ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଇସ୍ରାଏଲ: ମାସୁଦ

ନୂଆଦିଲ୍ଲୀ : ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଇସ୍ରାଏଲ। ଏକ ସାକ୍ଷାତକାର ଅବସରରେ ମାସୁଦ ଏହା ସ୍ପଷ୍ଟ କରିଛନ୍ତି। ଇସ୍ରାଏଲ ତାଙ୍କୁ ହତ୍ୟା ଖରିବାକୁ ଉଦ୍ୟମ କରିଥିଲା, କିନ୍ତୁ ବିଫଳ ହୋଇଥିଲା ବୋଲି ମାସୁଦ କହିଛନ୍ତି।ଆମେରିକାର ବରିଷ୍ଠ

ପ୍ୟାକିଂ ସମ୍ପୂର୍ଣ୍ଣ ସମାପ୍ତ, ସରକାରୀ ବାସଭବନ ଛାଡିବା ନେଇ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡଙ୍କ ସ୍ପଷ୍ଟିକରଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଶାସନ ଚାହିଁଛନ୍ତି ଯେ ପୂର୍ବତନ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ ତୁରନ୍ତ ସରକାରୀ ବାସଭବନ ଖାଲି କରନ୍ତୁ । ସେ ଏବେ ବି କ୍ରିଷ୍ଣା ମେନନ ମାର୍ଗରେ ଥିବା ସରକାରୀ ବାସଭବନରେ ରହୁଛନ୍ତି । ସେହି ବାସଭବନ ବର୍ତ୍ତମାନର ସିଜେଆଇଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଜଷ୍ଟିସ୍‍

ଫାର୍ମହାଉସ୍‌ରୁ ଖସିଆସିଲା ପୋଷା ସିଂହ; ରାସ୍ତା ମଝିରେ ଖେଳିଲା ଭୟର ବାତାବରଣ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ଲାହୋରରେ ‌ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଫାର୍ମହାଉସରୁ ଏକ ପୋଷା ସିଂହ ପଳାଇଯିବା ଫଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଦେଖାଦେଇଛି। ସିଂହଟି ଖସି ପଳାଇ ଆସିବା ପରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଛୋଟ ପିଲାଙ୍କୁ ଆକ୍ରମଣ କରିଥିଲା। ତେବେ ଦୁଃଖର କଥା

ବିଜେପି ଛାଡ଼ି ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର

ପାଟନା: ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର। ବିହାରର ପ୍ରସିଦ୍ଧ ୟୁଟ୍ୟୁବର ତଥ‌ା ରାଜନେତା ମନୀଷ କଶ୍ୟପଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରାୟ ଏକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିହାରର ରାଜଧାନୀ ପାଟନାର ବାପୁ ଭବନରେ ଆୟୋଜିତ ଏକ

ଦିଲ୍ଲୀ ହାଇକୋର୍ଟରୁ ତୁର୍କୀ କମ୍ପାନୀ ସେଲେବିକୁ ଝଟକା

ନୂଆଦିଲ୍ଲୀ : ତୁର୍କୀ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟି (ବିସିଏଏସ୍) ଦ୍ୱାରା ସୁରକ୍ଷା ମଞ୍ଜୁରୀ ରଦ୍ଦ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ସେଲେବିର ଆବେଦନକୁ

ପ୍ରବଳ ବର୍ଷା ପାଇଁ କେଦାରନାଥ ଯାତ୍ରା ବନ୍ଦ; ଉତ୍ତରାଖଣ୍ଡରେ ଭୂସ୍ଖଳନର ବିପଦ

ନୂଆଦିଲ୍ଲୀ : କେଦାରନାଥ ଯାତ୍ରା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ପ୍ରବଳ ବର୍ଷା କାରଣରୁ କେଦାରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି । ଯାତ୍ରୀଙ୍କୁ ସୋନପ୍ରୟାଗ ଓ ଗୌରୀକୁଣ୍ଡରେ ଅଟକାଇ ରଖାଯାଇଛି । ରୁଦ୍ରପ୍ରୟାଗ ଓ ଚମୋଲୀ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା

କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ତିନି ହାର୍ଡକୋର୍ ମାଓବାଦୀ…

କନ୍ଧମାଳ, ତା, ୦୭/୦୭ : ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ସଫଳତା। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ। ଏନେଇ ସୋମବାର କନ୍ଧମାଳ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତିନ

ସ୍ତ୍ରୀ ନିର୍ଯାତନା ସହି ନ ପାରି ଇଚ୍ଛାମୃତ୍ୟୁ ମାଗିଲେ ସ୍ଵାମୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମୁଜଫ୍ଫରନଗରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀର ନିର୍ଯାତନା ସହି ନ ପାରି ଜଣେ ଯୁବକ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଗାନ୍ଧୀନଗର କଲୋନୀରେ ରହୁଥିବା ସୁମିତ ସୈନି ନାମକ ଯୁବକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏପରି ଆବେଦନ

କେରଳ ସରକାରଙ୍କ ଟଙ୍କାରେ ବୁଲୁଥିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା

ନୂଆଦିଲ୍ଲୀ,୭।୭: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଥିଲା। ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନକୁ ଅନେକ ଗୁପ୍ତ ସୂଚନା ପଠାଉଥିବା ଅଭିଯୋଗ ହୋଇଥିଲା। ଏବେ ଏ ସମ୍ପର୍କରେ ଆଉ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ ରିପୋର୍ଟ

ପାକିସ୍ତାନର ପୋଲ୍ ଖୋଲିଲେ ତହୱୁର ରାଣା

ନୂଆଦିଲ୍ଲୀ,୭।୭: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣା ପାକିସ୍ତାନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ତହୱୁର କହିଛନ୍ତି ଯେ ସେ ପାକିସ୍ତାନୀ ସେନାର ସବୁଠାରୁ ବିଶ୍ୱସ୍ତ ଏଜେଣ୍ଟ ଥିଲେ। ସେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରରେ ସାମିଲ