ପୁରୀ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ

ପୁରୀ : ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ବାଧା । ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଫରେଷ୍ଟ ଆଡଭାଇଜରୀ କମିଟି FAC ଅନୁମୋଦନକୁ ସ୍ଥଗିତ ରଖିଛି । ଅଲିଭ ରିଡଲେ

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସୁବର୍ଣ୍ଣରେଖାରେ ପାଣି କମିଛି । କେଉଁ ବେସିନରେ ପାଣି ଅଧିକ ନାହିଁ । ସତର୍କ ସୂଚନା କେଉଁଠି ନାହିଁ ବୋଲି ସେ କହିଛନ୍ତି । ସୁନ୍ଦରଗଡ଼, ଛତିଶଗଡ଼ ଛଡ଼ା କେଉଁଠି ବର୍ଷା

ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ ଅତ୍ୟଧିକ ବଟି ଖାଇ ଏବେ କୋମାରେ…..!

ଗାଁ ରୁ ସହର ପର୍ଯ୍ୟନ୍ତ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଚୋରା ଦେଶୀ ଓ ବିଦେଶୀ ମଦ ଖୁଲାମ ଖୁଲା ବିକ୍ରି ହେଉଛି। ସରକାରଙ୍କ କାଗଜ କଲମରେ ମହୁଲ ଦେଶୀ ମଦ ଭାଟିଚାଲିଛି। ବାବୁ ମାନଙ୍କ ଆଶୀର୍ବାଦରେ ଅଧିକାଂଶ ମଦ ଭାଟି ଗୁଡି଼କରେ

ରୁଷ ଆକ୍ରମଣରେ କିଭ୍ ବିମାନବନ୍ଦର ଛାରଖାର

ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶୁକ୍ରବାର ଭୋର ସମୟରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ୟୁକ୍ରେନର ଆବାସିକ ଅଞ୍ଚଳର ଏବଂ ବିଭିନ୍ନ ସହର ଉପରେ ଏହି ଆକ୍ରମଣ ହୋଇଛି। ୬ ଘଣ୍ଟା ଧରି ରୁଷ ପକ୍ଷରୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଛି। ଏଥିରେ କିଭ୍‌ ବିମାନବନ୍ଦର ଛାରଖାର

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ। ଗତକାଲି ଦିଲେଶ୍ୱରଙ୍କ ନିକଟରେ ଆୟବହିର୍ଭୁତ ସମ୍ପତି ଥିବା

ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ, ନିୟୋଜିତ ହେଲେ ଗନ୍ ମ୍ୟାନ

ଭୁବନେଶ୍ବର : ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ । କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । କର୍ମଚାରୀଙ୍କ ପାଇଁ ବଢିଲା ସୁରକ୍ଷା । ନିୟୋଜିତ ହେଲେ ଗନ୍ ମ୍ୟାନ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇଛି ।

ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ନେଇ ପାରିବେ ପ୍ରସବ କାଳୀନ ଛୁଟି

କଟକ: ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି। ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ

ତାଲିବାନ ଶାସନକୁ ଆନୁଷ୍ଠାନିକ ସ୍ୱୀକୃତି ଦେଲା ରୁଷ: ଏମିତି କହିଲେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ

ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇଛି ରୁଷ । ଏନେଇ ଗୁରୁବାର ଦିନ କାବୁଲରେ ଥିବା ରୁଷ ରାଷ୍ଟ୍ରଦୁତ ଦିମିତ୍ରୀ ଝିରନୋଭ୍‍ଙ୍କୁ ଭେଟିଥିଲେ ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ୍‍ ମୁତ୍ତାକୀ । ଏହି ଭେଟଘାଟ ପରେ ମୁତ୍ତାକୀ କହିଛନ୍ତି ଯେ ଏହା ‘ସକାରାତ୍ମକ

ଜେଲରେ ରାତି କାଟିଲେ ଜଗା: କାର୍ଯ୍ୟରେ ଯୋଗ ଦେଲେ ଓଏଏସ ଅଧିକାରୀ

ଭୁବନେଶ୍ବର: ଗୁରୁବାର ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପି ନେତା ଜଗା ପ୍ରଧାନ ଗିରଫ ହେବା ପରେ, ଏବେ ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରୁଛି । ଓଏଏସ ସଂଘ ଆନ୍ଦୋଳନରୁ ଓହରିଥିବା ବେଳେ ଆଜି କାର୍ଯ୍ୟକୁ ଫେରିଛନ୍ତି ଓଏଏସ ଅଧିକାରୀ । ବିଏମସି ଅଫିସ ସହ ରାଜ୍ୟର ବିଭିନ୍ନ

ଆସିକା ନୂଆଗାଁ ଠାରେ ଚୋରା ବାଲି ହାଇୱା ଓଲଟିଲା…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ବାଲି ମାଫିଆ ମାନେ ପ୍ରଶାସନ କୁ ଖାତିରି ନକରି ଚୋରା ବାଲି ଚାଲାଣ କରୁଛନ୍ତି। ତାହାର ନଗ୍ନ ନମୁନା ନୂଆଗାଁ ଠାରେ ବାଦଗଡ଼ ଠାରୁ ବେଆଇନ ବାଲି ଧରି ଏକ ହାଇୱା ଆସୁଥିବା ବେଳେ ନିୟନ୍ତ୍ରଣ ହରେଇ ଓଲଟି ପଡିଛି। ଦୁର୍ଘଟଣା ସ୍ଥଳରେ ରାସ୍ତା