Sign in
Sign in
Recover your password.
A password will be e-mailed to you.
ଭାରତ ସହ ପ୍ରତିରକ୍ଷା ଚୁକ୍ତିକୁ ୟୁରୋପୀୟ ସଂଘର ଅନୁମୋଦନ, ଆତଙ୍କବାଦ ବିରୋଧୀ ଲଢ଼େଇରେ ବି ମିଳିବ ସାହାଯ୍ୟ
ନୂଆଦିଲ୍ଲୀ: ୟୁରୋପୀୟ ସଂଘ (ଇୟୁ) ଭାରତ ସହ ନୂତନ ପ୍ରତିରକ୍ଷା ଚୁକ୍ତି (ସୁରକ୍ଷା ଓ ପ୍ରତିରକ୍ଷା ଚୁକ୍ତି)କୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଏହା ସ୍ୱାକ୍ଷରିତ ହେବ। ୟୁରୋପୀୟ ସଂଘର ବୈଦେଶିକ ନୀତି ମୁଖ୍ୟ କାଜା!-->…
୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି, ୧୦ ଯବାନ ସହିଦ
ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ବଡ଼ ଅଘଟଣ । ସେନା ବାହାନ ଖାଇରେ ଖସିପଡିବା ଯୋଗୁଁ ଅତିକମରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି । ଘଟଣାରେ ୭ ଜଣ ସୈନିକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଭଦ୍ରବାହ-ଚମ୍ବା ଇଣ୍ଟରଷ୍ଟେଟ ରୋଡରେ ଖନ୍ନି ଟପ୍ ରେ ହୋଇଛି ।
ଖବର!-->!-->!-->…
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ, ଶିଖ ବିରୋଧୀ ହିଂସା ମାମଲାରେ ଥିଲେ ଦୋଷୀ
ନୂଆଦିଲ୍ଲୀ : ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛି । ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ସହ ଜଡିତ ଏକ ମାମଲାରେ ଦୋଷମୁକ୍ତ କରିଛନ୍ତି । ଏହି ମାମଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।!-->…
ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୭ ଶ୍ରମିକ ମୃତ
ଛତିଶଗଡ଼: ଛତିଶଗଡ଼ ବଲୋଦା ବଜାରରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଡିଏସି କୋଇଲା ଭାଟିରେ ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣରେ କିଛି ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି । ବିସ୍ଫୋରଣ ସମୟରେ ଶ୍ରମିକ ଆଖପାଖ ଅଞ୍ଚଳରେ ସଫେଇ କାମ!-->…
ବସ-ଟ୍ରକ ଧକ୍କା ହେବା ଯୋଗୁଁ ଲାଗିଲା ନିଆଁ, ୨ ମୃତ
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ନନ୍ଦାଲ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘରୋଇ ବସ୍ ଏବଂ କଣ୍ଟେନର ଲରି ଧକ୍କା ହେବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ରାତି ୧.୩୦ ମିନିଟରେ ଘଟିଛି ।ଖବର ମୁତାବକ, ନେଲୋରରୁ ହାଇଦ୍ରାବାଦକୁ ଯାଉଥିବା ବସର ଡାହାଣ ଟାୟାର!-->…
ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କଲେ ଟ୍ରମ୍ପ
ନୂଆଦିଲ୍ଲୀ : ପୁଣି ଗ୍ରୀନଲାଣ୍ଡ ଦାବି ଦୋହରାଇଲେ ଟ୍ରମ୍ପ । ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କରିଛନ୍ତି ଟ୍ରମ୍ପ । ଆମେରିକା କେବଳ ଗ୍ରୀନଲାଣ୍ଡକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱିଜରଲାଣ୍ଡର ଡାଭୋସରେ!-->…
ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ
ମାଲକାନଗିରି : ଲାଲବାହିନୀକୁ ବଡ଼ ଧକ୍କା । ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ପତିରାମ ମାଝୀ ସମେତ ୧୨ ମୃତ । ସେଣ୍ଟ୍ରାଲ କ୍ୟାଡର ଶୀର୍ଷ ମାଓ ମାଓ ନେତା ପତିରାମ ମାଝୀ । ତା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କା ପୁରସ୍କାର ।!-->…
ରାଜ୍ୟରେ ବନ୍ଦ ହେଲା ତମାଖୁ ଏବଂ ନିକୋଟିନ୍ର ବ୍ୟବହାର, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ । ନା ହେବ ଉତ୍ପାଦନ, ନା ହେବ ବିକ୍ରି । ଚଳିତବର୍ଷ ଜାନୁୟାରୀ ୨୧ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ।!-->…
ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତହାତୀର ଶରୀର : ମୋବାଇଲ ଲାଇଟ ରେ ହେଲା ଶବ ବ୍ୟବଚ୍ଛେଦ ! ରେଞ୍ଜରଙ୍କ…
ବାଲିଗୁଡା, ତା, ୨୨/୦୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ ଅଂଶ ବୁଧବାର ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର କଳାହାଣ୍ଡି ଜିଲ୍ଲା!-->!-->!-->…
ଆସନ୍ତାକାଲି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି, ପରାକ୍ରମ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ
ଭୁବନେଶ୍ୱର: ସଜେଇ ହେଲାଣି ନେତାଜୀଙ୍କ ଜନ୍ମସ୍ଥାନ । ଆସନ୍ତାକାଲି ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବେ ସରକାର। କାଲି ଆସୁଛନ୍ତି ଉପ ରାଷ୍ଟ୍ରପତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ!-->…