Sign in
Sign in
Recover your password.
A password will be e-mailed to you.
ଖାଇକୁ ଖସିଲା ଜିପ୍, ୩ ମୃତ, ୧୨ ଆହତ
ଉଦୟପୁର : ରାଜସ୍ଥାନ ଉଦୟପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉଦୟପୁର ଜିଲ୍ଲା ଆଦିବାସୀ ଅଞ୍ଚଳ କୋଟଡାର ବିଲବନରୁ ଯାଉଥିବା ଏକ ଜିପ୍ ଅନିୟନ୍ତ୍ରିତ ହୋଇ୬୦ ଫୁଟ ଗଭୀର ଖାଇକୁ ଖସିପଡିଛି । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଥବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି ।!-->…
ଭାରତର ପ୍ରଥମ ଆଣ୍ଟି ସିପ୍ ମିସାଇଲ, ଆଖି ପିଛୁଳାକେ ଟାର୍ଗେଟକୁ କରିବ ଧ୍ବଂସ
ନୂଆଦିଲ୍ଲୀ : ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ନୂଆ ନୂଆ ଜ୍ଞାନକୌଶଳ ସାମିଲ୍ କରୁଛି । ସ୍ଵଦେଶୀ ଜ୍ଞନକୌଶଳକୁ ବଢ଼ାଇବାରେ ଲାଗିଛି ଦେଶ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ‘ଲଙ୍ଗ୍ ରେଞ୍ଜ୍ ଆଣ୍ଟି ସିପ୍!-->…
ହାଇଦ୍ରାବାଦରେ ପୁଣି ୧୦୦ ବୁଲା କୁକୁରଙ୍କୁ ହତ୍ୟା
ହାଇଦ୍ରାବାଦ : ହାଇଦ୍ରାବାଦ ରଙ୍ଗାରେଡ୍ଡୀ ଜିଲ୍ଲାରେ ଚାଞ୍ଚଲ୍ୟ । ୟାଚାରାମ ଗାଁରେ ୧୦୦ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ । ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମ ସଚିବଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ବୁଲା କୁକୁରଙ୍କ!-->!-->!-->…
ପ୍ରୟାଗରାଜରେ ଟ୍ରେନିଂ ବେଳେ ପୋଖରୀରେ ଖସିପଡ଼ିଲା ବାୟୁସେନା ବିମାନ
ପ୍ରୟାଗରାଜ : ପ୍ରୟାଗରାଜରେ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ । ଏୟାରକ୍ରାଫ୍ଟ ହଠାତ୍ ଆକାଶରେ ହଲିବାକୁ ଆରମ୍ଭ କରି ସହର ମଝିରେ ଥିବା ପୋଖରୀରେ ଖସିପଡିଥିଲା । ଏହି ଘଟଣା କେପି କଲେଜ ପଛରେ ଥିବା ପୋଖରୀରେ ଘଟିଛି । ସ୍ଥାନୀୟ ଲୋକ ଘଟଣା ବିଷୟରେ ପୋଲିସ ଓ ପ୍ରଶାସନକୁ!-->…
ସ୍କୁଲ ଭ୍ୟାନରୁ ପଡି ଛାତ୍ର ମୃତ
ବିହାର : ବିହାର ଦରଭଙ୍ଗାରେ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଦର ଥାନା ଅଞ୍ଚଳରେ ଲୋଆମ ଗାଁ ସ୍ଥିତ ଏକ ସ୍କୁଲ ଭ୍ୟାନରୁ ପଡି ଛାତ୍ରର ଜୀବନ ଚାଲିଯାଇଛି । ଫଳରେ ପିଲାର ପରିବାରର ଶୋକର ଛାୟା ଖେଳିଯାଇଛି ।
ଖବର ମୁତାବକ, ସ୍କୁଲ ଭ୍ୟାନ ୬ ଜଣ ପିଲାଙ୍କୁ ନେଇ ଘରକୁ!-->!-->!-->…
ବିଧାୟକଙ୍କ ଦ୍ଵାରା ବିଭି ରାମଜୀକୁ ନେଇ ଜନଜାଗରଣ କାର୍ଯ୍ୟକ୍ରମ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କ ନେତୃତ୍ବରେ ବିଭି ରାମଜୀକୁ ନେଇ ଜନଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଥିବା ସପ୍ତାହିକି ହାଟ!-->…
ନାସାରୁ ଅବସର ନେଲେ ସୁନୀତା ୱିଲିୟମ୍ସ
ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ତଥା ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୨୭ ବର୍ଷ ଧରି ନାସାରେ କାମ କରିବା ପରେ ଅବସର ନେଇଛନ୍ତି ସୁନୀତା । ମଙ୍ଗଳବାର ଏନେଇ ନାସା ଘୋଷଣା କରିଛି । ତାଙ୍କର ୧୦ ଦିନିଆ ମହାକାଶ ମିଶନ ଆନ୍ତର୍ଜାତୀୟ ମହାକାଶ!-->…
ଯାନ୍ତ୍ରିକ ତ୍ରୁଟି ଲାଗି DC ଅଞ୍ଚଳରେ ଅବତରଣ କଲା ଟ୍ରମ୍ପଙ୍କ ବିମାନ
ଆମେରିକା : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଟ୍ରମ୍ପ ସ୍ବିଜରଲ୍ୟାଣ୍ଡ ଯାତ୍ରା କରୁଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ବୋଲି କୌଣସି ଏକ ସୂତ୍ରରୁ!-->…
ନବୀନଙ୍କୁ ଭେଟିଲେ ପାଟକୁରା ନିବାସୀ
ଭୁବନେଶ୍ବର: ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ଘଟଣାରେ ବୁଧବାର ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡିର ପାଟକୁରାବାସୀ। ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ ବିଜେଡିରପାଟକୁରାବାସୀ। କିଛି ଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଘଟଣାରେ ଅରବିନ୍ଦଙ୍କୁ ଦଳରୁ!-->…
ଦକ୍ଷିଣ ଓଡିଶାରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ବ୍ୟାପକ ଅଭିଯାନ
• ବିଦ୍ୟୁତ ଆଘାତରୁ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବିଦ୍ୟୁତ ଲାଇନ ଉନ୍ନତୀକରଣ• ବନ ବିଭାଗ ସହ ମିଳିତ ଭାବେ ପାଟ୍ରୋଲିଂ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦକ୍ଷିଣ!-->!-->!-->!-->!-->…