Sign in
Sign in
Recover your password.
A password will be e-mailed to you.
ମାରଣାସ୍ତ୍ର ଦେଖାଇ ସୁନାଚେନ୍ ଲୁଟ୍ ଘଟଣା : ଭୁଜାଲି ସହ ୨ ଲୁଟେରାକୁ ଧରିଲା ପୋଲିସ୍…
ରେଢାଖୋଲ: ଗତ ୨୬ ତାରିଖରେ ରେଢାଖୋଲ ଥାନା କଦଳିଗଡ ଶିବ ମନ୍ଦିର ପ୍ରାଙ୍ଗଣରୁ ନବଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟ ମାମଲାରେ ସୁନା ଚେନ୍ ସହ ମାରଣାସ୍ତ୍ର, ବାଇକ୍ ଆଦି ଜବତ କରିବା ସହ ୨ ଲୁଟେରାକୁ ରେଢାଖୋଲ ପୋଲିସ୍ ଅନୁଗୋଳ ଜିଲ୍ଲା ବୁଦୁଲିମୁଣ୍ଡା ଗ୍ରାମରୁ ଗିରଫ କରିବାରେ ସଫଳ ହୋଇଛି।
!-->!-->…
ସ୍କୁଟି ସହ ଗଞ୍ଜେଇ ଜବତ ଦୁଇ ଗିରଫ…
ଭଞ୍ଜନଗର : ଦିନକୁ ଦିନ ପଡୋଶୀ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି।ବୁଧବାର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ.ଆଇ କେଶବ ଶଢଙ୍ଗୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ମିଳିତ ସହଯୋଗ ରେ ଆଜି ଦିନ ୨ଟା ସମୟରେ ଦୁର୍ଗା ପ୍ରସାଦ ଛକ ନିକଟରେ!-->…
ବାଲିଗୁଡା : ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା…
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ର ବହୁ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି (କେ.ଜି.ବି.ଭି) ରେ କାର୍ଯ୍ୟରତ ସହକାରୀ ଶିକ୍ଷକ ପବିତ୍ର ମୋହନ ପାଢ଼ୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ସମ୍ନାନିତ କରାଯାଇଥିଲା । ଉକ୍ତ ଉତ୍ସବରେ ସ୍କୁଲର ପ୍ରଧାନ!-->…
ଭାରତୀୟ ରେଡ଼କ୍ରସ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ, ସ୍ୱଚ୍ଛତା କିଟ ପ୍ରଦାନ…
ନବରଙ୍ଗପୁର : ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ, ନବରଙ୍ଗପୁର ଜିଲ୍ଲା ନିମନ୍ତେ ପାଞ୍ଚ ଶହ ସ୍ୱଚ୍ଛତା କିଟ ଭାରତୀୟ ରେଡ଼କ୍ରସ ଜିଲ୍ଲା ଶାଖା ନବରଙ୍ଗପୁର କୁ ପ୍ରଦାନ କରାଯାଇଥିଲା । ସ୍ୱଚ୍ଛତା କିଟ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଗ୍ରହଣ କରିବା ପରେ ସେହି କିଟ କୁ!-->…
ଦାରିଙ୍ଗବାଡି : ପ୍ଲିହେରି ଗ୍ରାମ ନିକଟରେ ବୋଲେରୋ ଜିପ ଦୁର୍ଘଟଣା…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ ପ୍ଲିହେରି ଗ୍ରାମ ନିକଟରେ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ରୋଡ଼ରେ ବୋଲେରୋଜିପ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି । ସୂଚନା ମୁତାବକ ଗଦାପୁର ଗ୍ରାମର ଜନୈକ ଠିକଦାର, ଦାରିଙ୍ଗବାଡ଼ି କୌଣସି କାମରେ ଆସୁଥିଲେ । ପ୍ଲିହେରି ଗ୍ରାମ!-->!-->!-->…
ମାଲକାନଗିରି : ବିଜେପି ପକ୍ଷରୁ ଚିତ୍ରକୋଣ୍ଡା ଠାରେ ବିଶାଳ ସମାରୋହ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ମାଲକାନଗିରି : ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିତ୍ରକୋଣ୍ଡା ଜୋନ୍-୧ର ଜିଲ୍ଲା ପରିଷଦ ପ୍ରାର୍ଥୀ ଉଦୟ ଖିଲଙ୍କ ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ସହ ୮ ଗୋଟି ପଞ୍ଚାୟତ କାର୍ଯ୍ୟକତ୍ତା ନେଇ!-->!-->!-->…
ଆସନ୍ତାକାଲିଠାରୁ ଦୁଇ ଦିନ ଧରି ରାଜ୍ୟରେ ହେବ ବର୍ଷା : ସାତୋଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି…
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 3 ଏବଂ 4 ତାରିଖରେ ଦୁଇଦିନ ଧରି ଓଡିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ଏଥିସହିତ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ମଧ୍ୟ ସତର୍କ ଜାରୀ କରାଯାଇଛି।
ବରଗଡ,!-->!-->!-->…
ଭତା ପାଇଁ ହିତାଧିକାରୀ ହନ୍ତସନ୍ତ : ପ୍ରଶାସନ ନିରବ ଦ୍ରଷ୍ଟା…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ର ସଙ୍କରାଖୋଲ ଗ୍ରାମ ପଞ୍ଚାୟତର କର୍ମଚାରୀ ମାନେ ମନମୁଖି କାର୍ଯ୍ୟ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ସରକାରଙ୍କ ନିୟମ ଅନୁଯାୟୀ ମାସର ୧୫ ତାରିଖ ଦିନ ଭତା ବଣ୍ଟନ କରାଯିବା କଥା, କିନ୍ତୁ ହିତାଧିକାରୀମାନେ ବାରମ୍ବାର ଦଉଡ଼ି ନିରାଶ ହୋଇ!-->!-->!-->…
କନ୍ଧମାଳ : ରେଡ଼ିଓ ମୁସ୍କାନର ମୁସ୍କାନ ବମ୍ବେଇ ଆଇଆଇଟି ଦ୍ୱାରା ପ୍ରଶଂସିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀରେ ଦିର୍ଘଦିନ ଧରି ଚାଲିଥିବା ରେଡିଓ ମୁସ୍କାନ । ଦିର୍ଘଦିନ ଧରି ଫୁଲବାଣୀ, ଫିରିଙ୍ଗିଆ, ଟିକାବାଲ ଏବଂ ଜିଲ୍ଲାର ଖଜୁରିପଡା ଅଂଚଳରେ ଗ୍ରାମାଂଚଲର ଲୋକଙ୍କୁ ରେଡିଓ ମୁସ୍କାନ ଜରିଆରେ ବାଲ୍ୟବିବାହ,ଶିଶୁ ଶ୍ରମିକ, ବାଳିକା ଚାଲାଣ ଏବଂ!-->!-->!-->…
ପ୍ରକାଶ ପାଇଲା ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା : ମହିଳାଙ୍କ ପାଇଁ ୬୧୩ ଟି ୱାର୍ଡ…
ଭୁବନେଶ୍ଵର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଏବେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କାଉନସିଲରଙ୍କ ନିମନ୍ତେ ରାଜ୍ୟ!-->…