍ରୀ ପାତ୍ର ଗଜପତି

ପିଇଓ କ୍ୱାଟର ପାଲଟିଛି କ୍ଵାକ ଡାକ୍ତରଙ୍କ ଅସ୍ଥାୟୀ କ୍ଲିନିକ, କ୍ବାକ୍ ହାତରେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ…

ମାଲକାନଗିରି //କାଲିମେଳା (୧୬/୦୯) : ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ଯ କେନ୍ଦ୍ର ଅନ୍ତର୍ଗତ ତାଣ୍ଡବାଈ ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବାସଗୃହ ଠାରେ ଜଣେ କ୍ବାକ୍ ଡାକ୍ତର ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା