Sign in
Sign in
Recover your password.
A password will be e-mailed to you.
ଗଜପତି ଜିଲ୍ଲାରେ ଉନ୍ନତିର ନୂଆ ଅଧ୍ୟାୟ: ସଡ଼କ ଓ ଭିତ୍ତିଭୂମି ବିକାଶ ପାଇଁ ମଞ୍ଜୁର ହେଲା ୧୮୯୧ କୋଟି ଟଙ୍କାର ଜାତୀୟ…
ବ୍ରହ୍ମପୁର / ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ସଡ଼କ ଯୋଗାଯୋଗ ଏବଂ ଭିତ୍ତିଭୂମିର ଐତିହାସିକ ଉନ୍ନତି ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ନୂତନ ପ୍ରକଳ୍ପ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ!-->!-->!-->…
ବାଲିଅନ୍ତା ହତ୍ୟା ଘଟଣା: କର୍ମର ଫଳ ପାଇବେ ଅପରାଧୀ
ଭୁବନେଶ୍ୱର : ଜିଆରପି କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ। ସେ କହିଛନ୍ତି ଘଟଣାରେ ଯିଏ ଦୋଷୀ , ତାକୁ କଠୋର ଦଣ୍ଡ ଦିଆଯିବ। ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ। ରାଜ୍ୟରେ!-->…
ଗଞ୍ଜାମରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୨୭,୪୩୨ଟି ମାମଲାର ସମାଧାନ
ଛତ୍ରପୁର : ୯/୫/୨୬ : ଆଜି ଗଞ୍ଜାମ ଜିଲ୍ଲା କୋର୍ଟ ପରିସର, ବ୍ରହ୍ମପୁର ସହିତ ଜିଲ୍ଲାର ସମସ୍ତ ଅଦାଲତରେ ୨୦୨୬ ମସିହାର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତରେ ମୋଟ ୨୭,୪୩୨ଟି ମାମଲାର ଆପୋଷ ସମାଧାନ କରାଯାଇଥିବା ବେଳେ ସମୁଦାୟ ରୁ. ୩,୩୫,୦୭,୫୭୮ /-!-->…
ଥାନା ଆଗରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ
ଗୋପ:ପୁଣି ସାମ୍ନାକୁ ଆସିଛି ପୁଲିସ୍ର ନିଷ୍କ୍ରିୟତା । ନ୍ୟାୟ ନମିଳିବାରୁ ଶେଷରେ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଦୋକାନୀ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା ସମ୍ମୁଖରେ। ମିଳିଥିବା ସୂଚନା ଅନୁଯାୟୀ ଗୋପ ଥାନା!-->…
ସମୁଦ୍ରରେ ତେଲ ମାଫିଆଙ୍କ ରାଜୁତି, ମାଛଧରା ବୋଟ୍ ସାହାଯ୍ୟରେ ହେଉଛି ଚୋରା କାରବାର
ପାରାଦ୍ଵୀପ : ଗଭୀର ସମୁଦ୍ରରେ ଚାଲିଛି ଚୋରା ତେଲ ମାଫିଆଙ୍କ ରାଜୁତି । ଚୋରା ତେଲ ବ୍ୟବସାୟ ର ମୁଖ୍ୟ ମାଧ୍ୟମ ସାଜିଛି ମାଛଧରା ବୋଟ୍ । ଏକ ସ୍ବତନ୍ତ୍ର ସିଣ୍ଡିକେଟ କାମ କରୁଥିବା ସଂଦେହ କରାଯାଉଛି। ପାରାଦ୍ଵୀପ ବନ୍ଦରକୁ ଆସୁଥିବା ଜାହାଜରୁ ତେଲ କାଢ଼ି ମାଛଧରା ବୋଟ ମାଧ୍ୟମରେ ଆଣି ଏହାକୁ!-->…
ରାଜ୍ୟରେ ସ୍ଥାପନ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ : ଆଇନ ମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ । ରାଜ୍ୟରେ ଏସବୁ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଏବଂ ଅପରାଧ ରୋକିବା!-->…
ହରିଣକୁ ପିଟି ପିଟି ମାରିଦେଲେ ଶିକାରୀ, ତଦନ୍ତ କରୁଛନ୍ତି ରେଞ୍ଜର
ସୋରଡ଼ା : ସୋରଡ଼ାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ସେଣ୍ଟ୍ରାଲ ରେଞ୍ଜ ଅଧୀନ ଖପରାଗଣ୍ଡା ଶିବାନୀ ରାଇସ ମିଲ ନିକଟରେ ଗୋଟିଏ ହରିଣକୁ ଅସାଧୁ ବ୍ୟକ୍ତି ମାରିଦେଇଥିବା ଅଭିଯୋଗ ହୋଇଛି । ଗାଁ ନିକଟ ଜଙ୍ଗଲରେ ଅଧିକାଂଶ ସମୟରେ ହରିଣ, ସମ୍ବର ଦେଖା!-->…
କୋରାପୁଟ-ରାୟଗଡାରେ ବଢ଼ିବ ବକ୍ସାଇଟ୍ ଉତ୍ପାଦନ କ୍ଷମତା
ଭୁବନେଶ୍ବର : ଓଡ଼ିଶା ଖଣି ନିଗମ (ଓଏମସି) ଦ୍ୱାରା କୋଡ଼ିଙ୍ଗାମାଳି ଖଣି ବିଗତ ଆଠ ବର୍ଷ ଧରି ପରିଚାଳିତ ହୋଇଆସୁଛି । ଯାହାକି ଓଡ଼ିଶାର କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ରହିଛି । ଏଠାରୁ ଉତ୍ପାଦିତ ବକ୍ସାଇଟ୍ ରାଜ୍ୟର ଶିଳ୍ପଗୁଡ଼ିକୁ ଯୋଗାଇ ଦିଆଯାଏ, ଯାହା ଓଡ଼ିଶାର ଶିଳ୍ପ ବିକାଶ!-->…
ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ ଦେଲେ ଯୁବକ
ଢେଙ୍କାନାଳ: ନ୍ୟାୟ ଦାବିରେ ଟାୱାରରେ ଚଢି ଯୁବକଙ୍କ ଜୀବନ ହାରିବାକୁ ଉଦ୍ୟମ । ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁର ରୁଦ୍ରନାରାୟଣ ଦାସ । ଢେଙ୍କାନାଳ ଟାଉନ ଥାନା ଆଗରେ ଥିବା ଟାୱାର ଉପରେ ଚଢ଼ି ହାଇଡ୍ରାମା କରିଛନ୍ତି ଯୁବକ। ଚାକିରି ଓ ଅସୁସ୍ଥ ବାପାଙ୍କ!-->…
ବସ-ଟ୍ରକ୍ ମୁହାଁମୁହିଁ : ଜଣେ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ
ବ୍ରହ୍ମପୁର: ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଲିଡାବା ନିକଟରେ ଏପରି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ପୋଲସରାରୁ ପୁରୀ ଅଭିମୁଖେ!-->…