Sign in
Sign in
Recover your password.
A password will be e-mailed to you.
ଭାଙ୍ଗ ଖାଇ କେନ୍ଦୁପଦର ବେଆଇନ ଘାଟରୁ ବାଲି ଗାଡ଼ି ଧରିଥିଲା କି ପ୍ରଶାସନ…??
ଜବତ ଗାଡ଼ିରୁ ବାଲି ଉଭାନ ହେଉଛି କେମିତି.....
ବିମାନ ଟିକେଟ ଦର ଆକାଶଛୁଆଁ; ଯାତ୍ରୀ ହନ୍ତସନ୍ତ
ନୂଆଦିଲ୍ଲୀ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ ଯାତ୍ରା। ଶୁକ୍ରବାର ବିମାନ କମ୍ପାନୀଗୁଡ଼ିକ ଅଚାନକ ଟିକେଟ ଦର ବୃଦ୍ଧି କରିବା ଫଳରେ ଯାତ୍ରୀ ହରଡ଼ଘଣାରେ ପଡ଼ିଛନ୍ତି। ପ୍ରାୟ ୮ରୁ ୧୦ ଗୁଣା ପର୍ଯ୍ୟନ୍ତ ଟିକେଟ ଦର ବୃଦ୍ଧି କରିଛନ୍ତି ବିମାନ କମ୍ପାନୀ। ପୂର୍ବରୁ!-->…
ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଲେ ପୁଟିନ
ନୂଆଦିଲ୍ଲୀ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି। ଏଥିରେ ଦୁଇ ଦେଶର ନେତା ତଥା ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜାତିସଂଘରେ ଭାରତର!-->…
ରାହୁଲଙ୍କୁ ମିଳିଲାନି ଆମନ୍ତ୍ରଣ, ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ କରିବେ ଥରୁର
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର ଶେଷ ଦିନ। ସାନ୍ଧ୍ୟ ଭୋଜନ ପରେ ରାତି ୯ଟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶ ଫେରିଯିବେ। ରାତି ୭ଟାରେ ରାଷ୍ଟ୍ରପତି ଭବନରେ ସାନ୍ଧ୍ୟଭୋଜନର ଆୟୋଜନ ହୋଇଛି। ତେବେ ପୁଟିନଙ୍କ ସହିତ ସାକ୍ଷାତ ପାଇଁ!-->…
ଦୂର ହେବ ସାର ସଙ୍କଟ, ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ
ନୂଆଦିଲ୍ଲୀ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ ଏବଂ ରୁଷ ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ। ଏ ନେଇ ଦୁଇ ଦେଶ ମଧ୍ୟରେ ଶୁକ୍ରବାର ବୁଝାମଣା ହୋଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଗସ୍ତ ଅବସରରେ ଶୁକ୍ରବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ!-->…
ନିୟମ ବଦଳାଇଲା ଡିଜିସିଏ, ସ୍ବାଭାବିକ ହେବ ଇଣ୍ଡିଗୋ ବିମାନ ଚଳାଚଳ !
ନୂଆଦିଲ୍ଲୀ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ । ନିୟମରେ ପରିବର୍ତ୍ତନ କରି ଡିଜିସିଏ ସାପ୍ତାହିକ ଛୁଟି ନିର୍ଦ୍ଦେଶ ପ୍ରତ୍ୟାହାର କରିନେଇଛି । ଏହି ନିର୍ଦ୍ଦେଶ ପରେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି!-->…
ଖାଇକୁ ଖସିଲା ବରଯାତ୍ରୀ କାର୍, ୫ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମ୍ପୱାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟ ନିକଟରେ ବାଗଧାରା ଏକ ବରଯାତ୍ରୀ ଗାଡ଼ି ବିବାହ ଅତିଥିମାନଙ୍କୁ ନେଇ ଯାଉଥିବା ଏକ କାର ଗଭୀର ଘାଟିକୁ ଖସିପଡ଼ିଛି । ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି ।!-->…
ରୁଷୀୟ ନାଗରିକଙ୍କୁ ମିଳିବ ୩୦ ଦିନର ଫ୍ରି ଟୁରିଷ୍ଟ ଭିସା: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ରୁଷର ରାଷ୍ଟ୍ରପତି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି । ଏହାପରେ ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷୀୟ ରାଷ୍ଟ୍ରପତି ଦ୍ୱିପାକ୍ଷୀୟ ଆଲୋଚନା କରିଛନ୍ତି । ମୋଦି ଏବଂ ପୁଟିନଙ୍କ ମଧ୍ୟରେ ୭ଟି!-->…
ମୌଳିକ ସୁବିଧା ରୁ ବଞ୍ଚିତ କୁମ୍ଭାର ସାହି ବାସିନ୍ଦା : ରାସ୍ତା ଓ ପାନୀୟ ଜଳ ମୁଖ୍ୟ ସମସ୍ୟା: ପ୍ରତିକାର ପାଇଁ ଦାବୀ
ବାଲିଗୁଡା, ତା, ୦୫/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କୁମ୍ଭାରସାହି ବାସିନ୍ଦା ମାନେ ସକାଳ ପାଇଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ ନୁହଁ ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ!-->…
ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ : ୩୮ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ
ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ +୨ କ୍ରୀଡ଼ା ସଂସଦ, ସ୍ନାତକ ଓ ସ୍ନାତକୋତ୍ତର କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଦୁଇ ଦିନ ଧରି ଆୟୋଜିତ ୩୮ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସମାହିତ ହୋଇଯାଇଛି l ପୁରସ୍କାର ବିତରଣ ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା!-->!-->!-->…