ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଗିରଫ ହେବେ ବିଜେପି ମନ୍ତ୍ରୀଙ୍କ ପୁଅ

ତେଲେଙ୍ଗାନା: ଜଣେ ୧୭ ବର୍ଷୀୟ ଝିଅକୁ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ବାଗୀରଥଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ ଲାଗୁ ହୋଇଛି। ନାବାଳିକା ଝିଅର ପରିବାର ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ

ରାଜ୍ୟପାଳଙ୍କୁ ଭେଟିଲେ ବିଜୟ ଥାଲାପତି

ତାମିଲନାଡୁ : ଟିଭିକେ ମୁଖ୍ୟ ବିଜୟ ଲୋକଭବନରେ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିଛନ୍ତି। କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ଭିସିକେ ଏବଂ ଆଇୟୁଏମଏଲର ସମର୍ଥନରେ, ୧୨୧ ଜଣ ବିଧାୟକ ଏବେ ଟିଭିକେକୁ ସମର୍ଥନ ଜଣାଇଛନ୍ତି। ବିଜୟଙ୍କ ପାଇଁ ରାଜ୍ୟରେ ସରକାର ଗଠନ

ଟିଏମସି ନେତାଙ୍କ ଘରୁ ୩ ବନ୍ଧୁକ, ୧୪୦ ଗୁଳି ଜବତ

କୋଲକତା: ଶପଥ ନେବାର ୬ଘଣ୍ଟା ନପୂରୁଣୁ ଟିଏମସି ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଶୁଭେନ୍ଦୁ ସରକାର। ମୁର୍ଶିଦାବାଦରେ ଟିଏମସି ନେତାଙ୍କ ସହଯୋଗୀଙ୍କ ଘରୁ ୩ଟି ରିଭଲଭର ଓ ୧୪୦ ରାଉଣ୍ଡ ଗୁଳି ଜବତ ହୋଇଛି।ସୂଚନା ଅନୁସାରେ ବ୍ରହ୍ମପୁରର ସଇଦାବାଦ ଗିର୍ଜାପାରା ଅଞ୍ଚଳରେ ପୋଲିସ

ସୋସିଆଲ ମିଡିଆ X ରେ ବାୟୋ ବଦଳାଇଲେ, ‘ପୂର୍ବତନ ମୁଖ୍ୟମନ୍ତ୍ରୀ’ ନୁହେଁ ମୁଖ୍ୟମନ୍ତ୍ରୀ ଲେଖିଲେ ମମତା

କୋଲକାତା : ‘ପୂର୍ବତନ ମୁଖ୍ୟମନ୍ତ୍ରୀ’ ନୁହେଁ, ମୁଖ୍ୟମନ୍ତ୍ରୀ । ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମମତା ସୋସିଆଲ ମିଡିଆ Xରେ ବାୟୋ ବଦଳାଇଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖି ନାହାନ୍ତି । ମୁଖ୍ୟମନ୍ତ୍ରୀ

କାରିବିଆନ୍ ପ୍ରିନ୍ସେସ୍ କ୍ରୁଜ୍ ଜାହାଜରେ ବ୍ୟାପୁଛି ନୋରୋଭାଇରସ୍, ୧୦୨ ଯାତ୍ରୀ ଓ ୧୩ କ୍ରୁ ସଦସ୍ୟ ଆକ୍ରାନ୍ତ

ନୂଆଦିଲ୍ଲୀ : କାରିବିଆନ୍ ପ୍ରିନ୍ସେସ୍ କ୍ରୁଜ୍ ଜାହାଜରେ ନୋରୋଭାଇରସ୍ ବ୍ୟାପିଛି। ଏଥିରେ ଥିବା ୩୧୧୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦୨ ଜଣ ଯାତ୍ରୀ ଏବଂ ୧୩ ଜଣ କ୍ରୁ ସଦସ୍ୟ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇପଡ଼ିଛନ୍ତି । ଯାହାର ମୁଖ୍ୟ ଲକ୍ଷଣ ଝାଡା ଓ ବାନ୍ତି ବୋଲି ଜଣାପଡିଛି ।

ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ : ହଜାର ହଜାର ଲୋକଙ୍କ ଉପସ୍ଥିତିରେ କଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ । ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ବ୍ରିଗେଡ ପରେଡ ଗ୍ରାଉଣ୍ଡରେ

ନୂଆ CDS ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି

ନୂଆଦିଲ୍ଲୀ: ନୂଆ CDS ନିଯୁକ୍ତ । ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି CDS ଭାବେ ନିଯୁକ୍ତ ହୋଇଛନ୍ତି । ନୂଆ ଚିଫ୍ ଡିଫେନ୍ସ ଷ୍ଟାଫ ନିଯୁକ୍ତ କଲେ ଭାରତ ସରକାର । ସାମରିକ ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ବର୍ତ୍ତମାନ CDS ଅଛନ୍ତି ଜେନେରାଲ ଅନୀଲ

ଘାଇରୁ ଗଳିତ ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଘାଇରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରା ଯାଇଛି। ବର୍ତ୍ତମାନ ସୁଦ୍ଧା ସେହି ବ୍ୟକ୍ତିଙ୍କ ପରିଚୟ ଜଣା ପଡିନାହିଁ। ଚନ୍ଦ୍ରଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଚଳାଇଛି। ଶନିବାର ସକାଳେ

ଗଜପତି ଜିଲ୍ଲାରେ ଉନ୍ନତିର ନୂଆ ଅଧ୍ୟାୟ: ସଡ଼କ ଓ ଭିତ୍ତିଭୂମି ବିକାଶ ପାଇଁ ମଞ୍ଜୁର ହେଲା ୧୮୯୧ କୋଟି ଟଙ୍କାର ଜାତୀୟ…

ବ୍ରହ୍ମପୁର / ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ସଡ଼କ ଯୋଗାଯୋଗ ଏବଂ ଭିତ୍ତିଭୂମିର ଐତିହାସିକ ଉନ୍ନତି ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ନୂତନ ପ୍ରକଳ୍ପ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ

ବାଲିଅନ୍ତା ହତ୍ୟା ଘଟଣା: କର୍ମର ଫଳ ପାଇବେ ଅପରାଧୀ

ଭୁବନେଶ୍ୱର : ଜିଆରପି କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ। ସେ କହିଛନ୍ତି ଘଟଣାରେ ଯିଏ ଦୋଷୀ , ତାକୁ କଠୋର ଦଣ୍ଡ ଦିଆଯିବ। ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ। ରାଜ୍ୟରେ