Sign in
Sign in
Recover your password.
A password will be e-mailed to you.
୧୪ ବିଶ୍ବବିଦ୍ୟାଳୟ ନିମନ୍ତେ କୁଳପତି ନିଯୁକ୍ତ
ଭୁବନେଶ୍ବର: ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ରେଭେନ୍ସା ବିଶ୍ବବିଦ୍ୟାଳୟ ନିମନ୍ତେ!-->…
ଗଞ୍ଜାମ ଜିଲ୍ଲା ରେ ଥିବା ମୂଲ୍ୟବାନ ଜମି ଏବେ ମାଫିଆ ଙ୍କ କବ୍ଜା ରେ : ଆସିକା ଏ.ସି.ଏମ.ପି. ସି ଏସ ର ଜମି ବିକ୍ରି…
ପୁଣି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଚର୍ଚ୍ଚା ରେ…..!
ଛତ୍ରପୁର ପରିବହନ ବିଭାଗର ଚାରି ଗେଲ୍ହା ପୁଅ :ବଟି ଆଦାୟ ର ଶୀର୍ଷ ରେ ବିଶ୍ୱ, ଏବଂ ହରିଚନ୍ଦନ…!
ଏମ. ଭି. ଆଇ ଙ୍କ କାର୍ଯ୍ୟକାରୀତା ଉପରକୁ ଉଠିଲାଣି ଆଙ୍ଗୁଠି..!
ମନ୍ତ୍ରୀଙ୍କ ଜିଲ୍ଲାରେ ଦଲାଲ ବାବୁ ମାନଙ୍କ ଆତଙ୍କ ରାଜ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ପରିବହନ କାଯ୍ୟାଳୟ ଏବେ ବଟି ଆଦାୟ କୁ ନେଇ ଚର୍ଚ୍ଚିତ। ରାଜପଥ କଡରେ ଚାରିଚକିଆ ଯାନ ରଖି ବିଶ୍ୱ,!-->!-->!-->…
ଭାରସାମ୍ୟ ହରାଇ ଓଲଟିଲ ଟ୍ରାକ୍ଟର , ଡ୍ରାଇଭର ଙ୍କ ମୃତ୍ୟୁ ହେଇଥିବା ବେଳେ , ଅନ୍ୟ ଜଣ ଗୁରୁତର…
ମାଲକାନଗିରି :ମାଲକାନଗିରି ଜିଲ୍ଲା ସିଖପାଲି ଛକ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଭର ସାମ୍ୟ ହୋରେଇ ଦୁର୍ଘଟଣା ଶିକାର ହେଇଥିବା ଦେଖିବାକୁ ମିଳିଛି, ଏହି ଦୁର୍ଘଟଣା ରେ ଡ୍ରାଇଭର ଙ୍କ ମୃତ୍ୟୁ ହେଇଥିବା ବେଳେ ସାଥୀ ସହଜଗି ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି।ସୂଚନା ଅନୁଯୟୀ ସିଖପଲି!-->…
ଏସୟୁଜେ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସକାରାତ୍ମକ ଖବର ବିକଶିତ ରାଷ୍ଟ୍ର ନିର୍ମାଣର ପୁଞ୍ଜି…
ଆନନ୍ଦପୁର , ୫।୪: ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ। ନିଜ ଜୀବନ ତଥା ପରିବାରକୁ ବିପନ୍ନ କରି ସମାଜ ପାଇଁ ଦିନରାତି ୨୪ ଘଣ୍ଟା ଖବର ପରିବେଷଣ କରୁଥିବା ବେଳେ ସେମାନଙ୍କୁ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା ନଦେବା ଦୁର୍ଭାଗ୍ୟ ଜନକ। ସକାରାତ୍ମକ ଖବର ପରିବେଷଣ ବିକଶିତ ରାଷ୍ଟ୍ର!-->…
ବାଲି ମାଫିଆଙ୍କ କବଜାରେ ଇନ୍ଦ୍ରାବତୀ: ପ୍ରଶାସନ ନିଦାବିଷ୍ଣୁ, କୋଟି କୋଟି ଟଙ୍କାର ରାଜସ୍ୱ ହାନି
କୋରାପୁଟ, ୦୫/୦୪/୨୬ (ରିପୋର୍ଟ - ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲ ଅନ୍ତର୍ଗତ ଇନ୍ଦ୍ରାବତୀ ନଦୀ କୂଳର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ବାଲି ଉତ୍ତୋଳନ କରିବାରେ ବ୍ୟସ୍ତ ରହୁଛନ୍ତି ବାଲି ମାଫିଆ। କୋଟପାଡ଼ରେ କନିଷ୍ଠ ଲଘୁ ଖଣିଜ ଅଧିକାରୀ ପଦସ୍ଥ ଥିଲେ ସୁଦ୍ଧା ବେଆଇନ!-->!-->!-->…
‘କଳାରୁଦ୍ର ମଣିକି ଭଜ ହୋ’ ସ୍ୱରରେ କମ୍ପିଲା ସମଗ୍ର ଅଞ୍ଚଳ : ୩୭ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଉଦଯାପିତ, ହଜାର…
ବାଲିଗୁଡା, ତା, ୦୫/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜନ ହୋଇ ଶାନ୍ତି ଶୃଙ୍ଖଳା ଭାବେ ଉଦଯାପିତ ହୋଇଯାଇଛି। ତେର ଶମ୍ଭୁ!-->…
କୋରାପୁଟରେ ‘ଓଡ଼ିଆ ପକ୍ଷ’ ଅବସରରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ
କୋରାପୁଟ (ରିପୋର୍ଟ - ବସନ୍ତ ପେଗଡ଼): ରାଜ୍ୟରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ କୋରାପୁଟ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଏକ ଭବ୍ୟ ‘ଐତିହ୍ୟ ଗଣଦୌଡ଼’ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଏହି ଗଣଦୌଡ଼ର!-->!-->!-->…
ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ
ଭୁବନେଶ୍ୱର ୦୫।୦୪ : ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ । ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି ଖର୍ଚ୍ଚା କରିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ହିଁ ନାହିଁ । ସରକାର ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ମେଟ୍ରୋ!-->…
ଶାହଙ୍କୁ ମୁଢି ଘାଣ୍ଟ ଏବଂ ମାଂସ କଷା ଖାଇବାକୁ କହିଲା TMC !
କୋଲକାତା, ୦୫/୦୪ : ଖାଦ୍ୟ-ପେୟକୁ ନେଇ ସଦାବେଳେ ପଶ୍ଚିମବଙ୍ଗ ଟର୍ଚ୍ଚାରେ ରହିଥାଏ । ଏଠାରେ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ମିଳେ । ନିରାମିଷ ସହ ଆମିଷର ଅନେକ ଖାଦ୍ୟ ସହଜରେ ମିଳିଯାଏ । ଏବେ ରାଜ୍ୟରେ ନିର୍ବାଚନ ମାହୋଲ ଥିବାରୁ ପ୍ରତିଦିନ ବଡ ବଡ ନେତାଙ୍କ ସୁଅ ଛୁଟୁଛି । ଦିଲ୍ଲୀର ନେତା!-->…