Sign in
Sign in
Recover your password.
A password will be e-mailed to you.
ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ
ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ତେବେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆଜି ପ୍ରଥମ!-->…
ମୁଲ୍ ଆକାଉଣ୍ଟ ଜରିଆରେ ୫୮ ଲକ୍ଷର ସାଇବର ଠକେଇ
ବାଲେଶ୍ବର : ବାଲେଶ୍ୱରରେ ଏକ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ। ମୁଲ୍ ଆକାଉଣ୍ଟ (Mule Account) ମାଧ୍ୟମରେ ପ୍ରାୟ ୫୮ ଲକ୍ଷ ଟଙ୍କାର ଠକେଇ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ!-->…
ଆସୁଛି ଖରାଦିନ: ମହଙ୍ଗା ହେବ ଏସି, ବ୍ଲୁ ଷ୍ଟାର୍ ୧୦ରୁ ୧୫% ବଢ଼ାଇବ
ନୂଆଦିଲ୍ଲୀ: ଦେଶରେ ଏସି (ଏୟାର କଣ୍ଡିସନର) ଦାମ ଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଚଳିତ ତ୍ରୟମାସରେ ବ୍ଲୁ ଷ୍ଟାର୍ ଏସି ଦାମ୍ ବଢ଼ାଇବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ ସୂଚନା ଦେଇଛନ୍ତି। ଦରବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଭିନ୍ନ ସାମଗ୍ରୀର ଦରବୃଦ୍ଧି!-->…
ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିଛି AI ପଲିସି, ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ରେ ପ୍ରଦର୍ଶିତ ହେଲା ଏଆଇ ସମ୍ଭାବନା
ଭୁବନେଶ୍ୱର ୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପରେ ଚାଲିଛି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ । ଏଥିରେ ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ ପ୍ରଦର୍ଶନ କରିଛି । ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭାରତ ମଣ୍ଡପମର ପ୍ରଥମ ମହଲା ହଲ୍ ନମ୍ବର ୫ରେ ସ୍ୱତନ୍ତ୍ର ପାଭିଲିୟନ କରାଯାଇଛି ।!-->…
ବୋର୍ଡର ମାଟ୍ରିକ୍ ପ୍ରସ୍ତୁତି : ୩୦୮୨ ସେଣ୍ଟର ଜଗିବ ସିସିଟିଭି, କପି ଯୋଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
କଟକ ୧୭।୨: ଆଉ ମାତ୍ର ଦିନକ ପରେ ମାଟ୍ରିକ୍ ପରୀକ୍ଷା । ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ, ମୋଟ୍ ୩୦୮୨!-->…
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ, ୨ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ
ଭୁବନେଶ୍ବର ୧୭/ ୦୨: ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ୨ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । କଟକ ଜିଲ୍ଲାର ମୁଣ୍ଡୁଳି ଯାଇ ସିଆରପିଏଫ୍ କ୍ୟାମ୍ପସର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ!-->…
ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ
କଟକ : ପୁଣି ଚର୍ଚ୍ଚାରେ କଟକ ଚୌଦ୍ବାର ଜେଲ , ସୁନା ହଜାଇଲେ ଟଙ୍କା ଦେଲେ।ମହିଳା କଏଦୀଙ୍କ ସୁନାଗହଣା ନ ମିଳିବାରୁ ଅଡୁଆରେ ଜେଲ ଅଧୀକ୍ଷକ। ଗହଣା ନ ଦେଇ ପାରିବାରୁ ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ। ମାମଲା ପ୍ରତ୍ୟାହାର ପାଇଁ ଲିଖିତ ଭାବେ ଥାନାରେ ଜଣାଇଥିଲେ ମହିଳା ଜଣକ।କୁଆଡେ!-->…
ଦୁଇ ବର୍ଷରେ ଏଆଇ ଷ୍ଟାକରେ ୨୦୦ବିଲିୟନ ଡଲାର ନିବେଶ ହେବ -କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା
ନୂଆଦିଲ୍ଲୀ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଆରମ୍ଭ ହୋଇଛି। ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ସହିତ ଏକ ଏଆଇ ଏକ୍ସପୋ ମଧ୍ୟ ଅନୁଷ୍ଠିତ ହେବ। ପ୍ରାୟ ୬୫ଟି ଦେଶ ଏହି ସମ୍ମିଳନୀରେ ସାମିଲ ହୋଇଥିବା ବେଳେ ୬୦୦ରୁ ଅଧିକ ଷ୍ଟାର୍ଟଅପ୍ ଅଂଶଗ୍ରହଣ!-->…
ତାରିକ ରହମାନ ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ; ୨୫ ମନ୍ତ୍ରୀ ଓ ୨୪ରାଜ୍ୟମନ୍ତ୍ରୀ ନେଲେ ଶପଥ
ଢାକା: ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ସାଧାରଣ ନିର୍ବାଚନରେ ଏକ ବିରାଟ ବିଜୟ ସହିତ, ସେ ମଧ୍ୟବର୍ତ୍ତୀକାଳୀନ!-->…
ଫ୍ରାନ୍ସ ସହିତ ହେଲିକପ୍ଟର ନିର୍ମାଣ କରିବ ଭାରତ – ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ ପରେ ଏକ ବଡ଼ ଘୋଷଣା କରିଛନ୍ତି। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତାକୁ ଉଡ଼ିପାରିବା ପାଇଁ ସକ୍ଷମ ଏକ ହେଲିକପ୍ଟର ବିକଶିତ କରିବେ। ଏହା ବିଶ୍ୱର ଏକମାତ୍ର!-->…