Sign in
Sign in
Recover your password.
A password will be e-mailed to you.
ଶନିବାର ଦିନ ବିଳମ୍ବରେ ସ୍କୁଲ ଆସୁଛନ୍ତି ଶିକ୍ଷକ – ଶିକ୍ଷୟିତ୍ରୀ…
ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ୟାନ ଦେବାକୁ ଅନୁରୋଧ...
ନୟାଗଡ଼: ପ୍ରତ୍ୟେକ ଶନିବାର ହେଉଥିବା ସକାଳୁଆ ସ୍କୁଲକୁ ସମୟ ଅନୁସାରେ ପହଞ୍ଚିବାକୁ ଶିକ୍ଷକ - ଶିକ୍ଷୟିତ୍ରୀ ମାନେ ଗୁରୁତ୍ଵ ଦେଉନାହାନ୍ତି। ଏହାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବାପରେ ଜିଲ୍ଲା ଶିକ୍ଷା ବିଭାଗ!-->!-->!-->…
ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟି କରଣ ନେଇ ତାଲିମ ଶିବିର
ବାଲିଗୁଡା଼ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟି କରଣ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା!-->…
ଓଡ଼ଗାଁ ଲକ୍ଷ୍ମୀବଜାର ହନୁମାନ ଛକ ପରିଶ୍ରାଗାର ଜାମ୍ : ଦୁର୍ଗନ୍ଧରେ ଅଣ ନିଃଶ୍ୱାସୀ ଜନସାଧାରଣ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଲକ୍ଷ୍ମୀ ବଜାର ଡାକ୍ତରଖାନା ନିକଟସ୍ଥ ହନୁମାନ ଛକ ପରିଶ୍ରା ଗାର କୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଏବଂ ପାଇପ ଗୁଡିକ ଜାମ ହୋଇଥିବାରୁ ପରିଶ୍ରା ଗାର ଏବେ ଅବ୍ୟବହୃତ ହୋଇ ପଡିବା ଫଳରେ ବଜାର ପାଇଁ ଏହା ଏକ ମୁଖ୍ୟ!-->…
ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା
ବାଲିଗୁଡା : ଗୋପାଳପୁର ଠାରୁ ରୟପୁର କୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ରୁ ଗାଜାଲବାଡ଼ି ଦେଇ ଗଞ୍ଜାମ ଜିଲ୍ଲାକୁ ଯାଇଥିବା ରାସ୍ତାର ପୁନଃରୁଧାର ଓ ପ୍ରଶସ୍ତିକରଣ ଦାବୀ ନେଇ ଆସନ୍ତା ୧୭ ତାରିଖରେ ଦାରିଙ୍ଗବାଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ!-->…
ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲା: ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍
ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣା। ଏନ୍ଆଇଏ ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ସହ ଏନ୍ଆଇଏ ତଦନ୍ତ ଜାରି ରଖିଛି । ରାଉରକେଲାରେ ଏକ ପଥର ଖଣିକୁ ବିସ୍ଫୋରକ ନେବା!-->…
ଫୁଲବାଣୀରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି। ଦିନକୁ ଦିନ ପାରଦ ଖସୁଛି ଶୀତର ପ୍ରକୋପ ବଢୁଛି। ଯାହାକୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଫୁଲବାଣୀର ସାର୍ତ୍ତାଗୁଡା ଗାଁରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ!-->…
ଟ୍ରେନ ଲାଇନ୍ ସଂଯୋଗୀକରଣ ପାଇଁ ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ
ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ ଯୋରନ୍ଦା ରୋଡ୍ ମଧ୍ୟରେ ତୃତୀୟ/ଚତୁର୍ଥ ଲାଇନର କାର୍ଯ୍ୟକ୍ଷମତା ସହିତ ରାଜ ଆଠଗଡ଼ ଷ୍ଟେସନରେ ରେଳ ଲାଇନ୍ ସଂଯୋଗୀକରଣ କାର୍ଯ୍ୟ ପାଇଁ କିଛି ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ କରାଯାଇଛି। ଭୁବନେଶ୍ବର-ପଲାସା ମେମୁ,!-->…
କଙ୍ଗାରୁ କୋର୍ଟ: ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇଲେ ଗ୍ରାମବାସୀ
କଳାହାଣ୍ଡି : ବାଦଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଦଲି ଗାଁରେ ଜଣେ ବୃଦ୍ଧ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟରେ ନିଷ୍ପତ୍ତି କ୍ରମେ!-->…
ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା
କଟକ : ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ଆୟୋଜିତ ହେଉଛି ଓଟିଇଟି ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ପେପର ୧ ରେ ୪୭!-->…
ବସ୍-ବାଇକ ମୁହାଁମୁହିଁ, ୨ ଛାତ୍ର ମୃତ
ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଛାତ୍ରଙ୍କର ଜୀବନ ଚାଲିଯାଇଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଗୁଡାରୀରୁ ବାଡ଼ିସୋଲାକୁ କଲେଜ ଆସୁଥିଲେ। ରାମନାଗୁଡା ବ୍ଲକ!-->…