Sign in
Sign in
Recover your password.
A password will be e-mailed to you.
ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ରାଜଧାନୀ ଦିଲ୍ଲୀ । ଆକାଶରୁ ପାତାଳ ଜଗିଛି ପୋଲିସ । ସମ୍ଭାବ୍ୟ ଅଘଟଣକୁ ଏଡାଇବାକୁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ଚକ୍ରବ୍ୟୂହ ରଚିଛନ୍ତି ସୁରକ୍ଷାକର୍ମୀ । କେନ୍ଦ୍ର ସରକାର ଓ!-->…
ତେଲେଙ୍ଗାନାରେ ପୁଣି ୩ଶହ ବୁଲା କୁକୁରଙ୍କୁ ହତ୍ୟା
ତେଲେଙ୍ଗାନା : ସୀମା ଟପିଲା ବର୍ବରତା । ପୁଣି ୩ଶହ କୁକୁରଙ୍କୁ ହତ୍ୟା । ମାସକରେ ତେଲେଙ୍ଗାନାରେ ୯ଶହ କୁକୁରଙ୍କୁ ହତ୍ୟା । ତେଲେଙ୍ଗାନା ଜଗତିଆଲ ଜିଲ୍ଲା ପେଗଡାପାଲିରେ ଏକ ଗାତରୁ ୩ ଶହ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ୍ ଦେଇ ହତ୍ୟା!-->…
ଇଣ୍ଡୋନେସିଆରେ ଭୂସ୍ଖଳନ, ୭ ମୃତ ଓ ୮୨ ନିଖୋଜ
ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଭୟଙ୍କର ଭୂସ୍ଖଳନ । ପଶ୍ଚିମ ଜାଭାର ବାନ୍ଦୁଙ୍ଗ ଅଞ୍ଚଳରେ ଘଟିଥିବା ଏହି ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୮୨ରୁ ଅଧିକ ଲୋକ ନିଖୋଜ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ!-->…
ଶ୍ରମ ଅଧିକାରୀ ପରିଚୟ ଦେଇ ମହିଳାଙ୍କଠାରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍; ଲେଟି ଲୁଟେରାକୁ ବାନ୍ଧିଲା ପୋଲିସ
ଉଦଳା : ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲା ମହିଳା । ହେଲେ ଅଭିଯୋଗ ପରେ ଖୋଲିଯାଇଛି ଫୋର ଟୋଣ୍ଟି ମହିଳାଙ୍କ ଅସଲ ମୁଖା । ଆଉ ଏବେ ପୋଲିସ କବଜାରେ ଠକ ମହିଳା । ଉକ୍ତ ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି କପ୍ତିପଦା ପୋଲିସ ।
!-->!-->!-->…
ବଡ଼ବିଲ ବ୍ୟାଙ୍କ ଡକାୟତି: ଧାନବାଦରୁ ୨ ମୁଖ୍ୟ ଅଭିଯୁକ୍ତ ଗିରଫ
ଯୋଡ଼ା : ବଡ଼ବିଲରୁ ବ୍ୟାଙ୍କ ଡକାୟତି, ଧାନବାଦରୁ ୨ ମୁଖ୍ୟ ଅଭିଯୁକ୍ତ ଗିରଫ । ୨୮୮ ଗ୍ରାମ ସୁନା, ଦୁଇଟି ସ୍କର୍ପିଓ ଓ ୪ ଟି ମୋବାଇଲ ଜବତ । କେନ୍ଦୁଝର ବଡ଼ବିଲ ସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ରରୁ ଡକାୟତି ଘଟଣାରେ ଝାଡ଼ଖଣ୍ଡକ ଧାନବାଦରୁ ୨ ଜଣଙ୍କୁ ଗିରଫ!-->…
ଶ୍ରୀମନ୍ଦିରରେ ନାବାଳକକୁ ମାଡ଼, ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ପୁରୀ: ଶ୍ରୀମନ୍ଦିରରେ ନାବାଳକକୁ ମାଡ଼ । ପରିବାର ସହ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବାବେଳେ ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ଼ ଅଭିଯୋଗ । ତାଙ୍କ କାନରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
!-->!-->!-->…
ଗୋ ମାଫିଆଙ୍କ ଘରେ ଚଢ଼ାଉ, ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ
କେନ୍ଦୁଝର: ଗୋ ମାଫିଆଙ୍କ ଘରେ ରେଡ୍ । ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ । କେନ୍ଦୁଝର ପୋଲିସ ପକ୍ଷରୁ ଗୋ ମାପିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକରର ଯାଞ୍ଚ ଚାଲିଛି । ସମୁଦାୟ ୫ଟି ଜିଲ୍ଲାରେ ଗୋ ମାଫିଆଙ୍କର ୨୦୦ ଟି ଆକାଉଣ୍ଟ ପୋଲିସକୁ ମିଳିଥିଛି ।
ସେଥି!-->!-->!-->…
କଲେଜ ଛକ ନିକଟରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ
ପୁରୀ: ପୁରୀରେ ଗଡ଼ିଲା ମୁଣ୍ଡ । ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଗୁନା । ସେ ଜଳେଶ୍ବର ଅଞ୍ଚଳର । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ!-->…
ସରିଲାଣି ଟୋକନ ଅବଧି: ମଣ୍ଡିକୁ ଆସୁନି ଗାଡ଼ି
ସୁବର୍ଣ୍ଣପୁର: ସରିଲାଣି ଟୋକନ ଅବଧି । ମଣ୍ଡିକୁ ଆସୁନି ଗାଡ଼ି । ସହଯୋଗ କରୁନାହାନ୍ତି ମିଲର୍ସ । ସୁବର୍ଣ୍ଣପୁର ଜିଲ୍ଲାର ୯୨ଟି ପ୍ୟାକ୍ସରେ ପଡିରହିଛି ଧାନ । ମିଲର୍ସ ଗାଡି ପଠାଉନଥିବାରୁ ଶୀତ କାକରରେ ଧାନ ପଡିରହିଛି । ଚିନ୍ତାରେ ଚାଷୀ|
ଧାନ ବିକ୍ରି!-->!-->!-->…
ଆଗୁଆ ହେବ ପଞ୍ଚାୟତ ନିର୍ବାଚନ; ଇସାରା ଦେଲେ ବିଜେପି ରାଜ୍ୟ ମୁଖିଆ
ଭୁବନେଶ୍ବର: ରାଜ୍ୟରେ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତାବର୍ଷ ଜନଗଣନା ହେବାର ଥିବାରୁ ସେଥିଲାଗି ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ଦୁଇରୁ ତିନିମାସ!-->…