Sign in
Sign in
Recover your password.
A password will be e-mailed to you.
ହୀରାକୁଦର ଏବେ ସମୁଦାୟ ୨୬ ଟି ଗେଟ୍ ଖୋଲା
ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ର୨୨ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ଚାଲି ରହିଥିଲା। ଜଳସ୍ଥର ନିୟନ୍ତ୍ରଣ ବାହାରକୁ ଯିବାରୁ ଆହୁରି ୪ଟି ଗେଟ୍ ଖୋଲି…
ତିନି ମାସ ହେଲା ଛେଳି ପୋଷିବା ସହ ଗୁହାଳ ସଫା କରୁଛନ୍ତି ପୋଲିସ୍ ବାବୁ…
ନିଳଗିରି : ଛେଳି ପୋଷୁଛନ୍ତି ପୋଲିସ୍। ଖାଦ୍ୟ ଦେବା ସହ ଗୁହାଳ ସଫାକରୁଛି ପୋଲିସ୍। ଏଭଳି ଘଟଣା ଦେଖିବାକୁ ମିଳିଛି ନିଳଗିରି ଥାନାରେ। ଦୁଇଟି ଛେଳିର ଖାଇବା,ପିଇବା,ରହିବା ସହିତ ଦେଖାରଖା କରୁଛନ୍ତି ନିଳଗିରି ପୋଲିସ୍ ବାବୁ ମାନେ। ଦିନେ କି ଦୁଇ ଦିନ ନୁହେଁ ତିନି ମାସ…
ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ…
ବ୍ରହ୍ମପୁର : ବୀଭତ୍ସ କାଣ୍ଡ। ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁମାରପୁର ଗାଁରେ ଏହି ଜଘନ୍ୟକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ କୁମାରପୁର ଗାଁର ରମେଶ ପ୍ରଧାନ।
ସୂଚନା…
ସୁନ୍ଦରଗଡରେ ଆଉ ୭ ରୋଗୀ ଚିହ୍ନଟ, କଳାହାଣ୍ଡିରେ ଆଖି ବୁଜିଲେ ମହିଳା
ଭୁବନେଶ୍ୱର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ଆଉ ୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯ ଛୁଇଁଛି । ସେପଟେ କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳାଙ୍କ…
ଅଫିସକୁ ଆସିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେଇ ପଦବୀ ହରାଇଲେ ସରକାରୀ ଅଧିକାରୀ…
ବରେଲି: ଅଫିସ ଭିତରେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଉତ୍ତର ପ୍ରଦେଶ ରାଜ୍ୟର ବରେଲିରେ ଜଣେ ସରକାରୀ ଅଧିକାରୀଙ୍କୁ ତାଙ୍କ ପଦବୀର ହଟାଇ ଦିଆଯାଇଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି। ଶ୍ମଶାନ…
ପଶ୍ଚିମବଙ୍ଗରେ ଇସ୍ପାତ କାରଖାନା କରିବେ ସୌରଭ ଗାଙ୍ଗୁଲୀ…
କୋଲ୍କାତା: ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ସାଳବନୀରେ ଇସ୍ପାତ କାରଖାନା ସ୍ଥାପନ କରିବେ ବୋଲି ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ କହିଛନ୍ତି। ୧୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ…
ପ୍ରଧାନମନ୍ତ୍ରୀ ହେବା ପାଇଁ ରାହୁଲ୍ଙ୍କୁ ସୂର୍ଯ୍ୟ କି, ଚନ୍ଦ୍ର ଯାତ୍ରା କରିବାକୁ ପଡ଼ିବ: ଆସାମ ମୁଖ୍ୟମନ୍ତ୍ରୀ
ନାଳନ୍ଦା: ରାହୁଲ୍ ଗାନ୍ଧୀ ପୃଥିବୀରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ନାହିଁ, ବରଂ ସେ ସୂର୍ଯ୍ୟ କିଂବା ଚନ୍ଦ୍ରକୁ ଯାଇ ଚେଷ୍ଟା କରନ୍ତୁ ବୋଲି ଶୁକ୍ରବାର ଦିନ ‘ଇଣ୍ଡିଆ’ ମେଣ୍ଟ ଓ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ…
‘ସୋୟୁଜ୍’ ମହାକାଶଯାନରେ ୨୫୦ ମାଇଲ୍ ଉପରେ ଥିବା ମହାକାଶ କେନ୍ଦ୍ରକୁ ଗଲେ ଆମେରିକା ଓ ରୁଷ୍ ମହାକାଶଚାରୀ…
ନୂଆଦିଲ୍ଲୀ: ୨ଜଣ ରୁଷୀୟ ଓ ଜଣେ ଆମେରିକୀୟ ମହାକାଶଚାରୀଙ୍କୁ ନେଇ ଶୁକ୍ରବାର ରାତିରେ ରୁଷ୍ର ଏକ ମହାକାଶଯାନ କାଜାଖସ୍ତାନର ବୈକୋନୁର୍ ‘କସ୍ମୋଡ୍ରମ୍’ରୁ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ଅଭିମୁଖେ ଯାତ୍ରା କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’…
ଭାରତରେ ହେବାକୁ ଥିବା ବାଣିଜ୍ୟ ମିସନ୍ ସ୍ଥଗିତ ରଖିଲା କାନାଡା…
ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଭାରତରେ ଆୟୋଜନ କରାଯିବାକୁ ଥିବା ବାଣିଜ୍ୟ ମିସନ୍କୁ ସ୍ଥଗିତ ରଖାଯାଇଥିବା କଥା କାନାଡା ବାଣିଜ୍ୟମନ୍ତ୍ରୀଙ୍କ ମୁଖପାତ୍ର ଶୁକ୍ରବାର ଦିନ କହିଛନ୍ତି। କୌଣସି କାରଣ ନ ଦର୍ଶାଇ କାନାଡାର ବାଣିଜ୍ୟମନ୍ତ୍ରୀ ମେରି ଏନ୍ଜିଙ୍କ…
ଏଣିକି ପ୍ରତିବର୍ଷ ବ୍ୟାଘ୍ର ଗଣନା କରିବେ ସରକାର, ତାଲିମ ନେଉଛନ୍ତି କର୍ମଚାରୀ
ଭୁବନେଶ୍ୱର:ବ୍ୟାଘ୍ର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ଏକ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତିବର୍ଷ ବ୍ୟାଘ୍ର ଗଣନା କରିବେ । ସେଥିପାଇଁ ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯକ୍ରମ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅକ୍ଟୋବର ୧୦…