ବିମାନବନ୍ଦରରେ ଫସି ରହିଲେ ୧୦୦୦ରୁ ଅଧିକ ଯାତ୍ରୀ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ଯାଉଥିବା ଅନେକ ବିମାନ ଏହାଦ୍ବାରା ପ୍ରଭାବିତ ହୋଇଛି। ଯାହାଫଳରେ

ଭୁବନେଶ୍ୱର OFDRA କ୍ୟାମ୍ପସରେ ମଲ୍ ଓ ମଲ୍ଟିପ୍ଲେକ୍ସ ମାଲିକ ଓ କର୍ମଚାରୀଙ୍କ ନିମନ୍ତେ ଅଗ୍ନି ନିରାପତ୍ତା ସଚେତନତା…

ଭୁବନେଶ୍ୱର : ଆଜି ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନ (OFDRA), ଭୁବନେଶ୍ୱରଠାରେ ଦୈତ୍ୟନଗରୀ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ମଲ୍ ଏବଂ ମଲ୍ଟିପ୍ଲେକ୍ସ ପରିଚାଳକ, ମାଲିକ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ନେଇ ଏକ ଅଗ୍ନି ନିରାପତ୍ତା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ତ୍ରୀର ଜାଲ ଦସ୍ତଖତ କରି ୪୦ ଲକ୍ଷ ଟଙ୍କାର ଋଣ ଉଠାଇଲେ ସ୍ୱାମୀ: କେନ୍ଦୁଝରରୁ ଗିରଫ କଲା ଖାରବେଳ ନଗର ପୁଲିସ

ଭୁବନେଶ୍ୱର: ସ୍ତ୍ରୀର ବିଶ୍ୱାସରେ ବିଷ ଦେଲେ ସ୍ୱାମୀ। ପତ୍ନୀଙ୍କ ଅଜାଣତରେ ତାଙ୍କର ଜାଲ ଦସ୍ତଖତ ଓ ନକଲି କାଗଜପତ୍ର ବ୍ୟବହାର କରି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଋଣ ଉଠାଇ ନେଇଥିଲେ। ଶେଷରେ ପତ୍ନୀଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ

୧୯ ଅଣ-ୟୁରୋପୀୟ ଦେଶର ପ୍ରବାସ ଆବେଦନ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଜାତୀୟ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକାଶ କରି ୧୯ଟି ଅଣ-ୟୁରୋପୀୟ ଦେଶରୁ ପ୍ରବାସୀମାନଙ୍କ ଆବେଦନ ସ୍ଥଗିତ କରିଛନ୍ତି । ଯେଉଁଥିରେ ଗ୍ରୀନ କାର୍ଡ ଏବଂ ଆମେରିକୀୟ ନାଗରିକତା ପ୍ରକ୍ରିୟାକରଣ ଅନ୍ତର୍ଭୁକ୍ତ । ଗତ ଜୁନ୍ ମାସରେ ଏହି

ବିଧାନସଭାଠାରେ ମା’ ରମାଦେବୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ମା’ ରମାଦେବୀ ହେଉଛନ୍ତି ସଂଗ୍ରାମ, ତ୍ୟାଗ, ସାଂପ୍ରଦାୟିକ ସଦ୍‌ଭାବନା, ମାନବିକତା, ପ୍ରତିବଦ୍ଧତା ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ । ପ୍ରାଚୁର୍ଯ୍ୟରୁ ଆସି ସେ ସରଳତାକୁ ଗ୍ରହଣ କରିଥିଲେ । ଘରକୋଣରୁ ବାହାରି ଜାତୀୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଲବଣ ସତ୍ୟାଗ୍ରହ, ଭାରତଛାଡ଼

୨୦୨୬ ଏପ୍ରିଲରୁ ୨୦୨୭ ଫେବୃଆରୀ ମଧ୍ୟରେ ୨ଟି ପର୍ଯ୍ୟାୟରେ ହେବ ଜନଗଣନା

ନୂଆଦିଲ୍ଲୀ: ଆସନ୍ତାବର୍ଷ ଏପ୍ରିଲରୁ ୨୦୨୭ ଫେବୃଆରୀ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲିଖିତ ପ୍ରଶ୍ନର ଉତ୍ତର

ସାଙ୍ଗକୁ ଲୁଟିବାକୁ ଡକାୟତ ଲଗାଇଲା ସାଙ୍ଗ, ୨୦ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ…

ମୁଖ୍ୟ ଷଡ଼ଯନ୍ତ୍ରକାରୀ ସରୋଜ ଓ ସହଯୋଗୀ ଗିରଫ ଭୁବନେଶ୍ୱର/ପାହାଳ : ବିଶ୍ୱାସରେ ବିଷ ଦେଲା ସାଙ୍ଗ। ଏକାଠି ବସି ହୋଟେଲରେ ଖାଇଲେ, ଗପସପ ହେଲେ, କିନ୍ତୁ ତଳେ ତଳେ ସାଙ୍ଗକୁ ଲୁଟିବା ପାଇଁ ଡକାୟତଙ୍କୁ ଖବର ଦେଲେ। ପାହାଳ ଥାନା ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ୨୦ ଲକ୍ଷ ଟଙ୍କା ଲୁଟ୍

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ

କୋରାପୁଟ : ଜିଲ୍ଲା ପ୍ରଶାସନ କୋରାପୁଟ (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପ-ବିଭାଗ) ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-2025 କୋରାପୁଟ ସ୍ଥିତ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋରାପୁଟଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ କରିବାର

ଶପଥ ଗ୍ରହଣର ଲେଖା ପଢ଼ିପାରିଲେନି ବିଧାୟିକା

ପାଟନା: ବିହାର ବିଧାନସଭାର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଜେଡିୟୁ ବିଧାୟିକା ବିଭା ଦେବୀଙ୍କୁ ଗୃହରେ ଅପଦସ୍ଥ ହେବାକୁ ପଡିଛି। ବିଭା ଦେବୀଙ୍କ ନାମ ଡକାଯିବାରୁ ସେ ଉଠିପଡି ଶପଥପାଠ କରିବାକୁ

ଡାକ୍ତର କେ.ଲକ୍ଷ୍ମୀବାଇଙ୍କୁ ସମ୍ବର୍ଦ୍ଧନା କଲେ ଭାଜପା ଜିଲ୍ଲା ସଭାପତି ସରୋଜ ସାବତ

ବ୍ରହ୍ମପୁର : ବ୍ରହ୍ମପୁର ଭାବା ନଗରସ୍ଥିତ ବ୍ରହ୍ମପୁର ସ୍ତ୍ରୀ ରୋଗ ବିଶେଷଙ୍ଗ ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର ଲକ୍ଷ୍ମୀ ବାଇ ଶତାୟୁ ମହିଳା ନିଜର ସେବା ଓ ନିକଟରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ନିଜର ସଞ୍ଚିତ ଧନ ୩ କୋଟି ୪୦ ଲକ୍ଷ୍ୟ ଟଙ୍କା ସ୍ତ୍ରୀ ରୋଗ (କର୍କଟ ) ସେବା ପାଇଁ ଦାନ