Sign in
Sign in
Recover your password.
A password will be e-mailed to you.
ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀମନ୍ଦିରରେ ନୀତିକାନ୍ତିରେ ବଡ ପରିବର୍ତ୍ତନ
ପୁରୀ : ଆସନ୍ତା ମାର୍ଚ୍ଚ ମାସ ୩ତାରିଖ ଦୋଳପୂର୍ଣ୍ନିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିରେ ଦେଖାଦେବ ବଡ ପରିବର୍ତ୍ତନ । ଚଳିତବର୍ଷ ରାତିସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ। ଦିନ ବଦଳରେ ରାତିରେ ସୁନାଵେଶ ଓ ଦୋଳବେଦୀରେ!-->…
ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାରେ ଟ୍ବିଷ୍ଟ, ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର
ସୁବର୍ଣ୍ଣପୁର : ନବ ବଧୂ ଅପହରଣର ନୂଆ ମୋଡ଼ । ଫିଲ୍ମ ଷ୍ଟାଇଲରେ ନବ ବଧୂକୁ ଅଧବାଟରୁ ଉଠାଇ ନେଇଥିବା ପ୍ରେମିକ ଘଟଣାରେ ଟ୍ବିଷ୍ଟ । ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତାସହ ଫେରାର ମାରିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ପୂର୍ବ!-->…
କୋରାପୁଟର ଦୁର୍ଗମ ଅଞ୍ଚଳକୁ ଟିପିଏସ୍ଓଡିଏଲର ଗୁଣାତ୍ମକ ବିଜୁଳି ସେବା; ଉପକୃତ ହେବେ ୨ ହଜାର ଉପଭୋକ୍ତା
ବ୍ରହ୍ମପୁର, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁଟଠାରେ ୪.୭୩ ସର୍କିଟ୍ କିଲୋମିଟର ଲମ୍ୱ ଏକ ନୂତନ ୩୩ କେଭି ଲାଇନ ପ୍ରତିଷ୍ଠା କରାଯାଇଛି । ଦକ୍ଷିଣ ଓଡ଼ିଶା ବିଜୁଳି ଯୋଗାଣ!-->…
ବ୍ଲକସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅଟଳ ଵାୟୋ ଅଭ୍ୟୁଦୟ ଯୋଜନା ଅନୁଷ୍ଠିତ
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଗଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମହାନ ଲଙ୍କ ନିର୍ଦେଶକ୍ରମେ ଗଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମେକ୍ସୱେଲ ଟପ୍ନଙ୍କ ତତ୍ୱାବଧାନରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଏବଗା ଠାରେ!-->…
୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିଅନସିପ୍ ଉଦଘାଟନ ହୋଇଯାଇଛି
ବିରମିତ୍ରପୁର : ଆଜି ରାଉରକେଲାର ଛେଣ୍ଡସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିଅନସିପ୍ ଶ୍ରୀ ବ୍ରିଜେଶ ରାୟ, ଆଇପିଏସ୍, ଡିଆଇଜି ଡବ୍ଲୁଆର, ରାଉରକେଲାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି | ଉପସନ୍ଧି ସମାରୋହରେ ରାଉରକେଲାର ଏସପି ଏବଂ ସୁନ୍ଦରଗଡ଼ ଏସପି!-->…
ମାଲକାନଗିରି :୧୦୨୫ କିଲୋ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ…
ମାଲକାନଗିରି :ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି -୭୯ ଥାନା ଅନ୍ତର୍ଗତ ଏମ ଭି - ୯୬ ଗ୍ରାମ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ଶନିବାର ଦିନ ସନ୍ଧ୍ୟା ସମୟରେ ଏକ କଣ୍ଟେନର ରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ସୂଚନା ପାଇ ଏମ ଭି -୭୯ ପୁଲିସ ଓ!-->…
‘କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ’, ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପେଜେସ୍କିଆନଙ୍କ ଖୋଲା ଚ୍ୟାଲେଞ୍ଜ
ତେହେରାନ: ଆମେରିକା ପକ୍ଷରୁ ଆକ୍ରମଣ ଭୟ ବୃଦ୍ଧି ପାଉଥିବା ବେଳେ ଇରାନ ଦେଇଛି ଚ୍ୟାଲେଞ୍ଜ । ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ, ଇରାନ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ପେଜେସ୍କିଆନଙ୍କ ମନ୍ତବ୍ୟ ଆସିଛି।!-->…
ବିଜେପି ଘୋଡା ବେପାରରେ ସଫଳ ହେବନି, ଆମେ ଘୋଡା ବେପାର କରୁନଥିଲୁ
ଭୁବନେଶ୍ବର ୨୨।୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଏବେବି ସସ୍ପେନ୍ସ ଜାରି ରହିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଯୋଗେଶ ସିଂ । ସେ କହିଛନ୍ତି,!-->…
ଢଳେଇ ବେଳେ ଗୋଟିଏ କଡ଼କୁ ଭୁଶୁଡି ପଡ଼ିଲା ବିଜୁ ସେତୁ, ଅବଧି ସରିଥିଲେ ବି ସରିନି କାମ
ବାରଙ୍ଗ ୨୨।୨: ଢଳେଇ ବେଳେ ଗୋଟିଏ କଡ଼ ଭୁଶୁଡି ପଡ଼ିଲା ନୟାପାଟଣା ଆମ୍ଭବରେଇ ବିଜୁ ସେତୁ । ସୌଭାଗ୍ୟ ବଶତଃ ବର୍ତ୍ତିଯାଇଛନ୍ତି ଶ୍ରମିକ । ବାରଙ୍ଗ ବ୍ଲକ୍ ପୁରୀ ମେନ୍ କେନାଲ ଉପରେ ଚାଲୁଥିଲା ସେତୁ କାମ । ତେବେ ଖରାପ ଓଲଡିଂ ପାଇଁ ଭାଙ୍ଗି ପଡିଥିଲା ତଳ ରଡ୍ ।ସୂଚନାଯୋଗ୍ୟ ଯେ, ଜୁନ୍ ୨୦୨୩ରେ!-->…
ବୋଲେରୋକୁ ଧକ୍କା ଦେଲା ଟ୍ରେଲର, ୫ ପୋଲିସ କର୍ମଚାରୀ ମୃତ
ଝାରସୁଗୁଡା, ୨୨/୦୨ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ପୋଲିସ ଅଧିକାରୀ । ଝାରସୁଗୁଡା ଜିଲ୍ଲାରେ ଏକ ବୋଲେରୋ ଏବଂ ଟ୍ରେଲର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ବୋଲେରୋରେ ଥିବା ୫ ପୋଲିସ ଅଧିକାରୀ ଏଥିରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ସୂଚନାନୁସାରେ, ଝାରସୁଗୁଡା ସଦର!-->!-->!-->…