ଯୁବକଙ୍କୁ ମାରି ଫିଙ୍ଗିଦେଲେ ମାଓବାଦୀ !

ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପଙ୍କୁଆ-କଳସାଖମଣ ରାସ୍ତାର ଉଦୁଡ଼ା ଗାଁ ଠାରୁ ୨୦୦ମିଟର ଦୂରରେ କ୍ଷତାକ୍ତ ଅବସ୍ଥାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଏକ ହ୍ୟାଣ୍ଡ ବ୍ୟାଗ୍ , ହେଲମେଟ ଓ ବାଇକ୍ ଥିବାବେଳେ ମୃତ

ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬- ୨୭ ଶିକ୍ଷାବର୍ଷ ନିମନ୍ତେ ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ଦେବା ପାଇଁ ଚଳିତ ବର୍ଷ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣ ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ। ରାଜ୍ୟର ସମସ୍ତ

ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଡିସେମ୍ବର ୧୫ରୁ ମିଳିବ ଆଡମିଟ କାର୍ଡ । ଜାନୁଆରୀ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ

ଡ୍ରେନରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁରରେ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଅଇଁଠାପାଲି ଥାନା ଶାନ୍ତି ନଗରରେ ଡ୍ରେନରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ମେଡିକାଲକୁ ପଠାଇଛି । ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ

ଆସନ୍ତା ୩୧ ଯାଏ ଜାରି ରହିବ e-KYC ପ୍ରକ୍ରିୟା, ୩୩୧୨୮ ଅଯୋଗ୍ୟ ରାସନକାର୍ଡ ବାତିଲ

ଭୁବନେଶ୍ବର: ୩୧ ତାରିଖ ଯାଏ e-KYC ପ୍ରକ୍ରିୟା । ରାସନକାର୍ଡ e-KYC ଅବଧି ବାବଦରେ ଯୋଗାଣମନ୍ତ୍ରୀଙ୍କ ଲିଖିତ ଉତ୍ତର । ଆସନ୍ତା ୩୧ ତାରିଖ ଯାଏ ଜାରିରହିବ e-KYC ପ୍ରକ୍ରିୟା । e-KYC ପ୍ରକ୍ରିୟାରେ ୬ ଲକ୍ଷ ୮୩ ହଜାର ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୩୩ ହଜାର ୧୨୮ ଅଯୋଗ୍ୟ

ଇଣ୍ଡିଗୋ ଫ୍ଲାଇଟ ବିଳମ୍ବ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ଫ୍ଲାଇଟ ବିଳମ୍ବ ନେଇ ଉତ୍ତେଜନା । ୭୦୦ରୁ ଅଧିକ ଯାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ଗତକାଲି ରାତି ୯ଟାରୁ ୧୧ ଟା ଭିତରେ ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ବାଙ୍ଗାଲୋର, ଦିଲ୍ଲୀ ଓ ମୁମ୍ବାଇ ଯାଇଥାନ୍ତା । ହେଲେ

ବାଂଲାଦେଶୀ ସନ୍ଦେହରେ ୮ ଜଣଙ୍କୁ ଉଠାଇ ନେଲା ପୋଲିସ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ପକ୍ଷରୁ ଏସପିଙ୍କ ନିର୍ଦେଶ କ୍ରମେ ବାସୁଦେବପୁରରେ ବାଙ୍ଗଲାଦେଶୀ ଯାଞ୍ଚ ପକ୍ରିୟା ଆରମ୍ଭ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ sp ମନୋଜ କୁମାର ରାଉତ, Sdpo ବିଚିତ୍ରାନନ୍ଦ ସେଠି, ବାସୁଦେବପୁର iic ଲୋପାମୁଦ୍ରା ନାୟକ ମିଳିତ

ବିଦେଶାଗତ ପକ୍ଷୀଙ୍କ ରାବରେ କମ୍ପିଲାଣି ଭିତରକନିକା

ରାଜନଗର : ଭିତରକନିକାରେ ଲାଗିଲାଣି ବିଦେଶାଗତ ପକ୍ଷୀଙ୍କ ଭିଡ଼ । ଶୀତ ଆରମ୍ଭ ହେବା ପରେ ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ କୋଳାହଳ ଶୁଣିବାକୁ ମିଳିଲାଣି । ରଙ୍ଗବେରଙ୍ଗର ପକ୍ଷୀଙ୍କ ରାବରେ ଫାଟି ପଡୁଛି ପରିବେଶ । ଜଳକ୍ରୀଡ଼ା କରିବା ସହିତ ଖାଦ୍ୟ ସଂଗ୍ରହ କରିବାର ଅପୂର୍ବ ଦୃଶ୍ୟ

୫ରେ ଅଫଲାଇନ ଟିକେଟ ବିକ୍ରି, ସୁରକ୍ଷା ଦୃଷ୍ଟିରୁ ୪ତାରିଖରୁ ବାରବାଟୀରେ ହେବ ପୋଲିସ ଫୋର୍ସ ମୁତୟନ

କଟକ : କଟକ ବାରବାଟୀରେ ନାଲିମାଟି ପିଚରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ । ୯ ତାରିଖରେ ମହାମୁକାବିଲା ପାଇଁ ବାରବାଟୀ ଷ୍ଟାଡିୟମରେ ଚାଲିଛି ଶେଷ ପ୍ରସ୍ତୁତି । ହାଇଭୋଲଟେଜ ମ୍ୟାଚରେ ହେବ ଚଉକା, ଛକା ବର୍ଷା । ଅନଲାଇନ୍ ପ୍ରକ୍ରିୟା ସରିଲା, ଏବେ ଆରମ୍ଭ ହେବ

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ ଧମକ ଦେଇ ଅଡୁଆରେ ପ୍ରଦୀପ ମାଝୀ: ଥାନାରେ ଏତଲା

ନବରଙ୍ଗପୁର: ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ଏତଲା । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମୁଖରେ ଫାୟରିଂ କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର