ସାଇକେଲରେ ୧୨ କିମି ବୋହି ଥାନାକୁ ମୃତଦେହ ଆଣିଲେ ପରିବାର ଲୋକେ

ସୋର : ନ୍ୟାୟ ଦାବିରେ ସାଇକେଲରେ ୧୨ କିମି ବୁହାହେଲା ମୃତଦେହ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘର ଛାତ ପକେଇବାକୁ ନେଇ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ମାନଶ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ

ସାମାନ୍ୟ ବଚସାରୁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡ଼ା: ସାମାନ୍ୟ ବଚସାରୁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା । ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳରେ ଆତତାୟୀଙ୍କ ବର୍ବରତା । ଜୁନାଡିହି କଲେଜର ଜଣେ ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ଛୁରାମାଡ଼ କରି ହତ୍ୟା କରିଛନ୍ତି ଆତତାୟୀ । ମୃତକଙ୍କ ସହ ଥିବା ତାଙ୍କ ସହଯୋଗୀ ଏବେ ମେଡିକାଲରେ ଜୀବନ

ଏନକାଉଣ୍ଟର: ପୋଲିସ ଗୁଳିରେ ୨ ଅପରାଧୀ ଆହତ

ଝାରସୁଗୁଡା: ଝାରସୁଗୁଡାରେ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ଗତକାଲି ଝାରସୁଗୁଡା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ଘଟଣାର ଏହି ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଥିଲେ । ଗତକାଲି ଅଭିଯୁକ୍ତମାନେ

ନାତୁଣୀକୁ ଲାଗିଲା ବିଦ୍ୟୁତ୍ ଆଘତ, ବଞ୍ଚାଇବାକୁ ଯାଇ ଗଲା ଅଜାଙ୍କ ଜୀବନ

ଅନୁଗୁଳ: ନାତୁଣୀକୁ ବଞ୍ଚାଇବାକୁ ଯାଇ ଗଲା ଅଜାଙ୍କ ଜୀବନ। ମୃତକ ହେଲେ ୭୦ ବର୍ଷୀୟ ରତ୍ନାକର ସାହୁ । ଗୁରୁତର ନାତୁଣୀ ତୁଳସୀ ସାହୁଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ତୁଳସୀ ଘର ଛାତ ଉପରେ ଲୁଗା ଶୁଖାଉଥିବା ସମୟରେ ସର୍ଭିସ ତାର ସଂସ୍ପର୍ଶରେ ଆସି କରେଣ୍ଟ

ଡେଲିଭରି କମ୍ପାନୀ ଟ୍ରକରୁ ଗଞ୍ଜେଇ ଜବତ

ବାଲେଶ୍ୱର: ଅଭିନବ ଉପାୟରେ ଚାଲିଛି ଚୋରା ଚାଲାଣ। ପୋଲିସକୁ ଯେପରି ସନ୍ଦେହ ନ ହେଉ ସେଥିଲାଗି ଡେଲିଭରି’ କମ୍ପାନୀର ଟ୍ରକ୍ ରେ ଚାଲିଥିଲା ଗଞ୍ଜେଇ ଚାଲାଣ। ପାର୍ସଲ ଟ୍ରକ ହେଲଫର ସିଟ ତଳୁ ମିଳିଲା ପୁଳାପୁଳା ଗଞ୍ଜେଇ। ଦୁର୍ଘଟଣା ପରେ ମିଳିଲା ଗଞ୍ଜେଇ ଚାଲାଣର ତଥ୍ୟ। ବାଲେଶ୍ୱର ସୋର ଥାନା ୧୬

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ସାଢ଼େ ୩ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର: ବିମାନବନ୍ଦର ଏବେ ଡ୍ରଗ୍ସ ମାଫିଆଙ୍କ ନୂଆ ଟ୍ରାଞ୍ଜିଟ୍ ରୁଟ୍ ପାଲଟିଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ନିଶାଦ୍ରବ୍ୟ ଚୋରାଚାଲାଣର ପର୍ଦ୍ଦାଫାଶ ହୋଇଛି। ଏୟାରପୋର୍ଟରୁ ପ୍ରାୟ ସାଢ଼େ ତିନି କୋଟି ଟଙ୍କାର ବିଦେଶୀ ମାରିଜୁଆନା ଜବତ କରିଛି

କୋଟପାଡ଼ ପୁରୁଣା ତହସିଲ ପଡିଆରୁ ଆଲ୍ଟୋ କାର ଚୋରି….

କୋରାପୁଟ /କୋଟପାଡ଼ :-12/05/26(ବସନ୍ତ ପେଗଡ଼ ) କୋଟପାଡ଼ ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ସାମ୍ନାକୁ ଆସୁଛି l ହେଲେ ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ସମାଲୋଚନା କରାଯାଉଛି l ଏହିପରି ଏକ ଚୋରି ଘଟଣା କିଛି ଦିନ ପୂର୍ବରୁ ଘଟିଛି ସହର ମଧ୍ୟଭାଗରେ ଥିବା ତହସିଲ ପଡିଆରେ l ସୂଚନା

ବସ ଓ ବୋଲେରୋ ମୁହାଁମୁହିଁ ଧକ୍କା, ଜିଲ୍ଲା କୃଷି ଅଧିକାରୀ ଓ ବୋଲେରୋ ଚାଳକ ଆହତ…

ମାଲକାନଗିରି, ୧୧।୫ମାଲକାନଗିରି ଜିଲ୍ଲା ବନ୍ଧଗୁଡ଼ା ନିକଟରେ ସଡ଼କ ଦୁର୍ଘଟଣାରେ ଜିଲ୍ଲା କୃଷି ଅଧିକାରୀଙ୍କ ସହ ତାଙ୍କ ଗାଡି ଚାଳକ ଆହତ। ସୂଚନା ଅନୁଯାୟୀ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ନିଜ ସରକାରୀ ଗାଡ଼ି ରେ ଜିଲ୍ଲାର ଧୁଙ୍ଗିଆପୁଟ ରେ ଅନୁଷ୍ଠିତ ହେଉଥିବା ଜନ ଶୁଣାଣି