Sign in
Sign in
Recover your password.
A password will be e-mailed to you.
ରାଜ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ : କୋହଳ ହେଲା ନିର୍ବାଚନ ପ୍ରଚାର…
ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପ୍ରଚାର ବିଷୟରେ ନିର୍ବାଚନ କମିଶନର ନୂଆ ନିୟମ ଘୋଷଣା କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ପ୍ରଚାର ପାଇଁ କରୋନା କଟକଣାକୁ କୋହଳ!-->!-->!-->…
ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ବାଲିଗୁଡ଼ା,:କନ୍ଧମାଳ ଜିଲ୍ଲାର ସର୍ଵପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ" ପାହାଡ଼ି ତରଙ୍ଗ "ତରଫରୁ ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତର କୋକିଳ ମହିୟସୀ ଲତା ମଙ୍ଗେସକର ଇହଲୀଳା ସମ୍ବରଣ କଲେ l ସମସ୍ତ ଅନୁଷ୍ଠାନ ସ୍ତମ୍ଭୀଭୁତ ହୋଇଗଲା l
ଏକ ଶୋକାକୁଳ!-->!-->!-->…
ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ-ମହୁରୀ ଟିମ ବିଜୟୀ
ଚିକିଟି : ଚିକିଟି ପେଣ୍ଠ ସ୍ପୋର୍ଟିଂ କ୍ରିକେଟ କ୍ଲବ ସହଯୋଗ ରେ ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ 32 ଟିମ କୁ ନେଇ ଆୟୋଜିତ ହୋଇ ରବିବାର ଉଦଯାପିତ ହୋଇଯାଇଛି।ଦିବଙ୍ଗତ କ୍ରିକେଟର ଏମ. ନାଗରାଜୁ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ଆୟୋଜିତ ଏହି ଖେଳ ରେ ମହୁରୀ କାଳୁଆ ଟିମ ବିଜୟୀ!-->…
୧୦୦୦ତମ ଦିନିକିଆରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ
ଅହମ୍ମଦାବାଦ : ନିଜର ୧୦୦୦ ତମ ଦିନିକିଆରେ ବାଜିମାତ୍ କଲା ଭାରତ। ଏଠାରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରି ଓ୍ଵେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍ରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଦଳ ତିନି ମ୍ୟାଚ୍!-->…
ମାଘ ସପ୍ତମୀ ପ୍ରସିଦ୍ଧ ବୁଡ ଲାଗି ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି
କୋଣାର୍କ: ମାଘ ସପ୍ତମୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ପ୍ରସ୍ତୁତ ରହିଥିବା ବେଳେ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପକ୍ରିୟା ଶେଷ ହୋଇଛି । ଏହି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ୬ ତାରିଖ ଭୋର ରୁ ପଡ଼ିବ ବୋଲି ଜଣାପଡିଛି । କିନ୍ତୁ ଏହି ବୁଡ କୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା!-->…
ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ
ଭୁବନେଶ୍ବର: ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଅଭିଯୋଗ ଅନୁଯାୟୀ, ୩ବର୍ଷ ଧରି ଉଭୟ ପ୍ରେମ କରୁଥିଲେ । ଉଭୟ ଅଲଗା ହେବା ପରେ ଯୁବତୀ ଜଣକ ସମସ୍ତ ଫଟୋ ଡିଲିଟ୍ କରିଦେବାକୁ ଯୁବକଙ୍କୁ କହିଥିଲେ ।
ହେଲେ!-->!-->!-->…
ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ସାଧକ ଡ.ଦାମୋଦର ହୋତାଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ବର: ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ଡ.ଦାମୋଦର ହୋତାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ବର ଡାକ୍ତରଖାନାକୁ ନିଆଯାଉଥିଲା। ଡାକ୍ତରଖାନା ନିଆଯାଉଥିବା ବାଟରେ ତାଙ୍କର!-->…
ରଣଜୀ ଟ୍ରଫି ପାଇଁ ୨୦ ଜଣିଆ ଟିମ୍ ଘୋଷଣା କଲା ଓସିଏ
କଟକ: ଆଗାମୀ ରଣଜୀ ଟ୍ରଫି ପାଇଁ ଓସିଏ ପକ୍ଷରୁ ୨୦ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଥିବା ବେଳେ ୫ ଜଣ ନୂଆ ମୁହଁ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ହଂକଂ ଜାତୀୟ ଦଳରୁ ଖେଳିଥିବା ଅଭିଜ୍ଞ ଅଂଶୁମାନ ରଥ, ପୂର୍ବତନ ଆଇପିଏଲ ଖେଳାଳି ଅଭିଷେକ!-->…
ଅନୁଦାନ ଅର୍ଥର ସଠିକ ଢଙ୍ଗରେ ଉପଯୋଗ ହେଲେ ରାଜ୍ୟର ବିକାଶ ହୋଇପାରିବ : ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ରାଜ୍ୟକୁ ମିଳିଥିବା ଅନୁଦାନ ଅର୍ଥର ସଠିକ ଢଙ୍ଗରେ ଉପଯୋଗ ହେଲେ ରାଜ୍ୟର ବିକାଶ ହୋଇପାରିବ।
କେନ୍ଦ୍ର ସରକାରଙ୍କ 'ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଏବଂ!-->!-->!-->…
ଚାଷୀଙ୍କ ପ୍ରତି ପ୍ରତାରଣା କରୁଛନ୍ତି ସରକାର: କଂଗ୍ରେସ
ଭୁବନେଶ୍ୱର: ଧାନ କିଣାରେ ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି ଚରମ ପ୍ରତାରଣା ଅଭିଯୋଗ କଲା କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦେଶ କଂଗ୍ରେସ କିଷାନ ସେଲ୍ ସଭାପତି ଅମୀୟ ପଟ୍ଟନାୟକ। ସେ କହିଛନ୍ତି ଯେ, ସାରା ରାଜ୍ୟରେ ହଜାର ହଜାର କୁଇଣ୍ଟାଲ ଧାନ!-->…