କଟକରେ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା’: କାରିଗରଙ୍କ ପାଇଁ ସୃଷ୍ଟି ହେଲା ନୂତନ ବଜାର…

କଟକ: କଟକ ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ଓସିଆ (OSSIA) ଗ୍ରାଉଣ୍ଡ ଏବଂ ଏମସିଏମ (MCM) ହଲ୍‌ଠାରେ ଦୁଇ ଦିନିଆ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଦର୍ଶନୀ-କମ୍-ଟ୍ରାଡେ ମେଳା’ ଓ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଏମଏସଏମଇ (MSME) ମନ୍ତ୍ରଣାଳୟ ଏବଂ କଟକସ୍ଥିତ

ସାଙ୍ଗର ସ୍ତ୍ରୀକୁ ପାଇବା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ୪୦ ହଜାର ଟଙ୍କାରେ ହୋଇଥିଲା ହତ୍ୟା ଡିଲ

ମାଲକାନଗିରି, ୧୭।୨ ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଏମଭି ୧୬ ଗାଁ ସ୍ଥିତ କେନ୍ଦୁ ପତ୍ର ଗୋଦାମ ପାର୍ଶ୍ଵରୁ ଉତ୍ତମ ବିଶ୍ବାସ ନାମକ ଯୁବକର ମୃତଦେହ ଉଦ୍ଧାର ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳନ କରିଛି ପୋଲିସ। ପୋଲିସ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ,

ଇରାନର ପରମାଣୁ ସ୍ଥଳରେ ପକାଯାଇଥିବା ଜିବିୟୁ-୫୭ ବଙ୍କର ବୋମା ପାଇଁ ନୂଆ ଅର୍ଡର ଦେଲା ଆମେରିକା

ୱାସିଂଟନ: ଚୁକ୍ତିନାମା ଅନୁସାରେ ଦେଶରେ ବୋମା ଭଣ୍ଡାରକୁ ପୂରଣ କରାଯିବ। ଗତ ବର୍ଷ ଜୁନ୍ ମାସରେ ଆମେରିକା ଅପରେସନ ମିଡନାଇଟ୍ ହାମର୍ ଆରମ୍ଭ କରିଥିଲା, ଯେଉଁଥିଆମେରିକାର ବାୟୁସେନା ମହାକାଶ କମ୍ପାନି ବୋଇଂ ଠାରୁ ଜିବିୟୁ-୫୭ ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର (ଏମ୍‌ଓପି) ବୋମା ଅର୍ଡର କରିଛି।

ପାକିସ୍ତାନରେ ବେଲଗାମ୍ ଅନର କିଲିଂ: ନ୍ୟାୟର କଚ୍ଛପ ଗତି, ଦଣ୍ଡ ପାଉନାହାନ୍ତି ଅପରାଧୀ

ଇସଲାମାବାଦ: ପାକିସ୍ତାନରେ ଅନର କିଲିଂର ବୃଦ୍ଧି ପାଉଥିବା ଘଟଣା ଏକ ଗମ୍ଭୀର ମାନବାଧିକାର ସଙ୍କଟ ପାଲଟିଛି । ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଦେଶରେ ଏହି ହତ୍ୟାକାଣ୍ଡର ସଂଖ୍ୟା ବହୁତ ଅଧିକ, କିନ୍ତୁ ଅପରାଧୀମାନଙ୍କୁ ଦଣ୍ଡ ଦେବାର ହାର ଚିନ୍ତାଜନକ ଭାବରେ କମ୍ ରହିଛି। ବ୍ୟକ୍ତିଗତ ଦୁଃଖଦ

ଗୃହ ଅଚଳ କରିବ ବିଜେଡି

ଭୁବନେଶ୍ବର: ବିଧାନସଭାକୁ ଅଚଳ କରିଦେବ ବିଜେଡି। ଚାଷୀ ପ୍ରସଙ୍ଗକୁ ଜୋର୍‌ଦାର ଉଠାଇବ। ଗୃହ ମଧ୍ୟ ଭାଗରେ ଦଳର ବିଧାୟକମାନେ ପ୍ରତିବାଦ କରିବେ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ଭାବେ ଏହା ବିଧାୟକମାନଙ୍କୁ ଜଣାଇ ଦେଇଛନ୍ତି। ତେଣୁ ବିଧାନସଭା

ପାଟକୁରା ବିଧାୟକଙ୍କ ବିସ୍ଫୋରକ ବୟାନ, ‘ଅ˚ଶୁମାନଙ୍କୁ ଦଳ ହରାଇଦେଲା’

କେନ୍ଦ୍ରାପଡ଼ା: ‘ଲଚ୍ଛମନଜିଉଙ୍କ ଆଶୀର୍ବାଦ ନେଇ ଯେତେବେଳେ ନାମାଙ୍କନ ଦାଖଲ କଲି, ସେତେବେଳେ ଜିତିବି ବୋଲି ଜାଣିଥିଲି। ଆଶା ଥିଲା ୭୦ରୁ ୮୦ହଜାର ଭୋଟରେ ଜିତିବି। କିନ୍ତୁ ଦୁଃଖ ଯେ ଆପଣମାନଙ୍କ ପରିଶ୍ରମରେ ଦଳ ଭିତରର କୁଚକ୍ରୀ ଗୋଷ୍ଠୀ ପାଣି ପକାଇ ଦେଲେ। ସେଥିପାଇଁ ମାତ୍ର ୧୩ ହଜାର ୮୦୦

ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ତେବେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆଜି ପ୍ରଥମ

 ମୁଲ୍ ଆକାଉଣ୍ଟ ଜରିଆରେ ୫୮ ଲକ୍ଷର ସାଇବର ଠକେଇ

ବାଲେଶ୍ବର : ବାଲେଶ୍ୱରରେ ଏକ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ। ମୁଲ୍ ଆକାଉଣ୍ଟ (Mule Account) ମାଧ୍ୟମରେ ପ୍ରାୟ ୫୮ ଲକ୍ଷ ଟଙ୍କାର ଠକେଇ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ

ଆସୁଛି ଖରାଦିନ: ମହଙ୍ଗା ହେବ ଏସି, ବ୍ଲୁ ଷ୍ଟାର୍‌ ୧୦ରୁ ୧୫% ବଢ଼ାଇବ

ନୂଆଦିଲ୍ଲୀ: ଦେଶରେ ଏସି (ଏୟାର କଣ୍ଡିସନର) ଦାମ ଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଚଳିତ ତ୍ରୟମାସରେ ବ୍ଲୁ ‌ଷ୍ଟାର୍‌ ଏସି ଦାମ୍‌ ବଢ଼ାଇବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ ସୂଚନା ଦେଇଛନ୍ତି। ଦରବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଭିନ୍ନ ସାମଗ୍ରୀର ଦରବୃଦ୍ଧି

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିଛି AI ପଲିସି, ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଦର୍ଶିତ ହେଲା ଏଆଇ ସମ୍ଭାବନା

ଭୁବନେଶ୍ୱର ୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପରେ ଚାଲିଛି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ । ଏଥିରେ ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ ପ୍ରଦର୍ଶନ କରିଛି । ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭାରତ ମଣ୍ଡପମର ପ୍ରଥମ ମହଲା ହଲ୍‌ ନମ୍ବର ୫ରେ ସ୍ୱତନ୍ତ୍ର ପାଭିଲିୟନ କରାଯାଇଛି ।