Sign in
Sign in
Recover your password.
A password will be e-mailed to you.
ଗୋଡ଼ାଇ ଗୋଡ଼ାଇ ୨ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ, ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ
ଭୁବନେଶ୍ବର: ରାଜଧାନୀରେ ବଢିଚାଲିଛି ଆତଙ୍କରାଜ୍। ମୁହଁରେ ମାସ୍କ, ହାତରେ ମାରଣାସ୍ତ୍ର ଧରି ସର୍ବ ସମ୍ମୁଖରେ କରାଯାଉଛି ଆକ୍ରମଣ। ଗତକାଲି ରାତିରେ ହେଲା ହଣାକଟା। ଗୋଷ୍ଠୀ ସଂଘର୍ଷରେ ୨ ଯୁବକ ଗୁରୁତର। ଲାଇଟ ମରାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ରାସ୍ତାରେ!-->…
ଉତ୍ତରପ୍ରଦେଶ ବିଭାଜନକୁ ନେଇ ପୁଣି ଆରମ୍ଭ ହେଲା ତର୍କ ବିତର୍କ
ଲକ୍ଷ୍ନୌ: ଭାଗ ଭାଗ ହୋଇଯିବ ଉତ୍ତରପ୍ରଦେଶ! ରାଜ୍ୟ ବିଭାଜନକୁ ନେଇ ପୁଣିଥରେ ଆରମ୍ଭ ହୋଇଯାଇଛି ତର୍କ ବିତର୍କ। ପଶ୍ଚିମ ଉତ୍ତରପ୍ରଦେଶ ପରେ ପୂର୍ବାଞ୍ଚଳକୁ ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି ଉଠିଛି। ଆମେଠିରେ ଏକ କାର୍ଯ୍ୟକ୍ରମ ସମୟରେ ଦୁଇ ବରିଷ୍ଠ ବିଜେପି ନେତା ସ୍ଵତନ୍ତ୍ର ରାଜ୍ୟ ପାଇଁ!-->…
ବାଂଲାଦେଶ ଏକ ବିଶାଳ ଜେଲ, ଫାଶୀ ସ୍ଥଳ ଓ ମୃତ୍ୟୁର ଉପତ୍ୟକା ପାଲଟିଛି: ଶେଖ୍ ହସିନା
ନୂଆଦିଲ୍ଲୀ: ପଳାୟନ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାଷଣ । ଶେଖ ହସିଣ କହିଛନ୍ତି ଯେ ତାଙ୍କ ଦେଶ ରକ୍ତପାତ ଏବଂ ଅତଳ ଗହଳିର ଧାରରେ ଅଛି । ତାଙ୍କ ପିତା ଶେଖ୍ ମୁଜିବୁର ରେହମାନଙ୍କ ଅଧୀନରେ ଜିତିଥିବା ମାତୃଭୂମି ବର୍ତ୍ତମାନ!-->…
ଏନକାଉଣ୍ଟରରେ ଟଳିଲେ ପାକିସ୍ତାନୀ ଆତଙ୍କବାଦୀ
ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ବିଲ୍ଲାୱାର ଅଞ୍ଚଳରେ ପୁଲିସ ଓ ସେନା ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ନିହତ ।ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଭାରତୀୟ ସେନାର ରାଇଜିଂ ଷ୍ଟାର କର୍ପସ ଏକ ବିବୃତ୍ତିରେ!-->…
ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପରାକ୍ରମ ଦିବସରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ମୋଦୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଆଜି ଏକ ଗୌରବମୟ ତାରିଖ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ । ନେତାଜୀଙ୍କ ବୀରତ୍ୱ ଓ!-->…
୨୭ରେ ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟ !
ନୂଆଦିଲ୍ଲୀ: ଆସନ୍ତା ୨୭ତାରିଖରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ପ୍ରାୟ ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପୀ ଗୋଟିଏ ଦିନିଆ ଧର୍ମଘଟ କରିବାକୁ ଯୋଜନା କରିଛନ୍ତି । ବ୍ୟାଙ୍କ କର୍ମଚାରୀମାନେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ!-->…
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସମ୍ପର୍କ ଛିନ୍ନ କଲା ଆମେରିକା
ଆମେରିକା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବାହାରିଲା ଆମେରିକା । ଏନେଇ ଆମେରିକା ଘୋଷଣା କରିଛି । ଏବେ ଏହି ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଂସ୍ଥାରେ ଆମେରିକାର ସଦସ୍ୟତା ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯାଇଛି । ଟ୍ରମ୍ପ ପ୍ରଶାସନ କହିଛନ୍ତି ଯେ ଏହି ପଦକ୍ଷେପ ରାଷ୍ଟ୍ରପତି ଡୋନାଲ୍ଡ!-->…
ମାତା ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ, ତୁଷାରପାତ ଯୋଗୁଁ ବାତିଲ ହେଲା ବିମାନ ସେବା
ଜମ୍ମୁ କାଶ୍ମୀର : ପ୍ରବଳ ତୁଷାରପାତ ଯୋଗୁଁ ଜମ୍ମୁରେ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସମେତ ଅନ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଏଥିସହ ଆଜି ପାହାଡ଼ି ଜିଲ୍ଲାଗୁଡ଼ିକରେ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ!-->…
ଇରାନରେ ପହଞ୍ଚିଲା ଆମେରିକାର ସବୁଠାରୁ ବଡ଼ ଯୁଦ୍ଧଜାହାଜ
ଆମେରିକା : ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଆମେରିକାର ସବୁଠାରୁ ବଡ଼ ବିଧ୍ୱଂସକ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନ ଇରାନ ନିକଟରେ ପହଞ୍ଚିଛି । ଯାହା ବଡ଼ ଦୁର୍ଘଟଣାର ସଙ୍କେତ ଦେଉଛି ।
ଆମେରିକା ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ଯେ,!-->!-->!-->…
ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ ରଥକାଠ
ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ । ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ କରାଗଲା ଅନୁକୂଳ ।ଆଜି ପବିତ୍ର ଶ୍ରୀ ପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଚଳିତ ଚଳିତ ବର୍ଷର ରଥଯାତ୍ରା ପାଇଁ!-->…