ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ

ଉତ୍ତରପ୍ରଦେଶ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ମହଙ୍ଗା ପଡ଼ିଲା ବିଜୟଙ୍କୁ ସମର୍ଥନ, ଦଳରୁ ବିଦା ହେଲେ ଏଆଇଏଡିଏମକେର ବିଦ୍ରୋହୀ ନେତା

ଚେନ୍ନଇ:ତାମିଲନାଡୁ ରାଜନୀତିରେ ଘଡି କେ ଘୋଡା ଛୁଟୁଛି। ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ମହଙ୍ଗା ହେଲା ବିଜୟଙ୍କୁ ସମର୍ଥନ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ

ଧାନର MSP ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଧାନର MSP କ୍ବିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର। ବୁଧବାର କେନ୍ଦ୍ର ସରକାର ୨୦୨୬-୨୭ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ପ୍ରତି କ୍ୱିଣ୍ଟାଲ ୭୨ ଟଙ୍କା ବୃଦ୍ଧି କରିବାକୁ ଅନୁମୋଦନ ହୋଇଛି। ଯାହା ପ୍ରତି କ୍ୱିଣ୍ଟାଲ

ନନ୍ଦିଗ୍ରାମ ବିଧାନସଭା ଆସନ ଛାଡ଼ିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କଲକତା:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ସେ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଜିତିଥିବା ବେଳେ ଆଜି ଗୋଟିଏ ସିଟ ଛାଡ଼ିବା ସମ୍ପର୍କରେ କହିଛନ୍ତି। ସେ ଭବାନୀପୁର ଆସନ ରଖିବେ ଓ ନିଜର ପାରମ୍ପରିକ ସିଟ ନନ୍ଦିଗ୍ରାମକୁ ଛାଡ଼ିବେ ବୋଲି ସୂଚନା

ଏଭର୍ ଗ୍ରୀନ କାରଖାନାରେ ବିଶାଳ ରକ୍ତଦାନ ଶିବିର: ୧୦୨ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: କମିସନରେଟ ପୋଲିସ, ଭାରତୀୟ ରେଡକ୍ରସ୍ ଆଞ୍ଚଳିକ ଶାଖା, ମଧୁକୁଞ୍ଜ ଏବଂ ଇଣ୍ଡିଆନ୍ ସ୍କାଉଟ ଗାଇଡ୍ ଫେଲୋସିପର ମିଳିତ ଆନୁକୂଲ୍ୟରେ 'ଏଭର୍ ଗ୍ରୀନ' କାରଖାନା ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସେବା ଓ ମାନବିକତା ରକ୍ଷା ଉଦ୍ଦେଶ୍ୟରେ

ଆସିକା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଗିରିଜା ନନ୍ଦନ ପଟ୍ଟନାୟକ ଦାୟିତ୍ୱ ନେଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅତି ସମ୍ବେଦନ ସହର ରୂପେ ପରିଚିତ ଆସିକା।ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଜଣେ ଦକ୍ଷ ପୋଲିସ ଅଫିସର ଗିରିଜା ନନ୍ଦନ ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଆସିକା ଏସ୍ଡ଼ିପିଓ ଭାବେ ସେ ସ୍ୱଳ୍ପ ସମୟ ପାଇଁ ଦାୟିତ୍ୱରେ ଥିଲେ। ଆଜି ନୂତନ

ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଠକେଇ: ୫ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ଠକୁଥିଲେ ମାଡ଼ି ବସିଲା ପୋଲିସ । ୫ ବଡ଼ ଧରଣର ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ । ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିବା ଏକ ସାଇବର ରାକେଟର ୫ ଜଣକୁ ଗିରଫ କଲା ସାଇବର ପୋଲିସ । ପୂର୍ବତନ ବ୍ୟାଙ୍କ କର୍ମଚାରୀ ଏହି ରାକେଟର ଶିକାର ହେବା ପରେ ସାଇବର

ବେଆଇନ କ୍ରସର ବିରୁଦ୍ଧରେ ଉପ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର !

ବ୍ରହ୍ମପୁର (୧୩/୦୫/୨୦୨୬) ଦିଗପହଣ୍ଡି ତହସିଲ ଅନ୍ତର୍ଗତ କୋଟିନଡ଼ା ଗ୍ରାମ ପଂଚାୟତର ଡ଼ଙ୍କାରୀ ମୌଜାରେ ଥିବା ମା ତାରିଣୀ ପଥର କ୍ରସରର ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଆଜି ସ୍ଥାନୀୟ ୫ଟି ଗ୍ରାମର ଗ୍ରାମବାସୀମାନେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଗରିବ ମେଧାବୀ ଛାତ୍ରୀଙ୍କ ପାଠ ପଢା ପାଇଁ ଆଗକୁ ଆସିଲା ଉତ୍କଳ ସମ୍ବାଦିକ ସଂଘ

ମାଲକାନଗିରି, ୧୩।୫ : ସମାଜ ର ବିଭିନ୍ନ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହ ସମାଜ ସେବା ମୂଳକ କାର୍ଯ୍ୟ କରିବା ସାମ୍ବାଦିକଙ୍କ ଦାୟିତ୍ୱ। ଏହି ଉକ୍ତି କୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ। ଆଜି ଏହି ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାର ଜଣେ ଗରିବ ଓ ମେଧାବୀ

କଙ୍ଗାରୁ କୋର୍ଟ ଉପରେ ପୋଲିସର ଚଢ଼ାଉ: ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା

କୋରାପୁଟ: କୋରାପୁଟରେ ‘କଙ୍ଗାରୁ କୋର୍ଟ’ ଉପରେ ପୋଲିସର ଚଢ଼ାଉ । ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା, ଠିକ୍ ସମୟରେ ପହଞ୍ଚି ରୋକିଲା ପୋଲିସ । ସାମାଜିକ ବାସନ୍ଦରୁ ମୁକ୍ତି ହେବା ପାଇଁ ଚାଲିଥିଲା କଙ୍ଗାରୁ କୋର୍ଟ । ହଠାତ ପହଁଚିଥିଲା ପୋଲିସ । ଭଣ୍ଡୁର କରିଥିଲା ସବୁ