Sign in
Sign in
Recover your password.
A password will be e-mailed to you.
ଦଶପଲ୍ଲାରେ ଆତ୍ମଗୋପନ କରିଛନ୍ତି ମାଓବାଦୀ, କମ୍ବିଂ ଅପରେସନ ଜାରି
ଦଶପଲ୍ଲା: ଛତିଶଗଡ଼ ଓ ଓଡ଼ିଶାର ମାଓ ଉପଦ୍ରୁତ ଜିଲାଗୁଡ଼ିକରେ ଯବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି। ଏଥିପାଇଁ ଛତିଶଗଡ଼ର ଏକ ଛାମୁଆ ମାଓ ସଙ୍ଗଠନ ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାନ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ଗୁଇନ୍ଦା ସୂଚନା ଆଧାରରେ ଦଶପଲ୍ଲାରେ ଶୁକ୍ରବାର ରାତିରୁ!-->…
ସମ୍ପତ୍ତି ତାଲିକା ନଦେଲେ ମିଳିବନି ପଦୋନ୍ନତି
ଭୁବନେଶ୍ୱର: ସମ୍ପତ୍ତି ତାଲିକା ନଦେଲେ ହେବନି ପ୍ରମୋସନ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ଚିଠି। ସବୁ ବିଭାଗକୁ ଚିଠି ଲେଖିଲେ ACS ସୁରେନ୍ଦ୍ର କୁମାର । ଜାନୁଆରି ସୁଦ୍ଧା ସବୁ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଏହା!-->…
ବନ୍ଧୁ ସାଜିଲା ବଇରୀ, ଟଙ୍କା ପାଇଁ ନେଲା ସାଙ୍ଗର ଜୀବନ
ଉଦଳା: କଥାରେ ଅଛି ରାଗରେ ମଣିଷ ତାର ହିତାହିତ ଜ୍ଞାନ ଭୁଲି କିଛି ବି କରି ବସେ । ଭୁଲିଯାଏ ସବୁ ସମ୍ପର୍କ । ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ବିଶ୍ୱାସ କରିବାକୁ ଅସମର୍ଥ ହେବେ । ଟଙ୍କା କେଇଟା ପାଇଁ ସାଙ୍ଗ ଭୁଲିଗଲା ବନ୍ଧୁତା । ମାଂସ ବିକ୍ରି ଟଙ୍କା ପାଇଁ ଇଟାରେ ଛେଚି!-->…
ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୫ର ଶୁଭାରମ୍ଭ
ମାଲକାନଗିରି : ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଯାତ୍ରା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ!-->…
ମହା ଆଡମ୍ବରରେ ପାଳିତ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ଉତ୍ସବ
ଚିକିଟୀ : ଏହି ବ୍ଲକ ସମ୍ମିଳନୀ କକ୍ଷରେ ଗତ ନଭେମ୍ବର ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ସାଂସଦ ଖେଳ ମହୋତ୍ସବର ଉଦଯାପନୀ ଉତ୍ସବ ଶନିବାର ଦିନ ଅପରାହ୍ନରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ!-->…
ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଶିବିର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ଦୋଳମଣି ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଆସନ୍ତା ୩ ରୁ ୬ ଡିସେମ୍ବର!-->…
ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି : ଭଉଣୀର ଚିକିତ୍ସା ଭାର ସରକାର ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ଜଣାଇଲେ
ବାଲିଗୁଡା, ତା, ୩୦/୧୧: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଗୀତାଞ୍ଜଳି ମହାରଣା କ୍ରିଟିକାଲ ନିମୋନିଆରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି। ସେ ଅତି ଗୁରୁତର ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।!-->…
ସେବାଶ୍ରମର ଦୁଇ ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଓ ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ ମନୋନୀତ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଉଲିପଦର ସେବାଶ୍ରମର ୨ ଜଣ ଛାତ୍ରୀ ବିଜ୍ଞାନ ପ୍ରକଳ୍ପରେ ଜିଲା ଓ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ତଥା ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି ।!-->…
ନୂପୁର ମାସିକ ନାଟ୍ୟ ଆସର ମଞ୍ଚ ଆନ୍ଦୋଳନର ଏକ ଭିନ୍ନ ପ୍ରୟାସ
ବ୍ରହ୍ମପୁର : ସାଂସ୍କୃତିକ ପ୍ରତିଷ୍ଠାନ "ନୂପୁର"ର ମାସିକ ନାଟ୍ୟ ଆସର ସ୍ଥାନୀୟ ଗଞ୍ଜାମ କଳା ପରିଷଦ ସ୍ଥିତ କବିସୂର୍ଯ୍ୟ ରଙ୍ଗମଞ୍ଚ ଠାରେ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ!-->…
୩୬ ଅଧିକାରୀଙ୍କ ଦରମା ବନ୍ଦ, କାମରେ ଅବହେଳା ଅଭିଯୋଗ
ବାଙ୍କୀ: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଉତ୍ତର ନିର୍ଦ୍ଧାରିତ ସମୟରେ ନଦେବାରୁ ଦରମା ବନ୍ଦ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ କଟକ ଜିଲ୍ଲାରୁ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ସମ୍ପର୍କରେ ତଦନ୍ତ!-->…