Sign in
Sign in
Recover your password.
A password will be e-mailed to you.
ଖବର ପ୍ରସାର ପରେ ଚେତିଲା ପ୍ରଶାସନ :ଆସିକା ଅଞ୍ଚଳ ର ବେଆଇନ ଇଟା ଭାଟିକୁ ଭାଙ୍ଗିଲା ରାଜସ୍ବ ବିଭାଗ….
ମୋରମ ମାଫିଆ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ….?ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଞ୍ଚଳ ରେ ଚଳିତ ବର୍ଷ ୫୦ ରୁ ଉର୍ଦ୍ଧ ବେଆଇନ ପୋଡା ଇଟା ଭାଟି ଚାଲୁଛି। ଆଜି ଆସିକା ରାଜସ୍ବ ବିଭାଗ ପକ୍ଷରୁ ବେଆଇନ ଇଟା ଭାଟି ଉପରେ ବୁଲଡଜାର ଦ୍ୱାରା କଞ୍ଚା ଇଟା ଭାଟି ଗୁଣ୍ଡ!-->…
ହିତାଧିକାରୀଙ୍କୁ ସଠିକ ସମୟରେ ଭତ୍ତା ମିଳୁନି
ହିତାଧିକାରୀଙ୍କୁ ସଠିକ ସମୟରେ ଭତ୍ତା ମିଳୁନି। ଏପରିକି ଭତ୍ତା ମଧ୍ୟ ହିତାଧିକାରୀଙ୍କୁ ମିଳୁ ନାହିଁ। ମହାନଗର ନିଗମରେ ୫ ହଜାର ନୂତନ ଭତ୍ତା ଆବେଦନକାରୀ ରହିଛନ୍ତି। ସେମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଯଦ୍ୱାରା ବହୁ ହିତାଧିକାରୀ ହଇରାଣ ହରକତ!-->…
ଓଲଟିଲା ବରୱେଲ ଗାଡ଼ି, ଦୁଇ ମୃତ ୭ ଗୁରୁତର…
କୁକୁଡ଼ାଖଣ୍ଡି : ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲି-କୁସସ୍ଥଳୀ ରାସ୍ତାରେ ଗୁରୁବାର ସନ୍ଧ୍ୟା ସମୟରେ ଏକ ବରୱେଲ( ଓଡ଼ି୦୭ବି୫୪୧୪) ନମ୍ବର ବିଶିଷ୍ଟ ବରୱେଲ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ପ୍ରତ୍ୟେକ୍ଷ ଦର୍ଶୀଙ୍କ ସୂଚନା ଅନୁସାରେ ଏକ ସାଇକେଲକୁ ଧକ୍କା ଦେଇ ରାସ୍ତା!-->…
ଅଧିକୃତ ଜମି ଦଖଲ କଲେ ଜମି ମାଲିକ
ରାଜଗାଙ୍ଗପୁର : ଶିଳ୍ପ ଦ୍ୱାରା ଅଧିକୃତ ଜମି ଦାଖଲ କଲେ ଜମି ମାଲିକ। ଜମିରେ ଲାଲ ପତାକା ଉଡ଼ାଇବା ସହ ପ୍ରଶାସନ ଓ ଶିଳ୍ପ ସଂସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ଓ ଶତାଧିକ ଗ୍ରାମବାସୀ।
ଗତ ଡିସେମ୍ବର ୧୩ରେ ଏକ ଶିଳ୍ପ ଦ୍ୱାରା ଲାଞ୍ଜିବେର୍ଣ୍ଣା ସ୍ଥିତ ଖଣି ସମ୍ପ୍ରସାରଣ ପାଇଁ ଖଣିକୁ!-->!-->!-->…
DGCAର ନୂଆ ନିୟମ, ଟିକେଟ୍ କ୍ୟାନସଲ୍ କଲେ ମିଳିବ ପୂରା ରିଫଣ୍ଡ
ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଟିକେଟ୍ କ୍ୟାନ୍ସଲ୍ କଲେ ମିଳିବ ପୂରା ଟଙ୍କା । DGCA ଜାରି କଲା ନୂଆ ନିୟମ । ୪୮ ଘଣ୍ଟା ମଧ୍ୟରେ ଫ୍ରି କ୍ୟାନ୍ସଲ୍ । ୭ ଦିନରେ ମିଳିବ ରିଫଣ୍ଡ୍ । ଟିକେଟ୍ ବାତିଲ୍ ପାଇଁ ଆଉ ଦେବାକୁ ପଡ଼ିବନି ଅଧିକ ଚାର୍ଜ । ଭାରତୀୟ ବିମାନ!-->…
ସୁନେତ୍ରା ପାୱର ହେଲେ ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ମହାରାଷ୍ଟ୍ର : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ଅଜିତ ପାୱରଙ୍କ ପତ୍ନୀ ସୁନେତ୍ର ପାୱରଙ୍କୁ ଏନସିପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିଷ୍ପତ୍ତି ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିବେସନ!-->…
ମାଲିକ ଘରେ ନକଲି ଇଡି ଚଢାଉ କଲା ଚାକରାଣୀ
ନୂଆଦିଲ୍ଲୀ : ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନି ଅଞ୍ଚଳରେ ଏକ ଅଜବ ଘଟଣା । ଜଣେ ଚାକରାଣୀ ତାଙ୍କ ମାଲିକଙ୍କ ଘରେ ଏକ ନକଲି ED ଚଢାଉ କରିଛି । ଦିଲ୍ଲୀ ପୋଲିସ ଚାକରାଣୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିଛି । ପୋଲିସ ପୋଷାକ, ଦାମୀ ଘରୋଇ ଜିନିଷପତ୍ର ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର!-->…
ପ୍ରଥମ ବିଶ୍ୱନେତା ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପ୍ରଥମ ବିଶ୍ୱନେତା ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି । ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେକର୍ଡ । ଅତିକ୍ରମ କଲେ ୧୦୦ ମିଲିୟନ ଫଲୋଅର୍ସ । ଇନଷ୍ଟାରେ ସବୁଠୁ ଲୋକପ୍ରିୟ ନେତା ଭାବେ ସେ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।
୨୦୧୪ରେ!-->!-->!-->…
NCERT ବହି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: NCERT ବହି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ! । “ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ବୋଲି କଡ଼ା ମତ ରଖିଲେ ସୁପ୍ରିମକୋର୍ଟ । ଏହାସହ ଶିକ୍ଷା ବିଭାଗ ଓ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି । ନ୍ୟାୟପାଳିକା ବିରୋଧରେ ଅପପ୍ରଚାର!-->…
ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’ । ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗଠାରେ ନୂତନ ଓଡ଼ିଶା ଭବନର ହେଲା ଶିଳାନ୍ୟାସ । ପୂର୍ବରୁ ଥିବା!-->…