Sign in
Sign in
Recover your password.
A password will be e-mailed to you.
ସ୍କୁଲ ଖୋଲିବା ପାଇଁ କୋଭିଡ ନିର୍ଦ୍ଦେଶାବଳୀକୁ ସଂଶୋଧନ କଲା କେନ୍ଦ୍ର, ଏହା ହେଉଛି ସର୍ତ୍ତ…
ନୂଆଦିଲ୍ଲୀ: ଅନେକ ରାଜ୍ୟରେ କରୋନା ମାମଲା ହ୍ରାସ ପାଇବା ପରେ ବିଦ୍ୟାଳୟଗୁଡିକ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି। ତେଣୁ ସ୍କୁଲ ଖୋଲିବା ନେଇ କୋଭିଡ ନିର୍ଦ୍ଦେଶାବଳୀରେ କେନ୍ଦ୍ର ସରକାର ସଂଶୋଧନ କରିଛି। ଆଜି ପ୍ରକାଶିତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରୋଟୋକଲଗୁଡ଼ିକର!-->…
ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ପାକ୍ଷିକ ନୋଡାଲ ବୈଠକ ଅନୁଷ୍ଠିତ…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପାକ୍ଷିକ ନୋଡାଲ ବୈଠକ ନବରଙ୍ଗପୁର ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା!-->…
ସାନ ଭାଇର ସ୍ତ୍ରୀ ର ମାଡ଼ରେ ବଡ଼ ଭାଇର ସ୍ତ୍ରୀ ଗୁରୁତର, ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର…
ଦାରିଙ୍ଗବାଡ଼ି :, ପୂର୍ବ ଘଟଣାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳରେ ସାନ ଭାଇର ସ୍ତ୍ରୀର ମାଡ଼ରେ ବଡ଼ ଭାଇର ସ୍ତ୍ରୀ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର ହୋଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଝିମାବାଡ଼ି ଗ୍ରାମର ଲୁସିଆନ ନାୟକ ଓ!-->!-->!-->…
ମାଲକାନଗିରି : କୋରୁକୋଣ୍ଡା ଜୋନ୨ପାର୍ଥି ଅପହରଣ କୁ ନେଇ ଥାନରେ ମାମଲା ବାବଦରେ ଜବାବ ରଖିଲା ବିଜେଡ଼ି…
ମାଲକାନଗିରି : କୋରୁକୋଣ୍ଡା ଜୋନ୨ପାର୍ଥି ଅପହରଣ କୁ ନେଇ ଥାନରେ ମାମଲା ବାବଦରେ ଜବାବ ରଖିଲା ବିଜେଡ଼ି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରେ ବିଜେପି ଦଳର ଅଭିଯୋଗ ଭିତ୍ତିହୀନ ଏବଂ ନିର୍ବାଚନ ହାରିବା ଭୟ ବିଜେପି କୁ ଘାରିଛି ବୋଲି ବିଜେଡି ବରିଷ୍ଠ ନେତା ଶ୍ରୀ ରାଜେନ୍ଦ୍ର ପଣ୍ଡା ମତ!-->…
ସୁଟିଂ ଚାଲିଛି ଆମ ଟିଭି ମୁଭିଜ୍ ର : “ଜହ୍ନ ଗୋଟେ ମିଠା ବିସ୍କୁଟ”
ଭୁବନେଶ୍ବର: ଆମ ଟିଭି ମ୍ୟୁଜିକ ପ୍ରଯୋଜିତ ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ “ଜହ୍ନ ଗୋଟେ ମିଠା ବିସ୍କୁଟ” ଭୁବନେଶ୍ୱର ସ୍ଥିତ ଗିଫ୍ଟ ଇଞ୍ଜିନିୟରିଂ କଲେଜ ପରିସରରେ ସୁଟିଂ ଚାଲିଛି। ମ୍ୟୁଜିକ ଭିଡିଓ ଟି ଆମଟିଭି ମ୍ୟୁଜିକ ୟୁଟୁବ୍ ଚ୍ୟାନେଲରେ ଫେବୃଆରୀ ୧୪ ଭାଲେନ୍ଟାଇନ୍ ଡେ ଅବସରରେ ମୁକ୍ତିଲାଭ!-->…
ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ବୋଲିଂ କରିବାକୁ ବହୁତ କଷ୍ଟ ହୋଇଥାଏ : ବ୍ରେଟ୍ ଲି…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ବ୍ରେଟ ଲି କହିଛନ୍ତି ଯେ, ସଚିନଙ୍କ ବ୍ୟାଟିଂ କୌଶଳ ଅତ୍ୟନ୍ତ ଶକ୍ତିଶାଳୀ ଥିବାରୁ ସେ ସଚିନ ତେନ୍ଦୁଲକରଙ୍କ ଆଗରେ ବୋଲିଂରୁ ଦୂରେଇ ରହିଥିଲେ। ବ୍ରେଟ୍ ଲି ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ରିଭାଲ୍ସ ୟୁନାଇଟେଡ୍ ଶୋ’ରେ ଶୋଏବ ଅଖତରଙ୍କୁ ଏହା!-->…
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ୩ ଖେଳାଳି ହେଲେ କରୋନା ଆକ୍ରାନ୍ତ…
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ୩ ତାରକା ଖେଳାଳି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଅହମ୍ମଦାବାଦରେ ପହଞ୍ଚିବା ପରେ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ, ଶ୍ରେୟାସ ଆୟର ଏବଂ ରୁତୁରାଜ ଗାଇକୱାଡଙ୍କ କରୋନା!-->…
କଂଗ୍ରେସର ତାରକା ପ୍ରଚାରକମାନଙ୍କ ମଧ୍ୟରେ ବାଦ ପଡିଲେ ନବଜୋତ ସିଂ ସିଦ୍ଧୁ…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ କଂଗ୍ରେସ ଦଳ ତାର ୩୦ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ତେବେ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ!-->…
ଗଲୱାନରେ ଭାରତୀୟ ଯବାନଙ୍କ ସହ ସଂଘର୍ଷ ବେଳେ ଭାସିଯାଇଥିଲେ ୩୮ ଚୀନ୍ ସୈନିକ : ଦ କ୍ଲାକ୍ସନ୍
ନୂଆଦିଲ୍ଲୀ: ଡ୍ରାଗନର ମିଥ୍ୟା ପୁଣି ଥରେ ଧରାପଡିଛି। ଗଲୱାନ ଉପତ୍ୟକାରେ ଭାରତ ସହ ବିବାଦ ସମୟରେ ଚୀନ୍ ଏହାର ସୈନିକମାନଙ୍କ କ୍ଷୟକ୍ଷତିର ଆକଳନ କରିଥିଲା। ଏକ ଅଷ୍ଟ୍ରେଲୀୟ ଖବରକାଗଜ ଦାବି କରିଛି ଯେ, ଗଲୱାନରେ ସଂଘର୍ଷ ସମୟରେ ସରକାରୀ ସଂଖ୍ୟା ଅପେକ୍ଷା ଚାଇନାର ସୈନିକଙ୍କ ମୃତ୍ୟୁ ଅନେକ ଗୁଣ!-->…
ଅଣ୍ଡର-୧୯ ବିଶ୍ୱକପ୍ : ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ସୃଷ୍ଟି କଲା ଟିମ୍ ଇଣ୍ଡିଆ…
ନୂଆଦିଲ୍ଲୀ: ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଅଣ୍ଡର-୧୯ ବିଶ୍ୱକପ୍ର ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। ବର୍ତ୍ତମାନ ଟାଇଟଲ୍ ମ୍ୟାଚ୍ ଫେବୃଆରୀ ୫ ତାରିଖରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ!-->…