ବାଣ ବିସ୍ଫୋରଣରେ ୩ ଗୁରୁତର

କଟକ : ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ବାଣ ବିସ୍ଫୋରଣ। ଘଟଣାରେ ୩ ଆହତ। ଆହତଙ୍କୁ ଏସସିବି ରେ ଭର୍ତ୍ତି କରାଯାଇଛି। ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଅଘଟଣ। ଘରେ ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ହୋଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ଓ

ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

ପାଟନା: ବିହାର ବିଧାନସଭାରୁ ଏକ ବଡ ଖବର ସାମ୍ନାକୁ ଆସିଛି । ପାଟନା ହାଇକୋର୍ଟ ବିହାର ବିଧାନସଭା ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଏହି ନୋଟିସ୍ ଜାରି କରାଯାଇଛି। ହାଇକୋର୍ଟରେ ପରାଜିତ

ଇରାନ୍‌ରେ ଭୟଙ୍କର ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା

ନୂଆଦିଲ୍ଲୀ : ଆମେରିକା ସହ ଯୁଦ୍ଧ ପ୍ରସ୍ତୁତି ମଧ୍ୟରେ ଇରାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ ହୋଇଛି। ଜର୍ମାନୀ ଭୂତତ୍ତ୍ୱ ଗବେଷଣା କେନ୍ଦ୍ର ଅନୁଯାୟୀ, ଇରାନରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି।

ଭାରତୀୟ ବିମାନ କମ୍ପାନୀ ବିରୋଧରେ ତାରିକଙ୍କ ବଡ ନିଷ୍ପତ୍ତି

ଢାକା: ବାଂଲାଦେଶରେ ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନକରିବା କାରଣରୁ ଭାରତୀୟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଆକାଶ ମାର୍ଗ ବ୍ୟବହାର କରିବାରୁ ବାରଣ କରିଛନ୍ତି। ଆକାଶ ମାର୍ଗର ଅନୁପଲବ୍ଧତା ଯୋଗୁଁ, କଲକାତାରୁ ଗୌହାଟୀ ଏବଂ ଇମ୍ଫାଲକୁ ଯାଉଥିବା କିଛି ବିମାନ ଏବେ ଲମ୍ବା ରୁଟ୍

ଜେଫ୍ରି ଏପଷ୍ଟିନ୍‌ ଲିଙ୍କ୍‌ରେ ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ଗିରଫ

ଲଣ୍ଡନ : ବ୍ରିଟେନର ରାଜପରିବାର ପାଇଁ ଏକ ବଡ଼ ଝଟକା ଲାଗିଛି। ରାଜା ଚାର୍ଲ୍ସ ତୃତୀୟଙ୍କ ସାନ ଭାଇ ତଥା ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସରଙ୍କୁ ପୁଲିସ୍ ଗିରଫ କରିଛି। ଜେଫ୍ରି ଏପଷ୍ଟିନ୍‌ ଲିଙ୍କ୍‌ରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ବ୍ରିଟେନ୍‌ର

‘ଦି କେରଳ ଷ୍ଟୋରି-୨’ ବିରୁଦ୍ଧରେ ଅଭିଯୋଗ

ନୂଆଦିଲ୍ଲୀ: ଟ୍ରେଲର ଆସିବା ପରେ ‘ଦି କେରଳ ଷ୍ଟୋରି-୨(ଗୋଜ୍ ବିୟଣ୍ଡ) ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ସ୍ଥଗିତ ରଖିବାକୁ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି।କନ୍ନୁରର ବାସିନ୍ଦା ଶ୍ରୀଦେବ ନାମ୍ବୁଦିରିଙ୍କ ଦ୍ୱାରା କେରଳ ହାଇକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଅଭିଯୋଗ କରାଯାଇଛି

ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂସଦ ନିଶିକାନ୍ତ ଦୁବେଙ୍କ ସ୍ବତନ୍ତ୍ର ପ୍ରସ୍ତାବ ବିବାଦ

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଖୁବ୍‌ ସରଗରମ୍‌ ରହିଥିଲା। ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିଥିଲେ। ପୂର୍ବତନ ସେନା ମୁଖ୍ୟ ଏମ୍‌ଏମ୍‌ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀକୁ ନେଇ ସଂସଦ ହୁଲସ୍ତୁଲ ହୋଇଥିବାବେଳେ ସରକାରୀ ଦଳ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ

ରାହୁଲ ଗାନ୍ଧୀ ଓ ୨୫ ସାଂସଦଙ୍କୁ କର୍ଣ୍ଣି ସେନା ସଦସ୍ୟଙ୍କ ହତ୍ୟା ଧମକ

ନୂଆଦିଲ୍ଲୀ: କର୍ଣ୍ଣି ସେନାର ଜଣେ ସଦସ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ୨୫ ଜଣ ସାଂସଦଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ଦେଉଥିବାର ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜକୁ କର୍ଣ୍ଣି ସେନାର ସଦସ୍ୟ ବୋଲି ଦାବି କରିବା ସହିତ କଂଗ୍ରେସ

ବିଶାଖାପାଟଣାରେ ଏଆଇ ହବ୍‌ ସ୍ଥାପନ କରିବ ଗୁଗୁଲ

ନୂଆଦିଲ୍ଲୀ : ଭାରତୀୟ ବଜାର ଉପରେ ଗୁଗୁଲ୍‌ ଅଧିକ ମନୋନିବେଶ କରିବ। ବିଶାଖାପାଟଣାଠାରେ ଗୁଗୁଲ୍‌ ପକ୍ଷରୁ ଏକ ଏଆଇ ହବ୍‌ ସ୍ଥାପନ କରାଯିବ। ନୂଆଦିଲ୍ଲୀଠାରେ ଚାଲିଥିବା ଏଆଇ ସମ୍ମିଳନୀରେ ବକ୍ତବ୍ୟ ରଖିବା ଅବସରରେ ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ ଏହି ସୂଚନା ଦେଇଛନ୍ତି। ସମ୍ମିଳନୀର ଏକ

ମାଗଣା ଯୋଜନା ନେଇ ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷ ଉପରେ ଚାପ ପକାଉଥିବା ଭଳି ମାଗଣା ଯୋଜନା (ଫ୍ରିବିଜ୍‌) ଘୋଷଣା କରିବା ଓ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ ଡିଏମକେ ସରକାର