Sign in
Sign in
Recover your password.
A password will be e-mailed to you.
ଫେବୃୟାରୀ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମାନ୍ୟବର ରାଷ୍ଟ୍ରପତି
• ଯାଜପୁର, ବାଲେଶ୍ୱର, ପୁରୀ ଏବଂ ମୟୂରଭଂଜ ଏବଂ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ• ବ୍ୟାପକ ପ୍ରସ୍ତୁତି ସହ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା• ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଓ!-->…
ଓଡିଶା ନାଟ୍ୟଦିବସ ଆମ ସ୍ୱାଭିମାନ ଏବଂ ଅସ୍ମିତାର ପ୍ରତୀକ : ମଞ୍ଚମୋହନ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଙ୍ଘ" ପକ୍ଷରୁ ରାଜ୍ୟସ୍ତରୀୟ ଓଡିଶା ନାଟ୍ୟ ଦିବସ ମହୋତ୍ସବ ସ୍ଥାନୀୟ ପ୍ରକାଶମ୍ ହଲ୍ - ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ମହୋତ୍ସବର ପ୍ରଥମ!-->…
ଉମରକୋଟରେ ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀ ପାଳିତ: ଦେଶପ୍ରେମର ମନ୍ତ୍ରରେ ଉଦ୍ବୁଦ୍ଧ ହେଲେ ଜନସାଧାରଣ
ଉମରକୋଟ, ୨୩/୦୧ (ରସିକ ସରକାର): ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଦ୍ୱିତୀୟ ନାୟକ, ଅଦମ୍ୟ ସାହସ ଓ ଦେଶପ୍ରେମର ପ୍ରତୀକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଅତ୍ୟନ୍ତ ଉତ୍ସାହ ଓ ଶ୍ରଦ୍ଧାର ସହିତ ପାଳିତ ହୋଇଯାଇଛି। ଉମରକୋଟ ୩!-->!-->!-->…
ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେବ କଂଗ୍ରେସ: ଭକ୍ତ ଦାସ
ଭୁବନେଶ୍ବର: ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ସେଥିମଧ୍ୟରୁ ଓଡ଼ିଶାର ୪ଟି ଆସନ ଖାଲି ହେବାକୁ ଯାଉଛି । ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ହାର୍ ଜିତ୍କୁ ଭୟ ନାହିଁ,!-->…
ପରାକ୍ରମ ଦିବସରେ ଯୋଗଦେଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍
ଭୁବନେଶ୍ୱର: ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଶୁକ୍ରବାର ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଓଡ଼ିଶା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ।
ତାଙ୍କ ଆଗମନ ପରେ, ଉପରାଷ୍ଟ୍ରପତି!-->!-->!-->…
ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ
ରାଉରକେଲା: ଭାଙ୍ଗୁଛି ମାଓଗଡ଼। ମାଓ ସଂଗଠନକୁ ଆଉ ଏକ ବଡ଼ ଝଟକା। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ। ଏମାନଙ୍କ ମଧ୍ୟରେ ୧ କୋଟି ପୁରସ୍କାର ଘୋଷଣା ହୋଇଥିବା ଜଣେ କୁଖ୍ୟାତ ମାଓନେତା ଅନଲଦା ବି ନିହତ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବାକୁ ଝାଡ଼ଖଣ୍ଡ!-->…
ବ୍ଲକସ୍ତରୀୟ ୱାଟରସେଡ ମହୋତ୍ସବ-୨୦୨୫ ଅନୁଷ୍ଠିତ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲଜ ଯନ୍ତାପାଇ ଠାରେ ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ-୨୦୨୫ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନମନ୍ତ୍ରୀ କୃଷିସିଞ୍ଚାଇ ଯୋଜନା ୨.୦ ଅଧୀନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ!-->…
ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓ ନିସର୍ତ୍ତ ମିଡ଼ିଆ ହାଉସ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବ୍ରହ୍ମପୁର (ନିସର୍ତ୍ତ ନ୍ୟୁଜ୍): ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ଚରିତାର୍ଥ କରି ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ଡି ଗ୍ରାମ ପଞ୍ଚାୟତ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଏବଂ 'ନିସର୍ତ୍ତ ମିଡ଼ିଆ!-->!-->!-->…
କୂଅରେ ପଡ଼ିଲା ଭାଲୁ, ଉଦ୍ଧାର କଲା ବନବିଭାଗ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅନ୍ତର୍ଗତ ଏମପିଭି - ୨୬ ଗାଁ ନିକଟରେ ୧୦ ଫୁଟର ମୁକୁଳା କୂଅରେ ପଡିଥିବା ଭାଲୁକୁ ବନବିଭାଗ ଉଦ୍ଧାର କରିଛି । ଖାଦ୍ୟ ଅନ୍ୱେଷଣରେ ଆସି କୂଅ ଭିତରେ ପଡ଼ିଥିଲା ଭାଲୁ । ସୂଚନା ଅନୁଯାୟୀ ଗୁରୁବାର ରାତିରେ ଭାଲୁଟି ଗାଁ ଭିତରେ ପଶିଥିବା!-->…
ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ ମାଲିକ ସଂଘର ବିରୋଧ
ଭୁବନେଶ୍ବର: ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ ମାଲିକ ସଂଘର ବିରୋଧ। ଏନେଇ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେଦ୍ର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ସଂଶୋଧିତ ଆଇନକୁ ଜିଜିଆ କର ସହ ସମାନ ବୋଲି ତୁଳନା କରିଛନ୍ତି।ଏହା ସହ ସାଧାରଣ ଚାଳଙ୍କଙ୍କ ଆର୍ଥିକ ମେରୁଦଣ୍ତ ଏହି ଆଇନ!-->…