Sign in
Sign in
Recover your password.
A password will be e-mailed to you.
ବରଯାତ୍ରୀ ବସ୍ ଓଲଟି ୫ ମୃତ, ୨୫ ଆହତ
ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ଲାତେହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଓଲଟିଲା ବରଯାତ୍ରୀ ନେଇ ଯାଉଥିବା ବସ୍ । ଯେଉଁ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୫ ଜଣ ଆହତ ହୋଇଛନ୍ତି । ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର!-->…
ଇଣ୍ଡିଗୋକୁ ୨୨କୋଟି ୨୦ଲକ୍ଷର ଜରିମାନା
ନୂଆଦିଲ୍ଲୀ : ଇଣ୍ଡିଗୋକୁ ବଡ଼ ଝଟକା । ୨୨କୋଟି ୨୦ଲକ୍ଷର ଜରିମାନା ଲଗାଇଲା ଡିଜିସିଏ । ବିମାନ ଯାତ୍ରୀଙ୍କୁ ହଇରାଣ କରି ଦଣ୍ଡିତ ହେଲା ଇଣ୍ଡିଗୋ । ଡିସେମ୍ବର ମାସରେ ବିମାନ ସେବାରେ ବିଭ୍ରାଟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ । ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ!-->…
ରାଉରକେଲା ପ୍ଲେନ୍ କ୍ରାସ୍ରେ ମୃତ ପାଇଲଟଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି
ଭୁବନେଶ୍ବର: ରାଉରକେଲା ପ୍ଲେନ୍ କ୍ରାସ ଘଟଣାରେ ମୃତ ପାଇଲଟଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି । ଏଭଳି ଘୋଷଣା କରିଛନ୍ତି ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗ । ସେ କହିଛନ୍ତି, ସୁଶାନ୍ତଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଓ୍ବାନ୍ ଏୟାର ସଂସ୍ଥାରେ ଚାକିରି ମିଳିବା ସହ ୫ ମାସ!-->…
୨୨ରେ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର: ଆସନ୍ତା ୨୨ତାରିଖରେ ମିଳିବ ସୁଭଦ୍ରା ଟଙ୍କା । । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୂର୍ବରୁ ଜାନୁଆରୀ ୧୮ରେ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ । ୧୮ ବଦଳରେ ୨୨ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ନେଇ!-->…
ବିଜେପି ସରକାରରେ ଗୋ ଚାଲାଣକାରୀଙ୍କ ସ୍ଥାନ ନାହିଁ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର: ରାଜ୍ୟରେ ୪ ଜିଲାର ଗୋ-ମାଫିଆଙ୍କ ଘରେ ଚଢଉ ଜାରି ରହିଛି । ଗଞ୍ଜାମ, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜରେ ଗୋ-ମାଫିଆଙ୍କ ଘରେ ଚଢଉ କି ବିପୁଳ ଅର୍ଥ, ସୁନା ଅଳଙ୍କାର ଜବତ କରିଛି ପୁଲିସ । ଏହାକୁ ନେଇ ଆଜି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ବିଜେପି ସରକାରରେ ଗୋ!-->…
ଗଞ୍ଜାମରେ ED ର ଚଢ଼ାଉ, ୨.୬୩ କୋଟି ଟଙ୍କା ଜବତ
ଭୁବନେଶ୍ୱର : ଗଞ୍ଜାମରେ ED ର ମେଗା ରେଡ୍ । ବେଆଇନ ଖଣି ମାଫିଆଙ୍କଠାରୁ ୨.୬୩ କୋଟି ଟଙ୍କା ଜବତ ହୋଇଛି । ବେଆଇନ ବାଲି ଓ ପଥର ଖଣି କାରବାର ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୧୬ ତାରିଖରେ ହୋଇଥିବା ଏହି!-->…
ବାଣ ବିସ୍ପୋରଣରେ ଜଣେ ମୃତ
କଟକ : ବାଣ ଭିଡୁ ଭିଡୁ ଅଘଟଣ। କଟକ ଖଲର୍ଧା ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଧମାକାରେ ଉଡ଼ିଗଲା ଘର । ପୋଡ଼ିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କଟକ ସଦର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଚି ମୃତକଙ୍କୁ କଟକ!-->…
ବାରଙ୍ଗରେ ଗୁଳିକାଣ୍ଡ, ୮ ଜଣଙ୍କୁ କାବୁ କଲା ପୋଲିସ
ବାରଙ୍ଗ : ବାରଙ୍ଗରେ ଫୁଟିଲା ଗୁଳି ! ବାରଙ୍ଗ ଥାନା ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି । ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ । ସୂଚନା ଅନୁଯାୟୀ, ଆଜି!-->…
ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ
ନୟାଗଡ଼, ୧୮/୦୧(ନିସର୍ତ୍ତ) : ନୟାଗଡ଼ ଜିଲ୍ଲାରେ ରଣପୁର ଅଞ୍ଚଳର ପ୍ରସିଦ୍ଧ ଆସ୍ଥା କେନ୍ଦ୍ର ମା ହାବୁଡ଼ାସିଂହୀଙ୍କ ପବିତ୍ର ପୀଠ ଗତ କିଛି ଦିନ ଧରି ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ହୋଇ ଉଠିଥିଲା। ଏଠାରେ ଆୟୋଜିତ ୨୯ତମ ଚଣ୍ଡୀ ମହାଯଜ୍ଞ ଆଜି ଗୋଧୂଳି ସମୟରେ!-->!-->!-->…
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
ଜଳେଶ୍ବର: ଥମୁନି ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବପୂଞ୍ଜା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ହେଲେ କମର୍ଦ୍ଦା ଥାନା ବାଗ ଗାଁର ଚନ୍ଦ୍ରଶେଖର ମହାପାତ୍ର ଓ ଗୌତମ ସାହୁ!-->…