Sign in
Sign in
Recover your password.
A password will be e-mailed to you.
ମହାଶିବରାତ୍ରୀ ପୂର୍ବରୁ ଏକାମ୍ର ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ପ୍ରକଳ୍ପ କାମ ମହାଶିବରାତ୍ରୀ ପୂର୍ବରୁ ସାରିବାକୁ ଯୋଜନା ରହିଛି। ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ଵର ଆଲୋକୀକରଣ କାର୍ଯ୍ୟ, ପାର୍କିଂ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବିନ୍ଦୁ ସାଗରକୁ ସଫା ସହ ଦେବୀ!-->…
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତବିଂଶ ଖେଳ କୁଦ ଉତ୍ସବ ପାଳିତ…
ଚିକିଟି :-- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତବିଂଶ ବାର୍ଷିକ ଖେଳ କୁଦ ସମାରୋହ ଉଦଯାପନୀ ଉତ୍ସବ ବିଦ୍ୟାଳୟ ପରିସରରେ ବୁଧବାର ଦିନ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନାଚାର୍ଯ୍ୟ ଙ୍କ ପୌରହିତରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିକିଟୀ ପ୍ରେସକ୍ଲୁବ ସମ୍ପାଦକ!-->…
ଗଞ୍ଜାମ ଜିଲ୍ଲାରେ ପଥର ମାଫିଆ ସକ୍ରିୟ ,ଖଣି ବିଭାଗ ବଟି ନେଇ ଚୁପ….!
ବିଲୁପ୍ତ ହେବାକୁ ବସିଲାଣି ପାହାଡ଼ ପର୍ବତ...
ଧନ୍ୟ ହେଲେ ଯୁଆଡ଼ି : ମୋହନ ସରକାର ରେ ଜୁଆ ଖେଳିଲେ ଆଉ ଗିରଫ ଭୟ ନାହିଁ….!
ଏହା ସରକାରଙ୍କ ତୋଗଲକି ନିୟମ ନୁହଁତ...??
ବ୍ରହ୍ମପୁର:ଡବଲ ଇଞ୍ଜିନ ସରକାର ଏକ ନୂତନ ବିଲ ଆଣିବା ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ଜୁଆ ଖେଳିବା ସମୟ ରେ ଧରାପଡିବା ପରେ ପୋଲିସ ଗିରଫ ବି କରୁଥିଲା। ବର୍ତ୍ତମାନ ନୂଆ ନିୟମ ରେ ଏବେ ଜୁଆଡ଼ି ମହଲ ରେ ଖୁସିର ମାହୋଲ ଦେଖା!-->!-->!-->!-->!-->…
ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ଋଷର ମଞ୍ଜୁରୀ
ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ଲାଦିମିର ପୁଟିନ୍ ଦୁଇ ଦିବସୀୟ ଯାତ୍ରାରେ ଗୁରୁବାର ଭାରତ ଆସୁଛନ୍ତି। କିନ୍ତୁ ପୁଟିନ ଆସିବା ପୂର୍ବରୁ ଋଷ ସଂସଦ ବା ଡୁମା ଭାରତ ସହ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ପ୍ରତିରକ୍ଷା!-->…
ଲକ୍ଷଲକ୍ଷ ଟଙ୍କା ଠକେଇ ମାମଲାରେ ପୋଷ୍ଟମାଷ୍ଟର ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନ୍ ପଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ଚନ୍ଦ୍ର ସାହୁ ଜନସାଧାରଣଙ୍କ ଲକ୍ଷ ଲକ୍ଷ ଟଙ୍କା ଠକି ବୁଧବାର ପୋଲିସ ହାବୁଡ଼ରେ ପଡ଼ି କୋର୍ଟ ଚାଲାଣ ହୋଇଛି। ପୋଲିସ ସୂଚନା ଅନୁସାରେ ଉକ୍ତ ପୋଷ୍ଟ ଅଫିସରେ ୨୦୨୧!-->…
ଅବିଭକ୍ତ କୋରାପୁଟ ଜିଲାରେ ବନ୍ଦ ଓ ମିଶ୍ରଣ ହୋଇଛି ୬୮୬ ସ୍କୁଲ
ରାୟଗଡ଼ା : ଅବିଭକ୍ତ କୋରାପୁଟ ଜିଲାରେ ୬୮୬ ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ ହୋଇଛି। ଆଦିବାସୀ ବହୁଳ କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ଓଡ଼ିଶା ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ ୬୮୬ଟି ସ୍କୁଲ ବନ୍ଦ ଓ ମିଶ୍ରଣ କରିଛନ୍ତି। ଅଭିିଭକ୍ତ କୋରାପୁଟ ଜିଲାରେ ସରକାରୀ ଓ!-->…
ସଚେତନ ମହିଳାହିଁ ସଶକ୍ତ ମହିଳା
ଛତ୍ରପୁର : ଦକ୍ଷିଣ ଓଡ଼ିଶା ଇକୋନମିକ୍ ଆସୋସିଏସନ ଏବଂ ସରକାରୀ ଵିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ଉପରେ ଏକ ଜାତୀୟ ସମ୍ପାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆସୋସିଏନର ସଭାପତି ତଥା ବନାରସ ବିଶ୍ବବିଦ୍ୟାଳୟର ପ୍ରଫସର ଡ଼ ମୃତୁଞୟ ମିଶ୍ରଙ୍କ ପ୍ୟୌରହିତ୍ୟରେ!-->…
ବିମାନବନ୍ଦରରେ ଫସି ରହିଲେ ୧୦୦୦ରୁ ଅଧିକ ଯାତ୍ରୀ
ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ଯାଉଥିବା ଅନେକ ବିମାନ ଏହାଦ୍ବାରା ପ୍ରଭାବିତ ହୋଇଛି। ଯାହାଫଳରେ!-->…
ଭୁବନେଶ୍ୱର OFDRA କ୍ୟାମ୍ପସରେ ମଲ୍ ଓ ମଲ୍ଟିପ୍ଲେକ୍ସ ମାଲିକ ଓ କର୍ମଚାରୀଙ୍କ ନିମନ୍ତେ ଅଗ୍ନି ନିରାପତ୍ତା ସଚେତନତା…
ଭୁବନେଶ୍ୱର : ଆଜି ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନ (OFDRA), ଭୁବନେଶ୍ୱରଠାରେ ଦୈତ୍ୟନଗରୀ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ମଲ୍ ଏବଂ ମଲ୍ଟିପ୍ଲେକ୍ସ ପରିଚାଳକ, ମାଲିକ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ନେଇ ଏକ ଅଗ୍ନି ନିରାପତ୍ତା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।!-->…