ନୂଆ ରୂପ ନେବ ୟୁନିଟ ୪ ମାଛ ମାର୍କେଟ, ଯୋଜନା ପ୍ରସ୍ତୁତ

ଭୁବନେଶ୍ବର: ବଦଳିବ ୟୁନିଟ ୪ ମାଛ ମାର୍କେଟର ରୂପରେଖ । BMC ମେୟର, କମିଶନର , ଅଧିକାରିଙ୍କ ସମୀକ୍ଷା । ପ୍ରସ୍ତୁତ ହେଲା ପ୍ଲାନ, ଆସିଲା ନୂଆ ଡିଜାଇନ। ନୂଆ ଦୋକାନ, ପାର୍କିଂ, ସ୍ଲଟର ହାଉସ, ନୂଆ ରାସ୍ତା ତିଆରି ହେବ । ହାଟ ଭିତରେ ଭଙ୍ଗାଜିବ ବେଆଇନ୍ ଘର

କମିଛି ଶୀତ ପ୍ରକୋପ, ବଢୁଛି ରାତି ତାପମାତ୍ରା

ଭୁବନେଶ୍ବର: ବଢୁଛି ରାତି ତାପମାତ୍ରା, କମିଛି ଶୀତ ପ୍ରକୋପ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି । ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି । ଆଭ୍ୟନ୍ତର ଓ ପଶ୍ଚିମରେ ଶୀତ ପ୍ରକୋପ ଜାରି ରହିଥିବାବେଳେ ଉପକୂଳରେ

ଉଚ୍ଚ ଶିକ୍ଷା ସାହାଯ୍ୟ ଆଳରେ ଅଭିଭାବକଙ୍କଠାରୁ ଲୁଟି ନେଲେ ସୁନା ଅଳଙ୍କାର

ବାଙ୍ଗରିପୋଷି: କେତେବେଳେ ଲୁଟେରାମାନେ ଘରେ ପଶି ଲୁଟ୍ କରନ୍ତି ତ କେତେବେଳେ କାହା ଦୋକାନରେ ପଶି ଲୁଟ କରନ୍ତି । ଆଉ କେତେବେଲେ ମୋବାଇଲ୍ ହ୍ୟାକ୍ କରି ଲୁଟ କରନ୍ତି ଲୁଟେରା । କିନ୍ତୁ ଏଥର ଲୁଟେରାମାନେ ଏକ ନୂଆ ତରିକା ଆପଣେଛନ୍ତି । ଉଚ୍ଚ ଶିକ୍ଷା ସାହାଯ୍ୟ ନାଁରେ ଲୁଟ କରିବା ପାଇଁ

ମଧ୍ୟାହ୍ନଭୋଜନ ଚାଉଳ ଚାଲାଣ: ଧରା ପଡିଲେ ପ୍ରଧାନଶିକ୍ଷକ

ଅନୁଗୁଳ: ଚୋରି କରୁଥିଲେ ସାର୍ । ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ଧରା ପଡିଲେ ପ୍ରଧାନ ଶିକ୍ଷକ । କାର ସହ ମଧ୍ୟାହ୍ନ ଭୋଜନ ଚାଉଳ ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି

ପାରାଦୀପ ବନ୍ଦରରେ ଜାହାଜରେ ଲାଗିଲା ନିଆଁ

ପାରାଦୀପ: ଜାହାଜରେ ଲାଗିଲା ନିଆଁ । ପାରାଦୀପ ବନ୍ଦରରେ ଅଘଟଣ । ଲୋଡିଂ ବେଳେ ଜାହାଜରେ ଲାଗିଲା ନିଆଁ । ଇକୋ କୋଲୋନେଲ ଜାହାଜରେ ନିଆଁ । ନିଆଁ ଲାଗି ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ । ଜାହାଜରେ

୩୩ ୱାରେଣ୍ଟଙ୍କୁ ପଳାତକ ଘୋଷଣା କଲା କଟକ ଜିଲ୍ଲା ପୋଲିସ

କଟକ: କଟକ ଜିଲ୍ଲାରେ ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୋଲିସ ପଳାତକ ଘୋଷଣା କରିଛି । ସମ୍ପୃକ୍ତ ୩୩ ଜଣଙ୍କ ୱାରେଣ୍ଟ୍ ଆସାମୀଙ୍କ ସ୍ଥାୟୀ ଠିକଣାରେ ଥାନା ଅଧିକାରୀମାନେ ପହଞ୍ଚିଛନ୍ତି । ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଆସାମୀଙ୍କ

ଅନ୍ତଃରାଜ୍ୟ ମୋବାଇଲ ଲୁଟେରା ଦଳକୁ ଧରଲା ବଡ଼ ବଜାର ପୋଲିସ….!

ତିନି ସହ ରୁ ଉର୍ଦ୍ଧ ମୋବାଇଲ ଜବତ….. ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡ଼ ବଜାର ପୋଲିସ କୁ ସଫଳତା ମିଳିଛି। ଏକଚାରି ଜଣିଆ ଅନ୍ତଃରାଜ୍ୟ ମୋବାଇଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଡ଼ବଜାର ଥାନା ପୋଲିସ। ଆଉ ଜବତ ହୋଇଛି ବିଭିନ୍ନ ବ୍ରାଣ୍ଡର ୩୪୨ଗୋଟି ମୋବାଇଲ।

ଆତ୍ମସମର୍ପଣ କଲେ ୧୫ ମାଓବାଦୀ

ମୁମ୍ବାଇ: ଦିନକୁ ଦିନ ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। ଆଇଏମ୍‌ଏମ୍‌ସି ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ସମସ୍ତଙ୍କ ମୁଣ୍ଡରେ ମୋଟ ୯୨ ଲକ୍ଷ ଟଙ୍କାର ପୁରସ୍କାର

ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ କାଂସ୍ୟ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଗୋଆର କନାକୋନାସ୍ଥିତ ପର୍ତ୍ତଗାଲୀ ଗାଁରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ବଡ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି। ଏହି ପ୍ରତିମୂର୍ତ୍ତି

ହଂକଂ ଅଗ୍ନିକାଣ୍ଡରେ ୧୨୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ହଂକଂ: ଚୀନର ହଂକଂ​‌େ​‌ର ଘଟିଥିବା ଅଗ୍ନିକାଣ୍ଡର ମୃତ୍ୟୁସଂଖ୍ୟା ଶୁକ୍ରବାର ୧୨୮କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ଣରେ ହଂକଂର ତାଇ ପୋ ଜିଲାରେ ୭ଟି ବଡବଡ ଆପାର୍ଟମେଣ୍ଟରେ ଏକକାଳୀନ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ଆପାର୍ଟମେଣ୍ଟଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ