Sign in
Sign in
Recover your password.
A password will be e-mailed to you.
କାହା ସ୍ଵାର୍ଥ ପାଇଁ ପ୍ରାଚୀନ କିମ୍ବଦନ୍ତି ଥିବା ଦେଓଗୁଡି ପାହାଡ଼ରୁ ବେଧଡ଼କ ଲୁଟି ନେଉଛନ୍ତ ମାଫିଆ…
କୋରାପୁଟ /ଜୟପୁର - 24/02/26:- କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବାରିଣୀପୁଟ ଗ୍ରାମପଞ୍ଚାୟତର ଦେଓଗୁଡ଼ା ଗ୍ରାମ ଠାରେ ଅବସ୍ଥିତ ଥିବା ଶହ ଶହ ବର୍ଷର ପ୍ରାଚୀନ କିମ୍ବଦନ୍ତି ଦେଓଗୁଡି ଥିବା ପାହାଡ଼ରୁ ଫାଳେ ବେଧଡ଼କ ଦିବାଲୋକରେ କାଟିନେବା ଘଟଣା ଅଞ୍ଚଳ ବାସୀଙ୍କୁ ବିସ୍ମୟ!-->!-->!-->…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୌତୁକ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର : ଝୁଲିପଡିଲେ ଆର୍କିଟେକ ଇଞ୍ଜିନିୟର । ଘର ଭିତରୁ ମିଳିଲା ମହିଳାଙ୍କ ଡେଡବଡି । ମୃତକ ହେଲେ ରୋଜାଲିନ ବେହେରା । ଭୁବନେଶ୍ବର ବଡ଼ଗଡ଼ ଥାନା ପାଣ୍ଡବ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ରୋଜାଲିନ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ । ଗତ ମାସକ ତଳେ!-->…
ବଙ୍ଗୋପସାଗରରେ ଲଘୁଚାପ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଦୁଇ ଦିନ ରାଜ୍ୟରେ ବର୍ଷା । ବଜ୍ରପାତ ଓ ଝଡ଼ ତୋଫାନ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କତା ସୂଚନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ୧୫ ଜିଲ୍ଲାରେ!-->…
ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁର ଅପବ୍ୟବହାର କରି ସାଇବର ଲୁଟ୍
ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ସାଇବର ଲୁଟ୍। ଡିଜିଟାଲ୍ ଠକେଇରେ ତାଙ୍କ ନାମ ଓ ପରିଚୟର ଅପବ୍ୟବହାର କରିଥିବା ନେଇ ଭୁବନେଶ୍ୱରର ସାଇବର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଛନ୍ତି।
ଅଭିଯୋଗ ଅନୁଯାୟୀ ସାଇବର ଅପରାଧୀମାନେ ମୋବାଇଲ୍ ନମ୍ବର ସଂଗ୍ରହ!-->!-->!-->…
NIT କ୍ୟାମ୍ପସରେ ପଶିଲା ହାତୀ, ଛାତ୍ରଛାତ୍ରୀ ଭୟଭୀତ
ରାଉରକେଲା: ମଙ୍ଗଳବାର ସକାଳେ ରାଉରକେଲା ଏନ.ଆଇ.ଟି ପରିସରରେ ୫ଟି ହାତୀ ପ୍ରବେଶ କରିଥିବା ବେଳେ ଅନ୍ୟ ୨୧ଟି ହାତୀ ବିଶ୍ରା ବ୍ଲକ ଅଧିନସ୍ଥ ଜାମସେରା ପଞ୍ଚାୟତର ଖାଦାନ ଟୋଲି ଠାରେ ପହଞ୍ଚିଛି। ମାତ୍ର ଏନ.ଆଇ.ଟି ପରିସରରେ ହାତୀ ପ୍ରବେଶ କରିଥିବା ସୂଚନା ପାଇବା ପରେ ଛାତ୍ରଛାତ୍ରୀ ଓ!-->…
ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା
କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କୌଣସି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨!-->…
ସୁରକ୍ଷାକର୍ମୀଙ୍କ ଗୁଳିଲେ ୨ କ୍ୟାଡର୍ ମାଓବାଦୀ ନିହତ
କନ୍ଧମାଳ: କନ୍ଧମାଳଜିଲ୍ଲା ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓଶିବିର ଧ୍ବଂସ କଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ କେକେବିଏନ୍ ମାଓ ଡିଭିଜନ୍ର ଡେପୁଟି କମାଣ୍ଡର୍ ଜଗେଶ ଓ ମହିଳା କ୍ୟାଡର୍ ରତ୍ନା ନିହତ ହୋଇଛନ୍ତି । ଉଭୟ!-->…
ପ୍ରେମ ପାଇଁ ମା ଓ ଭାଇକୁ ହତ୍ୟା କଲା ନାବାଳିକା
ଜୟପୁର: ୭ ଦିନତଳୁ ହଜିଥିବା ପୁଅ ହାତବନ୍ଧା ଅବସ୍ଥାରେ ବସ୍ଥା ଭିତରୁ ଗତକାଲି ମିଳିଥିବା ବେଳେ ମା ର ପତତା ମିଳୁନି । ମାଆ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ ବୋରିଗୁମ୍ମା ମେଇନ ରୋଡ଼ରେ ରହୁଥିବା ଅନୁଷ୍କା ପରିଡା ବୟସ(୪୫)!-->…
ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ନୟାଗଡ଼ ଚିନିକଳ…
ନୟାଗଡ଼:ନୟାଗଡ଼ ଜିଲ୍ଲା ପାଣିପୋଇଲା ସ୍ଥିତ ଚିନିକଳ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।ଏହି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଚିନିକଳ ରୁ ପ୍ରତ୍ୟେକ ଦିନ ଲୁଟେରା ମାନେ ବିଭିନ୍ନ ସାମଗ୍ରୀ ସହିତ ଲୁଟ କରୁଛନ୍ତି ।ହେଲେ ପ୍ରଶାସନ କିମ୍ବା କୌଣସି ଲୋକ ପ୍ରତିନିଧି ମାନଙ୍କ ଦୃଷ୍ଟି ଏହି ଚିନିକଳ!-->…
ବାଣିଜ୍ୟକର ଇନ୍ଫୋର୍ସମେଣ୍ଟ ବିଭାଗ କର୍ମଚାରୀ ଜରିମାନା ଆଦାୟ କରି ରସିଦ ନଦେବା ଯୋଗୁଁ ହୋ ହାଲ୍ଲା….!
କର୍ମଚାରୀ ମାନଙ୍କ ସହ ବ୍ୟବସାୟୀ ମାନଙ୍କ ଯୁକ୍ତି ତର୍କ ଓ ହୋ ହାଲ୍ଲା….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଗତ କିଛି ଦିନ ହେଲା ବ୍ରହ୍ମପୁର ର ଭ୍ରମମାଣ ବାଣିଜ୍ୟକାର ଇନ୍ଫୋର୍ସ ମେଣ୍ଟ ବିଭାଗର କିଛି କର୍ମଚାରୀ ମାନେ ଆସିକା ଆସି ବ୍ରହ୍ମପୁର ରୁ ଗୋଦାମ ଗାଡ଼ିରେ ଆସୁଥିବା ସାମଗ୍ରୀ!-->…