ହାଇକୋର୍ଟରେ ଆଇନଜୀବୀ ଅବତାରରେ ମମତା, ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ନିଜେ ପକ୍ଷ ରଖିଲେ

କୋଲକତା : କଳା ଗାଉନ୍ ରେ ‘ଦିଦି’ଙ୍କ ଏଣ୍ଟ୍ରି । କୋଲକାତା ହାଇକୋର୍ଟରେ ଆଇନଜୀବୀ ଅବତାରରେ ପହଞ୍ଚିଲେ ମମତା ବାନାର୍ଜୀ । ନିଜ ଦଳର କର୍ମୀଙ୍କ ଉପରେ ହେଉଥିବା କଥିତ ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ ନିଜେ କୋର୍ଟରେ ପକ୍ଷ ରଖିଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ

ସରକାରୀ କର୍ମଚାରୀଙ୍କ ପାଇଁ ୨ ଦିନ ୱାର୍କ ଫ୍ରମ ହୋମ୍ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ତୈଳ ସଂଙ୍କଟ ହେବାର ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ ମିଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସଂଙ୍କଟକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି।

ଭିଡି ସତୀଶନ କେରଳମର ନୂଆ ମୁଖ୍ୟମନ୍ତ୍ରୀ

କେରଳ : କେରଳ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୦ ଦିନ ପରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି । ଭିଡି ସତୀଶନଙ୍କ କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି କଂଗ୍ରେସ । ଭି.ଡି ସତୀଶନ ୬ ଥର ବିଧାୟକ ରହିଥିଲେ । ଦିଲ୍ଲୀରେ କଂଗ୍ରେସ ନେତାଙ୍କ ଉଚ୍ଚସ୍ତରୀୟ ବୈଠକ

ଚଳନ୍ତା ବସରେ ମହିଳାଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ

ନୂଆଦିଲ୍ଲୀ : ପୁଣି ରାଜଧାନୀ ଦିଲ୍ଲୀରେ ନିର୍ଭୟା ଭଳି କାଣ୍ଡ । ଦିଲ୍ଲୀର ରାନୀ ବାଗ୍ ଅଞ୍ଚଳରେ ଏକ ଚଳନ୍ତା ସ୍ଲିପର ବସ୍ ମଧ୍ୟରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାରେ

ବିଦେଶକୁ ଚିନି ରପ୍ତାନି ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦେଶରେ ଚିନି ସଙ୍କଟ । ବିଦେଶକୁ ହେବନି ଚିନି ରପ୍ତାନି । ଚିନି ରପ୍ତାନି ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଚିନିର ଅଭାବ ଦୂର କରିବା ଓ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି । (DGFT)

ଉତ୍ତରପ୍ରଦେଶରେ କାଳବୈଶାଖୀର ମହାତାଣ୍ଡବ ; ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦେଖାଯାଇଛି କାଳବୈଶାଖୀର ମହାତାଣ୍ଡବ। ଏଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏହାସହ ସରକାରଙ୍କ ପକ୍ଷରୁ ତୁରନ୍ତ ୪ ଲକ୍ଷ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ତାଣ୍ଡବର ଅନେକ ଭିଡିଓ ଏବେ ସୋସିଆଲ

ଭାରଉତ୍ତୋଳନ ପ୍ରଶିକ୍ଷଣ ପାଇଁ ଆସିକାରୁ ଦୁଇ ଖେଳାଳୀ ମନୋନୀତ

ଆସିକା : ଆସିକା ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ରୁ ଭାର ଉତ୍ତୋଳନ ପ୍ରଶିକ୍ଷଣ ସକାଶେ ଦୁଇ ଜଣ ଖେଳାଳୀ ମନୋନୀତ ହୋଇଛନ୍ତି।ରାଜ୍ୟ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରାଳୟ ଓ ଏଚ.ପି.ସି ମିଳିତ ଆନୁକୂଲ୍ୟରେ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିରରେ ଆସିକା

ବିଜେଡିର ବ୍ଲକ ସ୍ତରୀୟ ମହିଳା ସମାବେଶ

କୋରାପୁଟ /କୋଟପାଡ଼ (ବସନ୍ତ ପେଗଡ଼ ) : ବିରୋଧି ଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ ଆଜି କୋଟପାଡ଼ ବ୍ଲକ ସଦରରେ ବ୍ଲକ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ଜନତାପାର୍ଟି ସରକାରରେ ମହିଳା ମାନଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର

ଏସି କମ୍ପ୍ରେସର ଫାଟି, ଦୁଇ ଗୁରୁତର

ଭୁବନେଶ୍ବର: ଫାଟିଲା ଏସି କମ୍ପ୍ରେସର, ଦୁଇ ଗୁରୁତର। ଭୁବନେଶ୍ଵର ମୈତ୍ରୀବିହାର ଥାନା ଅଞ୍ଚଳରେ ବଡଧରଣର ଅଘଟଣ ଘଟିଛି। ଲୁମ୍ବିନୀ ବିହାରରେ ଥିବା ଏଲିନା ହବ୍ ଏବଂ ସ୍ଵପ୍ନା ହୋଟେଲର ୫ ମହଲା ଉପରେ ଜଣେ ମେକାନିକ ଏସି କମ୍ପ୍ରେସର ସଜାଡୁଥିବାବେଳେ ହଠାତ୍ ଫାଟିଯାଇଥିଲା। ଫଳରେ ମେକାନିକ୍ ଜଣକ

ରାଜ୍ୟରେ ବିଜେପି ସରକାରକୁ ପୂରିଲା ୨ ବର୍ଷ: ନିରାଡମ୍ବର ଭାବେ ପାଳନ କରାଯିବ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର : ଜୁନ୍‌ ମାସରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବାର ଦୁଇ ବର୍ଷ ପୂର୍ତ୍ତି ହେଉଛି। ଏହି ଅବସରରେ ଜୁନ୍‌ ୧୨ରୁ ୨୧ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବ। ତେବେ ଏହି କାର୍ଯ୍ୟକ୍ରମ ସମସ୍ତକୁ ନିରାଡମ୍ବର ଭାବେ ପାଳନ କରିବା