ଦକ୍ଷିଣ-ପୂର୍ବ ଏସିଆରେ ତାଣ୍ଡବ ରଚିଛି ବାତ୍ୟା ସେନ୍ୟାର, ନେଲାଣି ୬ଶହ ଜୀବନ

ନୂଆଦିଲ୍ଲୀ: ୬ଶହ ଜୀବନ ନେଲାଣି ଭୟଙ୍କର ବାତ୍ୟା ସେନ୍ୟାର । ଓଡ଼ିଶା ଆସିଲାନି ସିନା ଦକ୍ଷିଣ-ପୂର୍ବ ଏସିଆରେ ଭୟଙ୍କର ବିଭୀଷିକା ରଚିଛି ସେନ୍ୟାର । ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ମାଲେସିଆରେ ବାତ୍ୟା ପ୍ରଭାବରେ ହୋଇଥିବା ଭୟଙ୍କର ବନ୍ୟା ଓଭୂସ୍ଖଳନରେ ପ୍ରାୟ ୬ଶହ ଲୋକଙ୍କ ଜୀବନ

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଶାଖା ଆନୁକୂଲ୍ଯରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ଡାକ୍ତର ଲିପୁନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଅଧ୍ଯକ୍ଷ ଲକ୍ଷ୍ମଣ ପାଳ, ଶ୍ରମତୀ ଗୀତାଞ୍ଜଳି ପଣ୍ଡା,

ଇତିହାସ ରଚିଲା କିଜିଲେଲ୍ମା ଡ୍ରୋନ୍, ବିଶ୍ୱର ପ୍ରଥମ ଦେଶ ଭାବେ ତୁର୍କୀକୁ ସଫଳତା

ନୂଆଦିଲ୍ଲୀ: ଇତିହାସ ରଚିଲା ତୁର୍କୀର କିଜିଲେଲ୍ମା ଡ୍ରୋନ । ତୁର୍କୀର ମାନବବିହୀନ ଯୁଦ୍ଧ ବିମାନ ବା ଡ୍ରୋନ୍ ‘କିଜିଲେଲ୍ମା’ (KIZILELMA) ଏକ ଐତିହାସିକ ସଫଳତା ହାସଲ କରିଛି । ଏହି ଡ୍ରୋନ୍ ଟି ଆକାଶ ମାର୍ଗରେ ଉଡୁଥିବା ଏକ ଦ୍ରୁତଗାମୀ ଟାର୍ଗେଟ୍ ବିମାନକୁ ମିସାଇଲ

କୁଡୁତୁଲି ପଞ୍ଚାୟତରେ ପୋଡ଼ାଗଲା ୪୭ ଏକର ଗଞ୍ଜେଇ ଗଛ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ପୁଲିସ ଓ ବାଲିଗୁଡା ଅବକାରୀ ବିଭାଗର ମିଳିତ ଚଢ଼ଉ କରି ୪୭ ଏକର ଗଞ୍ଜେଇ ଗଛ କୁ ପୋଡ଼ି ନଷ୍ଟ କରିଛି । ପ୍ରକାଶ ଯେ, କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଡକାର ଗାଁ, ବୁଡ଼ାବାଲି ଜଙ୍ଗଲରେ ବେଆଇନ ଭାବେ ଚାଷ

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଶୀତବସ୍ତ୍ର ପୋଡ଼ି ପାଉଁଶ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ୍ ଅର୍ନ୍ତଗତ ଗୁଞ୍ଜିବାଡ଼ି ପଞ୍ଚାୟତର ଲକେବାଡ଼ି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁର ଆଁରେ ଲକ୍ଷାଧ‌ିକ ଟଙ୍କାର ଶୀତବସ୍ତ୍ର ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କିଛି ବୁଲା ବ୍ୟବସାୟୀ

ରାସ୍ତା ପାର୍ଶ୍ବରୁ ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର : ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ଆମ୍ବଗଡ଼ ମୁଖ୍ୟ ରାସ୍ତା ପାଶ୍ୱ ରୁ ରାସ୍ତା ଅତିକ୍ରମ ସମୟରେ ଏକ ଅଜଗର ସାପ ଉଦ୍ଧାର ହୋଇଛି l ଯାତାୟାତ କରୁଥିବା ଲୋକ ସାପ ଥିବା ଖବର ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କୁ ଜଣାଇ ଥିଲେ,ସେ ସର୍ପ

ଭାରତୀୟଙ୍କ ସପକ୍ଷରେ ଏଲନ ମସ୍କ, ଆମେରିକା ସରକାରଙ୍କ ପଦକ୍ଷେପକୁ କଲେ ବିରୋଧ

ନୂଆଦିଲ୍ଲୀ: ଟେସଲା, ସ୍ପେସଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ଏକ ଆମେରିକୀୟ ପୋଡକାଷ୍ଟ ରେ ଦେଇଥିବା ଉତ୍ତର ରୁ ଜଣା ପଡିଛି ଯେ ଭାରତୀୟଙ୍କ ଭିସା ବିରୁଦ୍ଧରେ ଆମେରିକା ସରକାରଙ୍କ ପଦକ୍ଷେପକୁ ସହ ସେ ସହମତ ନୁହନ୍ତି । ମସ୍କ କହିଛନ୍ତି ଯେ ଆମେରିକାକୁ ଆସିଥିବା ପ୍ରତିଭାଶାଳୀ

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ: ଆରମ୍ଭରୁ ଗୃହରେ ବିରୋଧୀଙ୍କ ନାରାବାଜି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିବ୍ୟଙ୍ଗତ ସାଂସଦଙ୍କ ଉର୍ଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ଦିବ୍ୟଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା

ବିଶ୍ବ ଏଡ୍‌ସ ଦିବସ: ରାଜ୍ୟରେ ବର୍ଷକୁ ଚିହ୍ନଟ ହେଉଛନ୍ତି ୩ ହଜାରରୁ ଊର୍ଦ୍ଧ୍ବ

ଭୁବନେଶ୍ୱର: ବର୍ଷକୁ ବର୍ଷ ରାଜ୍ୟରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷର ତଥ୍ୟ ଅନୁସାରେ, ପ୍ରତିବର୍ଷ ତିନି ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଏଡ୍‌ସ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ ବି ସ୍ଥିତିରେ

ବେଲୁଚିସ୍ତାନରେ ୨୪ ଘଣ୍ଟାରେ ୭ ସ୍ଥାନରେ ବିସ୍ଫୋରଣ

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭ଟି ସ୍ଥାନରେ ବିସ୍ଫୋରଣ ଘଟିଛି। କ୍ବେଟା ଓ ଦେରା ମୁରାଦ ଜାମାଲି ଭଳି ସ୍ଥାନକୁ ଟାର୍ଗେଟ କରି ବିଦ୍ରୋହୀ ସଂଗଠନ ପକ୍ଷରୁ ବିସ୍ଫୋରଣ ଘଟାଯାଇଛି। ତେବେ ଏଥିରେ କେହି ମୃତ କିମ୍ବା ଆହତ ହୋଇନାହାନ୍ତି। ମାତ୍ର ଏହି