Sign in
Sign in
Recover your password.
A password will be e-mailed to you.
ରାଜ୍ୟକୁ ନାହିଁ ତୈଳ ସଙ୍କଟ, ମ୍ୟାନେଜମେଣ୍ଟ ଅଭାବରୁ କିଛି ପମ୍ପରେ ସୃଷ୍ଟି ହୋଇଛି ଡ୍ରାଏ ଆଉଟ ସ୍ଥିତି
ଭୁବନେଶ୍ୱର: ଯୋଗାଣ ବିଭାଗ ପ୍ରମୁଖ ସଚିବ ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ରାଜ୍ୟରେ ତେଲ ସଙ୍କଟ ଆଦୌ ନାହିଁ । ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇଛି।!-->!-->!-->…
ଆହୁରି ୫ ଦିନ ତାଣ୍ଡବ ରଚିବ କାଳବୈଶାଖୀ, ୨୩ ଜିଲ୍ଲାରେ ବିଜୁଳି-ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଦିନରେ ଡହ ଡହ ଖରା ହେଉଥିବା ବେଳେ ଅପରାହ୍ନ ରେ କାଳବୈଶାଖୀ । ଅସହ୍ୟ ଖରା ଗରମ ଗୁଳୁଗୁଳୁରେ ସାରା ଓଡିଶା ସିଝୁଥିବା ବେଳେ କାଳବୈଶାଖୀ ବର୍ଷାରେ ଭିଜୁଛି । ପବନ ସହ କାଳବୈଶାଖୀ ତାଣ୍ଡବ ରଚୁଥୁବା ବେଳେ ଆହୁରି ୫ ଦିନ ଯାଏ ରହିବ ପ୍ରଭାବ । ଆସନ୍ତା!-->…
ଓଡ଼ିଶାରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ମୋଦୀ, ନେବେ ବଡ଼ ନିଷ୍ପତ୍ତି
ଭୁବନେଶ୍ଵର: ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍ ଦେଖିବାକୁ ମିଳିଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଥିବା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା!-->…
ସରକାରୀ ଗାଡ଼ି ବ୍ୟବହାର ଉପରେ ଲାଗିବ କଟକଣା, ଆସିବ ନୂଆ ଗାଇଡଲାଇନ୍ !
ଭୁବନେଶ୍ଵର : ସରକାରୀ ଗାଡ଼ି ବ୍ୟବହାର ଉପରେ ଲାଗିବ କଡ଼ା କଟକଣା । ଆସିପାରେ ନୂଆ ଗାଇଡଲାଇନ୍ । ରାଜ୍ୟରେ ଇନ୍ଧନର ବ୍ୟବହାର କମାଇବା ଏବଂ ପ୍ରଶାସନିକ ସ୍ତରରେ ମିତବ୍ୟୟିତା ଆପଣାଇବା ପାଇଁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ନୂଆ!-->…
ସାରା ରାଜ୍ୟରେ ତେଲ ସଙ୍କଟ, ଠପ୍ ହୋଇଯିବ ବସ୍ ସେବା !
ଭୁବନେଶ୍ୱର : ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯାତ୍ରୀବାହୀ ବସସେବା ସଂପୂର୍ଣ୍ଣ ଠପ ହୋଇଯିବ। ଏମିତି ଆଶଂକା ପ୍ରକାଶ କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ । ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଛି । ଏଥିପାଇଁ ବାଧ୍ୟ ହୋଇ ଘରୋଇ ବସ ଚଳାଚଳ ବନ୍ଦ କରିବ ସଙ୍ଘ । ରାଜ୍ୟ ଘରୋଇ!-->…
ଜୁଲାଇ ୧ରୁ ଓଡ଼ିଶା ସମେତ ୧୬ ରାଜ୍ୟରେ SIR
ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ଦିନ ଓଡ଼ିଶା ସମେତ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। ତେବେ ଦେଶବ୍ୟାପୀ ଭୋଟର ଯାଞ୍ଚ ପ୍ରକ୍ରିୟାରେ ହିମାଚଳ ପ୍ରଦେଶ, ଜମ୍ମୁ!-->…
ଇଭି କରାଯିବ OSRTCର ସମସ୍ତ ବସ୍: ପରିବହନ ମନ୍ତ୍ରୀ
ଭୁବନେଶ୍ୱର : OSRTCର ସମସ୍ତ ଗାଡିକୁ ଇଭି କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହାସହ ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି । ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ!-->…
ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଇଞ୍ଜିନିୟର
ଭଦ୍ରକ: ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଇଞ୍ଜିନିୟର । ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ବିଜୟ କୁମାର ମହାନ୍ତିଙ୍କ ଘରେ ରେଡ୍ । ତାଙ୍କର ଭଡା ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭଦ୍ରକ ଭିଜିଲାନ୍ସ!-->…
ବାଲେଶ୍ବର ଖଇରା ହତ୍ୟାକାଣ୍ଡ: ନ୍ୟାୟ ନ ମିଳିଲେ କଙ୍କାଳ ପ୍ରତିବାଦ
ବାଲେଶ୍ଵର : ନ୍ୟାୟ ଦିଅ, ନହେଲେ କଙ୍କାଳ ପ୍ରତିବାଦ । ଚେତାବନୀ ଦେଲେ ବାଲେଶ୍ବର ଖଇରା ମୃତକଙ୍କ ପରିବାର। ଖଇରା ଥାନା ଅନ୍ତର୍ଗତ ହରିପୁର ଗାଁରେ ଜମିବାଡ଼ି ବିବାଦକୁ ନେଇ ଯେଉଁ ହତ୍ୟାକାଣ୍ଡ ଘଟିଥିଲା, ଆଜି ତାକୁ ୪ ଦିନ ପୂରିଛି । ହତ୍ୟା ମାମଲାରେ ମୃତକଙ୍କ ପରିବାର ପକ୍ଷରୁ ୫ରୁ!-->…
ରାଜଧାନୀରେ ପେଟ୍ରୋଲ ସଙ୍କଟ, ଅଧିକାଂଶ ପମ୍ପରେ ତାଲା: ଗ୍ରାହକ ହନ୍ତସନ୍ତ
ଭୁବନେଶ୍ୱର : ମିଳୁନି ପେଟ୍ରୋଲ କି ଡିଜେଲ । ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ରାଜଧାନୀରେ ପେଟ୍ରୋଲ ସଙ୍କଟ ଦେଖା ଦେଇଛି । ଘାଟିକିଆ ଓ କଳ୍ପନାର ବିଭିନ୍ନ ଟାଙ୍କିରେ ପେଟ୍ରୋଲ ମିଳୁନି । ଏଥିଯୋଗୁ କଳ୍ପନା ସମେତ ଘାଟିକିଆର ବିଭିନ୍ନ ପେଟ୍ରୋଲ ପମ୍ପ୍ ବନ୍ଦ ହୋଇ ପଡ଼ିଥିବା ଦେଖିବାକୁ!-->…