Sign in
Sign in
Recover your password.
A password will be e-mailed to you.
ଜାଲ ଦସ୍ତଖତ କରି ୮କୋଟି ଠକେଇ; ୫ ଗିରଫ
ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବଟ୍ରେଜେରୀରେ ଅର୍ଥ ତୋଷାରପାତ ଅଭିଯୋଗରେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ ଚାନ୍ଦବାଲି ସବଟ୍ରେଜେରୀ ଅଫିସର ସହକାରୀ ଅଧିକାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ସବଟ୍ରେଜେରୀ ଅଧିକାରୀ ସନ୍ତୋଷ କୁମାର!-->!-->!-->…
ଆଇଆଇଟି କ୍ୟାମ୍ପସରେ ହଷ୍ଟେଲ ବାଲକୋନୀରୁ ପଡ଼ି ପିଏଚଡି ଛାତ୍ର ମୃତ
ଭୁବନେଶ୍ୱର : ଆଇଆଇଟି କ୍ୟାମ୍ପସରେ ଅଘଟଣ। ବଏଜ୍ ହଷ୍ଟେଲର ବାଲକୋନୀରୁ ପଡ଼ି ଛାତ୍ର ମୃତ। ଘଟଣା ଘଟିଛି ଗତକାଲି ମଧ୍ୟରାତି ସମୟରେ। ମୃତ ଛାତ୍ର ଜଣକ ହେଉଛନ୍ତି ଆନ୍ଦ୍ରପ୍ରଦେଶର ତନିକୋଣ୍ଡା ନିଶାନ୍ତ କୁମାର। ନିଶାନ୍ତ ସେହି କଲେଜର ପିଏଚଡିର ଛାତ୍ର ଥିଲେ। ସେ ରହୁଥିବା ବ୍ରହ୍ମପୁତ୍ର ହଲର A!-->…
ଇସ୍କନ ପକ୍ଷରୁ ଲଣ୍ଡନରେ ମହାପ୍ରଭୁଙ୍କ ଅଦିନିଆ ସ୍ନାନଯାତ୍ରା
ଭୁବନେଶ୍ବର: ପୁଣି ମହାପ୍ରଭୁଙ୍କୁ ଅସମ୍ମାନ କଲା ଇସ୍କନ। ଲଣ୍ଡନରେ ଆଜି ଇସ୍କନ ପକ୍ଷରୁ ମହାପ୍ରଭୁଙ୍କ ଅଦିନିଆ ସ୍ନାନ ଯାତ୍ରା ଆୟୋଜନ କରାଯାଇଛି । ଲଣ୍ଡନ ନିକଟ ୱାଟଫୋର୍ଡରେ ଥିବା ଇସ୍କନର ଭକ୍ତି ବେଦାନ୍ତ ମନ୍ଦିରରେ ଏହି ସ୍ନାନ ଯାତ୍ରା ହେଉଛି ।
ଭାରତୀୟ ସମୟ ଅନୁସାରେ ପାଖାପାଖି ଦିନ!-->!-->!-->…
୯୦ ବର୍ଷରେ ପାଦ ଥାପିବ ଆକାଶବାଣୀ କଟକ କେନ୍ଦ୍ର, ଜୁନ୍ ୮ରେ ପ୍ରତିଷ୍ଠା ଦିବସ
କଟକ : ୯୦ ବର୍ଷରେ ପଦାର୍ପଣ କଲା ଆକାଶବାଣୀ କଟକ କେନ୍ଦ୍ର । ଆସନ୍ତା ଜୁନ୍ ୮ ରେ ଆକାଶବାଣୀ କଟକ କେନ୍ଦ୍ର ତା’ର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । କଟକ ଦରଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଏକ ସ୍ୱତନ୍ତ୍ର!-->…
ଆଜିଠୁ ବିଜେଡିର ନାରୀ ଅଧିକାର ଅଭିଯାନ, ମହିଳାଙ୍କ ସମାନତା ପାଇଁ ଆହ୍ୱାନ
ଭୁବନେଶ୍ୱର : ମହିଳାଙ୍କ ସମାନତା ପାଇଁ ବିଜେଡିର ଆହ୍ୱାନ । ଆଜିଠାରୁ ୨୫ ତାରିଖ ଯାଏଁ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଆରମ୍ଭ । ମାଆର ଅଧିକାର ଓ ସ୍ୱାଧୀନତାର ସୁରକ୍ଷା ପାଇଁ ଲଢ଼େଇ ଚାଲିବ । ନବୀନ ପଟ୍ଟନାୟକଙ୍କ ଶାସନ ଓ ବିଜୁ ବାବୁଙ୍କ ଶାସନରେ ମହିଳା!-->…
୧୫ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । ଆଜି ମଧ୍ୟ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ,!-->…
ବାଲିଅନ୍ତା ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ: ବଦଳିଲେ ଆଇଆଇସି, ୪ ପୁଲିସ ନିଲମ୍ବିତ
ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି।!-->…
ରାୟଗଡ଼ା ସହରରେ ଫୁଟିଲା ଗୁଳି, ଟଳି ପଡ଼ିଲେ ଯୁବକ : ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାଘାଟଣା
ରାୟଗଡ଼ା : ରାୟଗଡ଼ା ସହରରେ ଗୁଳିକାଣ୍ଡ । ଜଣେ ଯୁବକ ନିହତ । ଶନିବାର ରାତିରେ ଘଟିଛି ଏହି କାଣ୍ଡ । ଫିଲ୍ମ ଷ୍ଟାଇଲରେ ହୋଇଛି ମର୍ଡର । କାରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୁତମାନେ ଯୁବକଙ୍କୁ ମାରିଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଲେ ରାୟଗଡ଼ା ଟାଉନ ଥାନା ପଛ ପାର୍ଶ୍ୱରେ ଥିବା ରେଲି ସାହିର!-->…
ମାତୃ ଋଣ ପରିଶୋଧ ସମ୍ଭବ ନୁହେଁ- ମାତୃ ଦିବସରେ ଅତିଥି ମାନଙ୍କର ମନ୍ତବ୍ୟ
ବିଶ୍ୱ ମାତୃ ଦିବସ ପାଳିତ
ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଞ୍ଜାମ ଶାଖା ତରଫରୁ ଏହାର ସଭାପତି ହରେକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ କୁଇନ ଅଫ ଦି ମିଶନ୍ସ ହାଇସ୍କୁଲ ପରିସରରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ!-->!-->!-->…
“ମନ୍ଦିର-ମସଜିଦ୍ ଅପେକ୍ଷା ପିତାମାତାଙ୍କ ସେବା ହିଁ ଶ୍ରେଷ୍ଠ”: ବିଶ୍ୱ ନିକେତନ ଜରା ନିବାସରେ ମାତୃ…
ବ୍ରହ୍ମପୁର, ୧୦/୦୫ : ଜଣେ ସନ୍ତାନ ପାଇଁ ମା' କେବଳ ଏକ ସମ୍ପର୍କ ନୁହେଁ, ବରଂ ସେ ଏହି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ତଥା ସମ୍ମାନାସ୍ପଦ ଶକ୍ତି। ମା’ର ତ୍ୟାଗ ଓ ମମତା ଯୋଗୁଁ ହିଁ ମଣିଷ ସମାଜରେ ବଞ୍ଚିବା ସହ ସଫଳତାର ଶୀର୍ଷକୁ ଛୁଇଁପାରେ। ଏହି ମର୍ମସ୍ପର୍ଶୀ ବାର୍ତ୍ତା ସହ ଆଜି!-->!-->!-->…