Sign in
Sign in
Recover your password.
A password will be e-mailed to you.
ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍
ରୋଜଗାରକ୍ଷମ ହେଉଛନ୍ତି ମହିଳା; ୮୯ ଲକ୍ଷ ଟଙ୍କାର ବ୍ୟବସାୟ
ଜୈବିକ ପ୍ରଣାଳୀରେ ଚାଷ ଗ୍ରାମୀଣ ଅର୍ଥନୀତିକୁ ପୁନର୍ଜୀବିତ କରୁଛି
ମହିଳାଙ୍କ ଆୟ, ଉଦ୍ୟୋଗ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ
ବ୍ରହ୍ମପୁର,ମଇ: ଭାରତର ଗ୍ରାମାଞ୍ଚଳରେ ମିଲେଟ୍ ଦୀର୍ଘ ଦିନ ଧରି ପୋଷଣ ଓ!-->!-->!-->!-->!-->!-->!-->!-->!-->!-->!-->…
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ବପଲମେଣ୍ଡିର- ଏଲ, ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡିମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ଯେ, ଚଳିତ ମାସ ୦୯ ତାରିଖ ଦିନ ସୁଧୀର ପ୍ରଧାନ(୫୮)ଙ୍କୁ ନିଜ ଭାଇ!-->…
ବେଆଇନ୍ ଲଘୁ ଖଣିଜ ଉତ୍ତୋଳନ ଏବଂ ପରିବହନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ…
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ବୃଦ୍ଧି ପାଉଥିବା ବେଆଇନ ଲଘୁ ଖଣିଜ ଉତ୍ତୋଳନ ଏବଂ ପରିବହନ ବୃଦ୍ଧି ପାଇବାରେ ଲାଗିଛି।ଏହି ବେଆଇନ ଖଣି କାରବାର ତଥା ଖଣିଜ ପରିବହନକୁ କେନ୍ଦ୍ରକରି ଏକାଧିକ ମୁଣ୍ଡ ଗଡିଛି ନୟାଗଡ଼ରେ।ଏହା ଦ୍ଵାରା ଜିଲ୍ଲା ପ୍ରଶାସନ ଠାରୁ ଖଣି ବିଭାଗ ଏବଂ ପୋଲିସ ବିଭାଗ ନିନ୍ଦିତ!-->…
ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ବଚତ୍ ଆହ୍ୱାନ ପରେ ଆସିକା ରେ ପେଟ୍ରୋଲ ଓ ଡିଜେଲ ପାଇଁ ହା ହା କାର….! :ବାଇକ କୁ ୧୦୦ ଓ…
ବ୍ରହ୍ମପୁର: ଆସିକା ସହର ରେ ମାତ୍ର ଦୁଇଟି ପେଟ୍ରୋଲ ପମ୍ପ ରହିଛି। ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ବଚତ୍ ପାଇଁ ଘୋଷଣା ପରେ ପେଟ୍ରୋଲ ଡିଜେଲ ସଙ୍କଟ ଦେଖା ଦେଇଛି। ଦୁଇଚକିଆ ଯାନ ପାଇଁ ୧୦୦ ଟଙ୍କା ଚାରିଚକିଆ ଯାନ ପାଇଁ ମାତ୍ରା ୫୦୦ ଟଙ୍କାର ପେଟ୍ରୋଲ ଦିଆଯାଉଛି। ସେହି ପରି ଚାରିଚକିଆ ଯାନ ପାଇଁ!-->…
ଆସିକା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଦାୟିତ୍ୱ ନେବା ପରେ, ବିଲେଇ ବେକରେ ଘଣ୍ଟି ବାନ୍ଧିବ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଆସିକା ଅଞ୍ଚଳର ମଦ ଓ ବାଲି ମାଫିଆ ମାନଙ୍କ କବ୍ଜା ରେ ରାଜନେତା ମାନେ ରହିଥିବାର ନଜିର ରହିଛି। ନୂଆ ଅଧିକାରୀ ଆସିକା ଅଞ୍ଚଳ କୁ ଆସିଲେ ମାଫିଆ ମାନେ ବିଲେଇ ବେକରେ ଘଣ୍ଟି ବାନ୍ଧିବା ନେଇ ଏକ ପ୍ରକାର!-->…
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କୁ ନେଇ ବିଜେଡିର ପ୍ରେସ ମିଟ ।
ନୟାଗଡ଼:ସାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ।ପୋଲିସ ପ୍ରତି ଆଉ ଲୋକମାନଙ୍କର କୌଣସି ଭୟ ନାହିଁ।ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ।ଏହି ପ୍ରସଙ୍ଗକୁ ନେଇ ପ୍ରେସ ମିଟ କରି ବିଷୋଦଗାର କରିଛି ନୟାଗଡ଼ ବିଜେଡି।ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼!-->…
ଏୟାର ଇଣ୍ଡିଆ ବନ୍ଦ କଲା ୧୦୦ ଉଡ଼ାଣ
ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱରେ ଇନ୍ଧନ ଅଭାବ ସୃଷ୍ଟି ହୋଇଛି । ଯାହା ଜେଟ୍ ଇନ୍ଧନ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି । ଏୟାର ଇଣ୍ଡିଆ ଜୁନ୍ ମାସରୁ ତିନି ମାସ ପାଇଁ ଅନେକ!-->…
ପ୍ରକାଶ ପାଇଲା CBSE ଦ୍ବାଦଶ ପରୀକ୍ଷା ଫଳ, ଚଳିତବର୍ଷ ପାସ୍ ହାର ୮୫.୨୦%
ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ । cbse.gov.in କିମ୍ବା results.cbse.nic.in ଯାଇ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ଡିଜି ଲକର୍ ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ପ୍ରକାଶିତ । ଏସବୁ ୱେବସାଇଟରେ ନିଜର ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।
!-->!-->…
ଫ୍ଲୋର ଟେଷ୍ଟରେ ପାସ୍ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ
ତାମିଲନାଡୁ : ବିଜୟ ଥାଲାପତି ତାମିଲନାଡୁ ବିଧାନସଭାରେ ଫ୍ଲୋର ଟେଷ୍ଟରେ ପାସ୍ କରିଛନ୍ତି । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି ଥାଲାପତି । ବିଜୟଙ୍କ ସମର୍ଥନରେ ୧୪୪ ଏବଂ ବିରୋଧରେ ମିଳିଲା ୨୨ ଭୋଟ୍ । ଏହି ବିଜୟ ସହ ରାଜ୍ୟରେ ବିଜୟଙ୍କ ନେତୃତ୍ୱାଧୀନ ସରକାର ନିଜର!-->…
ଦେଶବାସୀଙ୍କୁ ଅପିଲ୍ ପରେ ନିଜ କାରକେଡରେ ଗାଡ଼ି ସଂଖ୍ୟା ଅଧା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶବାସୀଙ୍କୁ ଅପିଲ୍ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନିଜ ତରଫରୁ ସମସ୍ତଙ୍କୁ ଉଦାହରଣ ଦେଇଛନ୍ତି । ନିଜ କାରକେଡକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ପିଏମ୍ ମୋଦି । ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର!-->…