ସର୍ବ ଭାରତୀୟ ହ୍ୟାଣ୍ଡବଲ୍ ରେଫେରୀ ପରୀକ୍ଷାରେ ବ୍ରହ୍ମପୁରର ସନ୍ଦିପ୍ ପାତ୍ର ଉତ୍ତୀର୍ଣ୍ଣ

ବ୍ରହ୍ମପୁର,୩୦/୮/୨୩:ଗତ ୨୨-୮-୨୩ ତାରିଖ ଠାରୁ ୨୬-୮-୨୩ ପର୍ଯ୍ୟନ୍ତ ପଞ୍ଜାବର ପାଟିୟାଲା ସ୍ଥିତ ଏନ୍.ଏସ୍.ଏନ୍.ଆଇ.ଏସ୍ ସେଣ୍ଟରରେ ଜାତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ରେଫେରି ପରୀକ୍ଷାରେ ବ୍ରହ୍ମପୁରର ଆନ୍ତର୍ଜାତୀୟ ଖେଳାଳି ସନ୍ଦୀପ୍ କୁମାର ପାତ୍ର ଅଂଶଗ୍ରହଣ କରି

ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି | ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ରକ୍ଷା ବନ୍ଧନ ଉତ୍ସବ ର ମହତ୍ତ୍ୱ ଆଲୋକପାତ କରିବା ଅବସରରେ ଏହାର

ଆଗୁଆ ନିର୍ବାଚନର ଆଭାସ ପରେ :ଭୋଟ ଭୟ ରେ ରୋଷେଇ ଗ୍ୟାସ ସିଲିଣ୍ଡେର ଦର ହ୍ରାସ…

ଆଚ୍ଛେ ଦିନ ବୁରେ ଦିନ ସବୁ ସରକାର ଙ୍କ ହାତରେ ବ୍ରହ୍ମପୁର ,: ଗତ କିଛି ବର୍ଷ ହେଲା ଗରିବ ଖଟିଖିଆ ସାଧରଣ ଜନତା ବିଭିନ୍ନ ସାମଗ୍ରୀ ରେ ରୀତିମତ ଦର ବୃଦ୍ଧି ରୁ ବର୍ତ୍ତିନଥିଲେ। ଏବେ ଆଗୁଆ ସାଧରଣ ନିର୍ବାଚନ କୁ ନେଇ ଚର୍ଚ୍ଚା ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଭୋଟ ଭୟରେ ରୋଷେଇ ଗ୍ୟାସ ଦର

ବଣ୍ଡାଘାଟିର ବିକାଶ ଧର୍ମକୁ ଆଖିଠାର : ଲଗାଣ ବର୍ଷାରେ ଚାଲିଛି ରାସ୍ତା କାମ, କାଦୁଅ ରାସ୍ତାରେ ପଡୁଛି ପିଚୁ…

ମାଲକାନଗିରି,: ୩୦।୮ ଜିଲ୍ଲାର ଗାଁ ଗାଁକୁ ପକ୍କା ସଡକ ନିର୍ମଣା କରି ଯାତାୟତର ମାଧ୍ୟମକୁ ସ୍ବଚ୍ଛଳ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ବିଶେଷ କରି ମାଲକାନଗିରି ଭଳି ଜିଲ୍ଲାରେ ରାସ୍ତା ନିର୍ମାଣ ଦିଗରେ ଅଧିକ ଗୁରୁତ୍ଵ ଦେଉଛନ୍ତି । ତେବେ ରାଜ୍ୟ ସରକାର ଜିଲ୍ଲାର

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଶାଖାର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହ ରେ ଫୁଲବାଣୀସାହି ବରାଳଦେବୀ ମନ୍ଦିର ନିକଟସ୍ଥ ଥିବା ଯୁବକ ସଂଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ସଂଘ ପକ୍ଷରୁ ରାଷ୍ଟ୍ରୀୟ ଧ୍ଵଜା ଉତ୍ତୋଳନ ସହ ଦେଶ

ଗଡଗଡ଼ିଆ ଘାଟରୁ ମହିଳାଙ୍କ ମୃତଦେହ ଉଦ୍ଧାର…

କଟକ: ମହାନଦୀ ଗଡଗଡ଼ିଆ ଘାଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ମହିଳାଙ୍କ ବୟସ ୩୫ ରୁ ୪୦ ଭିତରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଉପସ୍ଥିତ ଥିବାବେଳେ ମୃତକ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି

କୀଟନାଶକ ପିଇ ଯୁବକ ଗୁରୁତର…

କଲମପୁର: ବନ୍ଧକନା ଠାରେ ଜଣେ ଯୁବକ ମଙ୍ଗଳବାର ରାତିରେ କୀଟନାଶକ ପାଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରିବାର ଲୋକ ଉଦ୍ଧାର କରି ବିଳମ୍ବିତ ରାତିରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ

ଗାଁକୁ ଫେରିଲା ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଶ୍ରମିକଙ୍କ ମୃତଦେହ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଅଧିନରେ ଥିବା ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ମୃତ ଭୋଲେଶ୍ୱର ମୁଖୀଙ୍କ ମୃତଦେହ ନିଜ ଗାଁ ପୋଡାପଡାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଗତ ତିନିବର୍ଷ ହେଲା ମୃତ ଶ୍ରମିକ ପିଣ୍ଟୁ ମୁଖୀ ନିଜ ପରିବାର ସହ ହାଇଦ୍ରାବାଦର

ହିନ୍ଦୁଧର୍ମକୁ ଧୋକା କହିଥିବା ସମାଜବାଦୀ ନେତାଙ୍କ ଜିଭ କାଟିବାକୁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ କଂଗ୍ରେସ ନେତା

ମୋରାଦାବାଦ:  ହିନ୍ଦୁଧର୍ମକୁ ଧୋକା ବୋଲି କହି ସମ୍ପ୍ରତି ବିବାଦରେ ପଡ଼ିଥିବା ‘ସମାଜବାଦୀ ପାର୍ଟି’ର ନେତା ସ୍ବାମୀପ୍ରସାଦ ମୌର୍ଯ୍ୟଙ୍କ ଜିଭ ଯିଏ କାଟି ପାରିବ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଉତ୍ତର ପ୍ରଦେଶର ଜଣେ କଂଗ୍ରେସ ନେତା ଘୋଷଣା କରିଛନ୍ତି। ମୋରାଦାବାଦ

ସୁଟିଂରେ ଷ୍ଟଣ୍ଟ ମାରିବା ବେଳେ ପ୍ରଖର ସ୍ରୋତରେ ବୁଡ଼ି ଗଲେ ଓଡ଼ିଆ ନାୟକ

କଟକ : ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ ଡେଇଁବାର ଦୃଶ୍ୟର ସୁଟିଂ ଚାଲିଥିଲା। ପ୍ରଖର ସ୍ରୋତରେ ପଡି ଯାଇଥିଲେ ଶ୍ରେୟାନ। କ୍ରିଉ ମେମ୍ବର