ଓଡ଼ିଆ ଅସ୍ମିତା ପାଇଁ ଦୌଡ଼: ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ମାରାଥନ’ ଅନୁଷ୍ଠିତ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ 'ଓଡ଼ିଆ ପକ୍ଷ' ଅବସରରେ ପଞ୍ଚମ ଦିବସରେ ଆଜି ରାଜଧାନୀର ଐତିହାସିକ ଏକାମ୍ର କ୍ଷେତ୍ରରେ 'ଐତିହ୍ୟ ଗଣଦୌଡ଼' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୫:୩୦ ମିନିଟରେ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ମୁକ୍ତେଶ୍ୱର

ଭାରତୀୟ ମଜଦୂର ସଂଘ ବ୍ଲକ ସମ୍ମିଳନୀରେ ନୂତନ କାର୍ଯ୍ୟକାରୀ କମିଟି ଗଠିତ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ଦେବୀ କାନ୍ୟକା ପରମେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ମୁନିଗୁଡ଼ା ବ୍ଲକ ବିଏମଏସ ନୂତନ କାର୍ଯ୍ୟକାରି କମିଟି ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସମୟରେ

ମାସିକ ସାରସ୍ବତ ସମାରୋହ

ବ୍ରହ୍ମପୁର : ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ସ୍ଥାନୀୟ ଐତିହାସିକ ଗୌରବମୟ ଉତ୍କଳ ଆଶ୍ରମର ପାଠାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଗବେଷକ ଭେଙ୍କଟ ବିହାରୀ ପ୍ରହରାଜ ଓ ବରିଷ୍ଠ କବି ପ୍ରଫୁଲ୍ଲ କୁମାର

ନୟାଗଡ଼ ପୋଲିସର କାର୍ଯ୍ୟାନୁଷ୍ଠାନ : ୪ଲକ୍ଷ ଟଙ୍କାର ବାଣ ଜବତ, ୫ ଗିରଫ…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଚାଲିଥିବା ବେଆଇନ ବାଣ କାରବାର ବିରୁଦ୍ଧରେ ଜିଲ୍ଲା ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ୪ଲକ୍ଷ ଟଙ୍କାର ବାଣ, ବାଣ ତିଆରି ସାମଗ୍ରୀ ସହିତ ୫ ଜଣକୁ ଗିରଫ କରାଯାଇଥିବାର ନୟାଗଡ଼ ଏସ.ପି ଶ୍ରୀମତୀ ଏସ. ସୁଶ୍ରୀ ସୂଚନା ଦେଇଛନ୍ତି। ନୟାଗଡ଼ ଏସ.ପି ଶ୍ରୀମତୀ ଏସ.

ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଅଦାଲତଙ୍କ ବଡ଼ ରାୟ: ବିଦ୍ୟୁତ୍ ସଂଯୋଗରେ ବିଳମ୍ବ ପାଇଁ TPSODL କୁ ଜରିମାନା…

ବ୍ରହ୍ମପୁର :ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା କରିବା ଟାଟା ପାୱାର (TPSODL) କୁ ମହଙ୍ଗା ପଡ଼ିଛି। ନୂତନ ସଂଯୋଗ ଦେବାରେ ବିଳମ୍ବ ଯୋଗୁଁ ଜଣେ ମହିଳା ଖାଉଟିଙ୍କୁ ହୋଇଥିବା ମାନସିକ ଓ ଶାରୀରିକ ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ଖାଉଟି କମିଶନ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ପ୍ରକାଶ

ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ…

ବ୍ରହ୍ମପୁର :ତା. ୦୫.୦୪.୨୦୨୬ ସକାଳ ୬:୩୦ ସମୟରେ ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହି ଗଣଦୌଡ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ଯାଇ ପୁନର୍ବାର ଷ୍ଟାଡିୟମ୍‌କୁ

ବୁଲା ବିକାଳୀ ବନାମ କୁଖ୍ୟାତ ଡକାୟତ : ତିନି ଆନ୍ତଃଜିଲ୍ଲା ଡକାୟତ ଗିରଫ, ସୁନା ରୂପା ବାଇକ ଓ ନଗଦ ଟଙ୍କା ଉଦ୍ଧାର

ବାଲିଗୁଡା, ତା, ୦୪/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏକ ତାଲା ପଡ଼ିଥିବା ଘରୁ ହୋଇଥିବା ଚୋରୀ ଜିନିଷ କୁ ଉଦ୍ଧାର କରିବା ସହ ଉକ୍ତ ଘଟଣା ରେ ସଂଶ୍ଲିଷ୍ଟ ଥିବା ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ଏସ ଡି ପି ଓ

ଦୀପ ତଳ ଅନ୍ଧାର: ଡ୍ୟାମ ନିକଟରେ ଜଳ ପାଇଁ ହାହାକାର, ମାଲକାନଗିରିରେ ରାଜରାସ୍ତା ଅବରୋଧ କଲେ ଶତାଧିକ ମହିଳା

ମାଲକାନଗିରି : ଉପାନ୍ତ ଜିଲ୍ଲା ମାଲକାନଗିରିରେ 'ଦୀପ ତଳ ଅନ୍ଧାର' ସଦୃଶ୍ୟ ଏକ ବିଡ଼ମ୍ବନାପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଛି। ଜିଲ୍ଲା ସଦର ମହକୁମା ନିକଟସ୍ଥ ସତୀଗୁଡା ଗ୍ରାମ ଡ୍ୟାମ ନିକଟରେ ଅବସ୍ଥିତ ହୋଇଥିଲେ ହେଁ ଏଠାରେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଜଳ ପାଇଁ ଜନତା ତ୍ରାହି

ସ୍ନାତକମାନେ ଚାକିରି ଖୋଜିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର: ସ୍ନାତକମାନେ ଚାକିରି ଖୋଜିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହେବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‍ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) ସମ୍ବଲପୁରର ଦଶମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ସେ ଆଜି ଯୋଗଦେଇ ଭାରତରେ ଉଦ୍ୟମିତା