ଜମି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା

ବାଲେଶ୍ଵର: ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମରେ ଘର ଛାତ କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠୀର କୋଦାଳ ଆକ୍ରମଣରେ ମହିଳା କମଳା ସେଠୀଙ୍କ

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରୂପ ନେବ

ଭୁବନେଶ୍ୱର : ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି ।  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି ।  ଏହାର ପ୍ରଭାବରେ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଅବସ୍ଥା ସଙ୍କାଟପନ୍ନ

ସମ୍ବଲପୁର: ସମ୍ବଲପୁରରେ ଆତଙ୍କରାଜ । ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଗୁରୁତର ଯୁବକ ବିକି ରଏ । ସଙ୍କାଟପର୍ଣ୍ଣ ଅବସ୍ଥାରେ ଉଦ୍ଧାର କରାଯାଇ ଭୀମସାରରେ ଭର୍ତ୍ତି କରାଯାଇଛି । ଖବର ପାଇ ବୁର୍ଲା

ଲକ୍ଷ୍ମୀପୁର ବ୍ଲକରେ ଜିଲ୍ଲା ପ୍ରଶାସନର ମିଳିତ ଜନଶୁଣାଣି ଶିବିର : ୨୧ଟି ଅଭିଯୋଗର ଶୁଣାଣି, ଏକ ସମସ୍ୟାର ତୁରନ୍ତ…

କୋରାପୁଟ/ଲକ୍ଷ୍ମୀପୁର (ବସନ୍ତ ପେଗଡ଼) : କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ମୁଖ୍ୟ ଭାବେ ଉପସ୍ଥିତ ରହି

ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ହତ୍ୟା

ନୟାଗଡ଼: ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ମୁଣ୍ଡ ଗଡ଼ିଲା । ଓଡ଼ଗାଁ ଥାନା ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଚୋରା ମାଙ୍କଡ଼ା ପଥର ଖଣି ଚାଲି ଥିବା ବେଳେ, ଏହାକୁ ସ୍ଥାନୀୟ ଲୋକ ମାନେ ବିରୋଧ କରି ଆସୁଥିଲେ । କଦଳୀ ବନ୍ଧ ଠାର ମାଙ୍କଡ଼ା ପଥର ନୋଝେଇ ଗାଡ଼ିକୁ ଅଟକାଇ ପୋଲିସକୁ

ରାଜଧାନୀରେ ‘ନାଇଟ୍ ଅପରେସନ’, ଆକ୍ସନ ମୋଡରେ କମିଶନରେଟ ପୋଲିସ

ଭୁବନେଶ୍ବର: ରାଜଧାନୀରେ ପୋଲିସର ‘ନାଇଟ୍ ଅପରେସନ’ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଡିଜିପିଙ୍କ ସହ ଆଲୋଚନା ପରେ ଜୋରଦାର ହେଲା ନାଇଟ୍ ପେଟ୍ରୋଲିଂ ଓ ବ୍ଲକିଂ ଚେକିଂ । ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ପରେ ଏବେ ସକ୍ରିୟ ହୋଇଛି କମିଶନରେଟ ପୋଲିସ । ରାଜଧାନୀରେ ଅପରାଧ ନିୟନ୍ତ୍ରଣ

ଯୁବକଙ୍କୁ ଖଣି ମାଫିଆଙ୍କ ନିର୍ମମ ହତ୍ୟା

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ପଥର ଖଣିରୁ ନିୟମିତ ହେଉଥିବା ଚୋରା ଚାଲାଣ ଖବର ନିୟମିତ ବ୍ୟବଧାନରେ ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ରକ୍ତମୁଖା ହୋଇଉଠିଛନ୍ତି ଖଣି ମାଫିଆ ।ବିଭିନ୍ନ ସ୍ଥାନରେ ଜଗୁଆଳି ରଖି ରାତିରେ ବିଭିନ୍ନ ସ୍ଥାନକୁ ମାଙ୍କଡ଼ା

ବେକରେ ବିଜେପି ଉତ୍ତରୀୟ, କାର୍ଯ୍ୟରେ ପୋଲିସ: ବାଲିଛାଇ ଫାଣ୍ଡି ଅଧିକାରୀଙ୍କ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚା…

ପୋଲିସ ବର୍ତ୍ତମାନ ବିଜେପି ର ଦଳୀୟ କର୍ମୀ...! ବ୍ରହ୍ମପୁର: ପୋଲିସର ନିରପେକ୍ଷତାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାରୁ ଏକ ଚୋକାଉଲା ଭଳି ଚିତ୍ର ସାମ୍ନାକୁ ଆସିଛି। ଜଣେ ବର୍ଦ୍ଦିଧାରୀ ପୋଲିସ ଅଧିକାରୀ ଦଳୀୟ କାର୍ଯ୍ୟକ୍ରମରେ ବେକରେ ଶାସକ ଦଳର ଉତ୍ତରୀୟ

ଘରୋଇ ହିଂସା ମୁକ୍ତ ସମାଜ ଗଠନ ପାଇଁ କୋରାପୁଟରେ ପରାମର୍ଶ ବୈଠକ: ମହିଳାଙ୍କ ସ୍ୱାବଲମ୍ବନ ଓ ସଚେତନତା ଉପରେ ଗୁରୁତ୍ୱ

କୋରାପୁଟ: ୧୧/୦୫/୨୦୨୬ (ବସନ୍ତ ପେଗଡ଼) : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (NLU), ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ମୁଖ୍ୟ

କାହା ସ୍ୱାର୍ଥରେ ପୋଖରୀ ଖନନ ଓ ପୁନଃଉଦ୍ଧାର ? କୋଷାଗୁମୁଣ୍ଡା ବ୍ଲକରେ ସରକାରୀ ଅର୍ଥର ‘ହରିଲୁଟ୍‌’, ମଧୁଚନ୍ଦ୍ରିକାରେ…

ନବରଙ୍ଗପୁର/କୋଷାଗୁମୁଣ୍ଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଣ୍ଡା ବ୍ଲକରେ ଜନକଲ୍ୟାଣ କାର୍ଯ୍ୟ ନାମରେ ସରକାରୀ ଅର୍ଥର ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ମନରେଗା ଏବଂ ଅମୃତ ସରୋବର ଭଳି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ପୋଖରୀ ଖନନ ଓ ପୁନଃଉଦ୍ଧାର କାର୍ଯ୍ୟ