ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ସନାତନ ମହାକୁଡ

ଭୁବନେଶ୍ବର : ବିଜେଡିରୁ ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ସନାତନ ମହାକୁଡ। ମୁଁ ନବୀନ କି ପାଣ୍ତିଆନ ବିରୋଧରେ କିଛି କହିନାହିଁ। କାହିଁକି ସେମାନଙ୍କର ରାଗ ମୋ ପ୍ରତି ତାହା ମୁଁ ଜାଣିନାହିଁ। ଜିଲାର ବିକାଶ କଥା କହିଥିବାରୁ ମୋତେ ନିଲମ୍ବନ କରିଛନ୍ତି।ବିଜେଡିରୁ

ଜାତୀୟ ରାଜପଥରେ ସିରିଜ, ଦୁର୍ଘଟଣା ଡ୍ରାଇଭର ସମେତ ୨ ପରୀକ୍ଷାର୍ଥୀ ମିଶି ୪ ଆହତ

ଚମ୍ପୁଆ:ଚମ୍ପୁଆ ଥାନା ୫୨୦ ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ପରୀକ୍ଷା ଦେବାକୁ ଆସୁଥିବା କାର ଉପରେ ଟ୍ରକର ଡାଲା ଖସି ପଡିଥିଲା । ଫଳରେ କାର ଟି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି । ଗାଡିରେ ବସିଥିବା ଦୁଇ ପରୀକ୍ଷାର୍ଥୀ,ଡ୍ରାଇଭର ଓ ଅଭିଭାବକ

ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍ । ୧୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିକ୍ରମ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଭିସିରେ ଅନୁପସ୍ଥିତ ଥିବା ଯୋଗୁଁ ମଙ୍ଗଳବାର ହୋଇପାରିଲାନି ଚାର୍ଜ ଫ୍ରେମ୍ । ବିକ୍ରମ ଜେଲର ମେଡିକାଲରେ ଚିକିତ୍ସିତ

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି। ଅଷ୍ଟ୍ରେଲିଆ ଭଳି ଟିମ୍‌ ସୁପର ୮ ରାଉଣ୍ଡରେ ପ୍ରବେଶ କରିନପାରିବା ସତରେ ଲଜ୍ଜାଜନକ । ଭାଗ୍ୟ ମଧ୍ୟ ଅଷ୍ଟ୍ରେଲିଆ ଦଳର ସାତ୍‌ ଦେଇନାହିଁ। ଆଜି ବର୍ଷା ଯୋଗୁଁ ଆୟରଲ୍ୟାଣ୍ଡ-ଜିମ୍ବାୱେ ମ୍ୟାଚ୍ ବାତିଲ ହେବା ପରେ ଅଷ୍ଟ୍ରେଲିଆ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା-୨୦୨୬’ କାର୍ଯ୍ୟକ୍ରମ: ୬୩୩ ଜଣ ମେଧାବୀ…

ମହିଳା ସଶକ୍ତିକରଣ ଓ ଜୀବିକା ସମ୍ପର୍କିତ କର୍ମଶାଳାରେ ଯୋଗଦେଲେ ୫୩୮ ଚାଷୀ ଏବଂ ୩୪୫ ମହିଳା ବ୍ରହ୍ମପୁର, ୧୭ ଫେବୃଆରୀ ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌‌ଏଫ୍‌‌) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘ଅରୁଣିମା-୨୦୨୬’ କନକ୍ଲେଭର ୮ମ ସଂସ୍କରଣରେ

ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦାୟିତ୍ଵ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦାୟିତ୍ଵ ପରିବର୍ତ୍ତନକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ। ଅଭିଯୋଗ ଅନୁସାରେ ଡାକ୍ତର ତାପସ ରଂଜନ ସେନାପତି ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶରଣକୁଳ ଗୋଷ୍ଠୀ

ବଣ୍ଡା ପାହାଡ଼ରୁ ସହାୟତା ପାଇଁ ଆକୁଳ ନିବେଦନ, ରକ୍ତ କର୍କଟ ସହିତ ଯୁଦ୍ଧ କରୁଛି “ସନିଆ”

ମାଲିକାନଗିରି ଖଇରପୁଟ,୧୬/୨ପ୍ରକୃତିର କୋଳେ ବସୁଥିବା ବଣ୍ଡା ଜନଜାତିର ଜୀବନ ସରଳ କିନ୍ତୁ ସଂଘର୍ଷମୟ । ସେହି ସଂଘର୍ଷ ଆଜି ଜୀବନ-ମୃତ୍ୟୁର ଯୁଦ୍ଧରେ ପରିଣତ ହୋଇଛି ୧୭ ବର୍ଷୀୟ ନାବାଳକ ସନିଆ ଚଲାଣ ପାଇଁ । ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରହାଲ ଗ୍ରାମର ଏହି ଗରିବ ପରିବାରର ପୁଅ ବର୍ତ୍ତମାନ

ସୁପ୍ରିମକୋର୍ଟଙ୍କ ନିୟମ ଉଲ୍ଲଂଘନ କରିବାକୁ ନିର୍ବାଚନ କମିଶନ କିପରି ସାହସ କଲେ?

ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ, ଏସଆଇଆର ଉପରେ ରାଜ୍ୟରେ ଏକ ତୀବ୍ର ବିବାଦ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସଆଇଆର ସମ୍ପର୍କରେ ବିଜେପି ଏବଂ ନିର୍ବାଚନ କମିଶନଙ୍କୁ ନିରନ୍ତର ଟାର୍ଗେଟ କରି ଆସୁଛନ୍ତି। ଆଜିି ମମତା ନିର୍ବାଚନ କମିଶନ ଟାର୍ଗେଟ କରିବା ସହ

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ମାପଚୁପ, ତହସିଲ ପକ୍ଷରୁ ହୋଇଥିଲା ନୋଟିସ୍

ଚଣ୍ଡିଖୋଲ ୧୭।୨: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ । କିଛି ଦିନ ତଳେ ଏହି ଫାର୍ମହାଉସରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ପ୍ରଣବ ଏହି ଫାର୍ମହାଉସ ତାଙ୍କର ବୋଲି କହିବା

ଚିକିତ୍ସାଧୀନ ଅବସ୍ଥାରେ PEO ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁ, ନାଁରେ ଆସିଥିଲା ନିର୍ଯାତନା ଅଭିଯୋଗ

ଦିଗପହଣ୍ଡି ୧୭।୨: ଆଖିବୁଜିଲେ ଚିକିଟି ପିଇଓ । ଚିକିଟି ଅତିରିକ୍ତ ତହସିଲଦାରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ ବିଷପାନ କରିଦେଇଥିଲେ ଚିକିଟି ପିଇଓ । ପିଇଓ ବି.ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବ ଉଦ୍‌ଘାଟନ ଉତ୍ସବରେ ଏକ