ଆକ୍ସନ ମୋଡରେ ଶୁଭେନ୍ଦୁ ସରକାର, କ୍ୟାବିନେଟରେ ୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କଲକତା:ଆକ୍ସନ ମୋଡରେ ଶୁଭେନ୍ଦୁ। ନବନିଯୁକ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରି ଛଅଟି ନିଷ୍ପତ୍ତି ନେଇଛନ୍ତି।ଏହି ବୈଠକରେ ଅନେକ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର

ଜୁଲାଇ ପହିଲାରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ, ମିଳିବ ୧୨୫ ଦିନର ରୋଜଗାର ଗ୍ୟାରେଣ୍ଟି

ନୂଆଦିଲ୍ଲୀ:ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ। ଏନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି ।ନୂଆ ଆକ୍ଟ ଅନୁଯାୟୀ, ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ ହେବ ଭିବି-ଜିରାମ-ଜି। ଯାହା ପୂର୍ବରୁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ ମନରେଗା

ବାଂଲାଦେଶ ସୀମାରେ ଲାଗିବ ତାରବାଡ଼, ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଦାୟିତ୍ୱ ନେବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘଦିନ ଧରି ଥିବା ବାଂଲାଦେଶ ସୀମା ବିବାଦର ସମାଧାନର ବାଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ; ୩ ସାର୍ପ ସୁଟର ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ଘଟଣାରେ ବିହାରର ବକ୍ସରରୁ ୩ଜଣଙ୍କୁ ଅଟକ ରଖାଯାଇଛି। ଏନେଇ ବିହାର ପୁଲିସ ସୂଚନା ଦେଇଛି। ସୂଚନା ଅନୁସାରେ ପଶ୍ଚିମବଙ୍ଗ ଏସଟିଏଫ ବକ୍ସରରୁ କୁଖ୍ୟାତ ଅପରାଧୀ ସାର୍ପ ସୁଟର ବିଶାଲ

ସୋମନାଥ ମନ୍ଦିରର ଅମୃତ ମହୋତ୍ସବରେ ଧ୍ବଜାରୋହଣ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜରାଟ ଗସ୍ତ କରିଛନ୍ତି । ଏଠାରେ ଆଜି ସୋମନାଥରେ ଭବ୍ୟ ରୋଡ ଶୋ କରିଛନ୍ତି । ରୋଡ୍ ଶୋ କରିବା ପରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ସୋମନାଥ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଉଦଘାଟନକୁ ୭୫

୩ ଶହ ଫୁଟ ଗଭୀର ଖାଇକୁ ଖସିଲା କାର୍, ୬ ପର୍ଯ୍ୟଟକ ମୃତ

ହିମାଚଳ ପ୍ରଦେଶ : ଚମ୍ବା-ନୁରପୁର ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚମ୍ବା ଜିଲ୍ଲାର କକିରା ସ୍ଥିତ ଘାର ଅଞ୍ଚଳରେ ସକାଳ ୩ଟାରେ ଏକ କାର୍ ଅନିୟନ୍ତ୍ରିତ ହୋଇ ୩୦୦ ମିଟର ଗଭୀର ଖାଇକୁ ଖସିପଡିଥିଲା । ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।

ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ଯକ୍ଷାଙ୍କ ଗଞ୍ଜାମ ଗସ୍ତ

ହିଞ୍ଜିଳିକାଟୁ ଅଞ୍ଚଳର ତିନି ବର୍ଷର ମାଆକୁ ହରେଇଥିବା ଶିଶୁର ସମସ୍ତ କଥା ବୁଝିଲେ ଅଧ୍ଯକ୍ଷା ବ୍ରହ୍ମପୁର : ରାଜ୍ଯ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ଯକ୍ଷା ବବିତା ପାତ୍ର, ସଦସ୍ଯା କସ୍ତୁରୀ ମିଶ୍ର ଓ ମନସ୍ମିତା ଖୁଣ୍ଟିଆ ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଉତ୍କଳ ବାଳାଶ୍ରମ,

ପୋଲିସ ଷ୍ଟେସନ ଉପରେ ଆତଙ୍କୀ ଆକ୍ରମଣ, ୩ ମୃତ

ପାକିସ୍ତାନ: ପାକିସ୍ତାନରେ ବିସ୍ଫୋରଣ । ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନକେ ଆହତ ମଧ୍‌ୟ ହୋଇଛନ୍ତି । ଆତଙ୍କବାଦୀମାନେ ବିସ୍ଫୋରକ ର୍ଭତ୍ତି ଏକ

ଅବତରଣ ବେଳେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୭୮ ଯାତ୍ରୀ

କାଠମାଣ୍ଠୁ : ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ବିମାନ ଯାତ୍ରୀ । ଅବତରଣ ବେଳେ ବିମାନରେ ଲାଗିଲା ନିଆଁ । ବିମାନରେ ଥିଲେ ୨୭୮ ଯାତ୍ରୀ ପାଇଲେ ନୂଆ ଜୀବନ । ଭୟଙ୍କର ଦୁର୍ଘଟଣା ନେପାଳ ରାଜଧାନୀ କାଠମାଣ୍ଡୁରେ ଘଟିଛି । ଖବର ମୁତାବକ, କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ

ଜଗନ୍ନାଥ ପ୍ରସାଦଠାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଛତ୍ରପୁର : ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ସକାଳ ୭ ଘଟିକା ଠାରୁ ୧୦ଘଟିକା ପର୍ଯ୍ଯନ୍ତ ଜିଲ୍ଲା ସ୍ତରୀୟ ଜନଶଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ