Sign in
Sign in
Recover your password.
A password will be e-mailed to you.
ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆଜି ଦୁଇ ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ ଘଟଣା ସମଗ୍ର ଶିକ୍ଷା ମହଲକୁ ଶୋକାକୁଳ କରିଦେଇଛି। ଆଜି ସକାଳେ ରଣପୁର ଗୋପାଳପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁଙ୍କ ଦେହାନ୍ତ ଘଟିଥିଲା। ତାଙ୍କୁ ରଣପୁର!-->…
୮ ମାସ ପରେ ଜନଶୁଣାଣି ପୋର୍ଟାଲରେ ଚିତ୍ରକୋଣ୍ଡା ବ୍ଲକ୍ ସଂଶୋଧନ : ମାଲକାନଗିରିରୁ ଉଠିଥିବା ଅଭିଯୋଗର ଫଳ ମିଳିଲା
ମାଲକାନଗିରି : ଓଡ଼ିଶା ସରକାରଙ୍କ ଜନଶୁଣାଣି ଅଭିଯୋଗ ପୋର୍ଟାଲରେ ଚିତ୍ରକୋଣ୍ଡା ବ୍ଲକ୍ ନାମ ଉଲ୍ଲେଖ ନଥିବା ସମସ୍ୟା ନେଇ ଦାଖଲ ହୋଇଥିବା ଅଭିଯୋଗର ପ୍ରାୟ ୮ ମାସ ପରେ ସମାଧାନ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ରାମ କୃଷ୍ଣ ଚୌଧୁରୀଙ୍କ!-->!-->!-->…
ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ
ବାଲିଗୁଡା, ତା ୧୨/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ଗଞ୍ଜେଇ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ମିଳିଛି। ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୮୧ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡି ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ!-->…
ତରଭୁଜ ଖାଇ ନାବାଳକ ମୃତ, ୩ ଅସୁସ୍ଥ
ଛତିଶଗଡ଼ : ଛତିଶଗଡ଼ ଜାଞ୍ଜିଗିରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ତରଭୁଜ ଖାଇ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ୩ ଜଣ ଅସୁସ୍ଥ ଅବସ୍ଥାରେ ରହିଥିବା ଜଣାପଡିଛି । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ!-->…
ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ମୋଟର ସାଇକେଲରେ ଆସି ଯୁବକକୁ ହାଣିଲେ ଦୁର୍ବୃତ : ଦୁଇ ଅଟକ
ବ୍ରହ୍ମପୁର (୧୨/୫) : ଅପରାଧ ଘଟାଇବାକୁ ଭୟ କରୁ ନାହାନ୍ତି ଅପରାଧୀ । ଦିନ ଦ୍ୱିପ୍ରହରରେ ସଂଘବଦ୍ଧ ଭାବେ କରୁଛନ୍ତି ଆକ୍ରମଣ । ବର୍ତମାନ ସଦର ଥାନା ଇଲାକା ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଆଇନକୁ ହାତକୁ ନେବାରେ ମଧ୍ୟ ଫଛାଉ ନାହାନ୍ତି ଅପରାଧୀ । ପୁଲିସର ନିଷ୍କ୍ରିୟତା ଯୋଗୁଁ ବର୍ତମାନ!-->…
୧୫ ଦିନ ମଧ୍ୟରେ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ: ଆକ୍ସନ ମୋଡରେ ଥାଲପତି
ତାମିଲନାଡୁ : ଥାଲପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟପ୍ ଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଥିବା ୭୧୭ଟି ସରକାରୀ TASMAC ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ!-->…
ଏନ୍.ସି.ସି ମିଳିତ ବାର୍ଷିକ ତାଲିମ ଶିବିର ଉଦଘାଟିତ
ବ୍ରହ୍ମପୁର : ଓଡ଼ିଶା ନାଭାଲ ୟୁନିଟ୍ ଏନ୍.ସି.ସି ବ୍ରହ୍ମପୁର ପକ୍ଷରୁ ଏକ ମିଳିତ ବାର୍ଷିକ ତାଲିମ ଶିବିର ଚମାଖଣ୍ଡିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଉଦଘାଟିତ ହୋଇଯାଇଛି । ଏନ୍.ସି.ସି ଓଡ଼ିଶା ନିର୍ଦ୍ଦେଶାଳୟ ଅଧୀନରେ ଥିବା ବିଭିନ୍ନ ୟୁନିଟ୍ର ୫୦୦ରୁ ଅଧିକ ଏନ୍.ସି.ସି କ୍ୟାଡେଟ୍!-->…
ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ, ୧୨ ମୃତ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରାଜଗଢ ଜିଲ୍ଲାର ପଚୋରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ସହର ମଝିରେ ଥିବା ଏକ ଭାରତ ପେଟ୍ରୋଲିୟମ୍ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୧୨ ଜଣ ଲୋକ ଗୁରୁତର ଭାବେ ଜୀବନ୍ତ ଦଗ୍ଧ!-->…
ଯୁଦ୍ଧ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ: ‘ବର୍ଷେ ଯାଏଁ କିଣନି ସୁନା, ପେଟ୍ରୋଲ୍ ଡିଜେଲ୍ ସଞ୍ଚୟ କର’
ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ସଞ୍ଚୟ ପାଇଁ ସୁନା, ଇନ୍ଧନ, ଖାଇବା ତେଲ, ସାର ଓ ବିଦେଶ ଯାତ୍ରା ଆଦି ବାବଦରେ ଖର୍ଚ୍ଚ କମ୍ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ । ଏହାପରେ, ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । କିଛି ସ୍ଥାନରେ ପେଟ୍ରୋଲ ବିକ୍ରି କାଣ୍ଟଛାଣ୍ଟ!-->…
କୋଟପାଡ଼ରେ ଦୁଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା
କୋଟପାଡ଼ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦୁଇଜଣ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଇଁ ଏକ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କୋଟପାଡ଼ ସ୍ଥିତ ବ୍ରାହ୍ମଣଦେଇ!-->!-->!-->!-->!-->…