Sign in
Sign in
Recover your password.
A password will be e-mailed to you.
ବାଣିଜ୍ୟକର ଇନ୍ଫୋର୍ସମେଣ୍ଟ ବିଭାଗ କର୍ମଚାରୀ ଜରିମାନା ଆଦାୟ କରି ରସିଦ ନଦେବା ଯୋଗୁଁ ହୋ ହାଲ୍ଲା….!
କର୍ମଚାରୀ ମାନଙ୍କ ସହ ବ୍ୟବସାୟୀ ମାନଙ୍କ ଯୁକ୍ତି ତର୍କ ଓ ହୋ ହାଲ୍ଲା….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଗତ କିଛି ଦିନ ହେଲା ବ୍ରହ୍ମପୁର ର ଭ୍ରମମାଣ ବାଣିଜ୍ୟକାର ଇନ୍ଫୋର୍ସ ମେଣ୍ଟ ବିଭାଗର କିଛି କର୍ମଚାରୀ ମାନେ ଆସିକା ଆସି ବ୍ରହ୍ମପୁର ରୁ ଗୋଦାମ ଗାଡ଼ିରେ ଆସୁଥିବା ସାମଗ୍ରୀ!-->…
ଗଞ୍ଜାମ ଜିଲ୍ଲାରେ ମାଳ ମାଳ କ୍ରସର ୟୁନିଟ ଖଣି ବିଭାଗ ଜଳକା……!
ବିନା କାଗଜ କଲମରେ ଚାଲିଛି ହରଲୁଟ, ସରକାରୀ ନିୟମ କୁ ଫୁ...
ଧୂଆଁ ଧୂସର ହେଉଛି ପରିବେଶ ପ୍ରଶାସନ ବଟି ନେଇ ଚୁପ....!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଛତୁ ଫୁଟିଲା ଭଳି କ୍ରସର ୟୁନିଟ ଗଢି ଉଠିଛି। ଜିଲ୍ଲାର କୋଣ ଅନୁକୋଣ ରେ କେତେ କ୍ରସର ୟୁନିଟ ଅଛି ତାହାର ହିସାବ ଖଣି ବିଭାଗ!-->!-->!-->!-->!-->!-->!-->…
ସାଇବର କବଚ ୨୦୨୬ ଅଭିଯାନ…ଆସିକା ପୋଲିସ ଦ୍ୱାରା ମ୍ୟୁଲ୍ ଆକାଉଣ୍ଟ ରାକେଟ ଠାବ, ୪ ସାଇବର ଠକ ଗିରଫ – ୬ ମୋବାଇଲ…
ବ୍ରହ୍ମପୁର : ପୁଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସାଇବର କବଚ -୨୦୨୬ ସ୍ବତନ୍ତ୍ର ଅଭିଯାନ। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ରୁ ଅପରାଧି ମାନଙ୍କ ଦ୍ଵାରା ବେଆଇନ ଭାବେ ଟଙ୍କା ସ୍ଥାନାନ୍ତର କରାଯାଉଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଧେଶରେ ଗଞ୍ଜାମ ପୁଲିସ!-->!-->!-->…
କୋରାପୁଟର ଦୁର୍ଗମ ଅଞ୍ଚଳକୁ ଟିପିଏସ୍ଓଡିଏଲର ଗୁଣାତ୍ମକ ବିଜୁଳି ସେବା; ଉପକୃତ ହେବେ ୨ ହଜାର ଉପଭୋକ୍ତା…
କୋରାପୁଟ :, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁଟଠାରେ ୪.୭୩ ସର୍କିଟ୍ କିଲୋମିଟର ଲମ୍ୱ ଏକ ନୂତନ ୩୩ କେଭି ଲାଇନ ପ୍ରତିଷ୍ଠା କରାଯାଇଛି । ଦକ୍ଷିଣ ଓଡ଼ିଶା ବିଜୁଳି!-->!-->!-->…
ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ
ତେହେରାନ: ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ । ଇରାନ ଉପରେ ଖୁବ୍ଶୀଘ୍ର!-->…
୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିଅନସିପ୍ ଉଦଘାଟନ ହୋଇଯାଇଛି…
ରାଉରକେଲା : ଆଜି ରାଉରକେଲାର ଛେଣ୍ଡସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶ୍ରୀ ବ୍ରିଜେଶ ରାୟ, ଆଇପିଏସ୍, ଡିଆଇଜି ଡବ୍ଲୁଆର, ରାଉରକେଲାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି ! ଉପସନ୍ଧି ସମାରୋହରେ ରାଉରକେଲାର ଏସପି ଏବଂ ସୁନ୍ଦରଗଡ଼ ଏସପି ରାଉରକେଲା ସହ ସଂଗଠନ ସଚିବ, ରାଉରକେଲାଙ୍କ ସମେତ!-->…
ବ୍ଲକ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅଟଳ ଵାୟୋ ଅଭ୍ୟୁଦୟ ଯୋଜନା ଅନୁଷ୍ଠିତ…
ବୀରମିତ୍ରପୁର :ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଗଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମହାନ ଲଙ୍କ ନିର୍ଦେଶକ୍ରମେ ଗଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମେକ୍ସୱେଲ ଟପ୍ନଙ୍କ ତତ୍ୱାବଧାନରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଏବଗା ଠାରେ!-->…
ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ : କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ଵର: ଓଡିଶାବାସୀଙ୍କ ଆଳୁ ଚାହିଦା ମେଣ୍ଟାଇବାରେ ୯୦ ପ୍ରତିଶତ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ମନ୍ତ୍ରୀ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ ଥିବା କହିଛନ୍ତି କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ!-->…
ରବ ଜେଟନ ହେଲେ ନେଦରଲ୍ୟାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ, ଶପଥପାଠ କରାଇଲେ କିଙ୍ଗ୍
ଆମଷ୍ଟରଡାମ ୨୩।୨: ନେଦରଲ୍ୟାଣ୍ଡକୁ ନୂଆ ପ୍ରଧାନମନ୍ତ୍ରୀ ମିଳିଛି। ୩୮ ବର୍ଷ ବୟଷ୍କ ରବ ଜେଟନଙ୍କୁ ଦେଶର ରାଜା ପ୍ରଧାନମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି। ଜେଟନ ୩ ଦଳଙ୍କ ମେଣ୍ଟରେ ଗଢା ଯାଇଥିବା ସ୍ୱଳ୍ପ ମତ ସରକାରର ନେତୃତ୍ୱ କରୁଛନ୍ତି। ନେଦରଲ୍ୟାଣ୍ଡସ ବ୍ରଡକାଷ୍ଟିଂ ସର୍ଭିସ (ଏନଓଏସ)!-->…
ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ରୁ ଅଧିକ ପଦବୀ
ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ୪୮୫ପଦବୀ । ୧୨ଫେବ୍ରୁଆରୀ ୨୦୨୬ ସୁଦ୍ଧା ଖାଲି ପଡିଛି ୯୪ହଜାର ୪୮୫ପଦବୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ହଜାର ୨୮୯ ପଦବୀ ଖାଲି ପଡିଥିବା ସୂଚନା ମିଳିଛି । ଗୃହ ବିଭାଗରେ ୧୬ହଜାର ୩୨, ସ୍ୱାସ୍ଥ୍ୟରେ ୧୦ହଜାର!-->…