ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR । ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଲିଉଡ ବିଉଟି ଆଲିୟା ଭଟ୍ଟଙ୍କ ସହ ସାଉଥଷ୍ଟାର ରାମଚରଣ, ଜୁନିୟର ଏନଟିଆର ଏବଂ ଅଜୟ ଦେଗବନଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା…

ଟୁଇଟରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଦୁତି, ଜବାବ ଦେଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ବର : ଟ୍ବିଟରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଫସିଯାଇଛନ୍ତି ଅନ୍ତର୍ଜାତୀୟ ଆଥଲେଟ୍ ଦୁତି ଚାନ୍ଦ । ନିଜର ଟୁଇଟରେ ସେ ରାଜ୍ୟ ସରକାର ହକିକୁ ଅତ୍ୟଧିକ ଗୁରୁତ୍ବ ଦେବାକୁ ଯାଇ ଆଥଲେଟିକ ଓ ଅନ୍ୟ ଖେଳଗୁଡ଼ିକୁ ଅବହେଳା କରୁଥିବା ନେଇ ସମାଲୋଚନା କରିଥିଲେ । ସେ ଅଳ୍ପ ସମୟ…

‘ମମତା ମୋ ଭଉଣୀ ପରି’: ରାଜ୍ୟପାଳ ଜଗଦୀପ ଧନକର

ଜୟପୁର: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଶୁକ୍ରବାର ରାଜସ୍ଥାନ ବିଧାନସଭାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନିଜ ଭାଷଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ କହିଛନ୍ତି। ରାଜ୍ୟପାଳ ଧନକର କହିଛନ୍ତି, ‘ଅନେକ ସମୟରେ…

ସୂର୍ଯ୍ୟର ଅତି ନିକଟତର ଚିତ୍ର ଜାରି କଲା ୟୁରୋପୀୟ ସ୍ପେସ୍ ଏଜେନ୍ସି

ନୂଆଦିଲ୍ଲୀ: ଆସିଲା ସୂର୍ଯ୍ୟର ଅତି ନିକଟତର ଫଟୋ । ଯାହାକୁ ୟୁରୋପୀୟ ସ୍ପେସ୍ ଏଜେନ୍ସି ଜାରି କରିଛି । ଆପଣ ଦେଖୁଥିବା ଉପରୋକ୍ତ ଚିତ୍ରଟି, ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ସୋଲାର ଅର୍ବିଟର୍ ସୂର୍ଯ୍ୟର ଅତି ନିକଟରୁ ଉଠାଇଛି । ଅର୍ବିଟାର ୭ ମାର୍ଚ୍ଚ ୨୦୨୨ରେ ଏହି ଚିତ୍ରକୁ ଉତ୍ତଳନ…

ଭାରସାମ୍ୟ ହରାଇ ଗଙ୍ଗାନଦୀରେ ବୁଡ଼ିଗଲା ୫ଟି ଟ୍ରକ, ୧୦ ନିଖୋଜ

କଟିହାର: ଗଙ୍ଗା ନଦୀରେ ବୁଡ଼ିଗଲା ମାଲ୍‌ବାହୀ ଭସା ପୋଲ । ଘଟଣାରେ ପାଖାପାଖି ୧୦ରୁ ଅଧକ ଲୋକ ନିଖୋଜ ହୋଇଛନ୍ତି । ମାତ୍ରାଧିକ ପଥର ଚିପ୍‌ସ୍‌ ବୋଝେଇ ହୋଇଥିବା କେତୋଟି ଟ୍ରକ୍‌କୁ ପାରି କରାଉଥିବା ଗୋଟାଏ ମାଲ୍‌ବାହୀ ଭସା ପୋଲ ଗୁରୁବାର ବିଳମ୍ବିତ ରାତିରେ ବୁଡ଼ି ଯାଇଛି । ଘଟଣାଟି ହେଉଛି…

ଭାରତ-ଚୀନ ସଂପର୍କ ଏବେ ସ୍ବାଭାବିକ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ : ଚୀନ ସହିତ ଭାରତର ସଂପର୍କ ସ୍ବାଭାବିକ ଅବସ୍ଥାରେ ନାହିଁ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଶୁକ୍ରବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ଇ’ଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ, ୧୯୯୩-୯୬ରେ ସ୍ବାକ୍ଷରିତ ଶାନ୍ତି ଓ ସଦ୍ଭାବ ଚୁକ୍ତିର…

ସିନେମା ହଲ ଉପରେ ରୁଷର ବୋମା ମାଡ଼, ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

କିଭ୍: ୟୁକ୍ରେନ ଉପରେ ରୁଷର ହମଲା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ ରୁଷ ସେନା ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। ଏହିକ୍ରମରେ ୟୁକ୍ରେନର ପୋର୍ଟ ସହର ମାରିୟୁପୋଲରେ ଥିବା ଗୋଟିଏ ସିନେମା ହଲ ଉପରେ ରୁଷ ପକ୍ଷରୁ ଘନଘନ ବୋମା ମାଡ଼ କରାଯାଇଛି। ଏଥିରେ ୩୦୦ରୁ…

ଅଲମ୍ପିଆନ ଧାବିକା ଦୂତୀ ଚାନ୍ଦଙ୍କ ବିବାଦୀୟ ଟ୍ବିଟ

ଭୁବନେଶ୍ବର : ଟ୍ବିଟରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଫସିଯାଇଛନ୍ତି ଅନ୍ତର୍ଜାତୀୟ ଆଥଲେଟ୍ ଦୁତି ଚାନ୍ଦ । ନିଜର ଟୁଇଟରେ ସେ ରାଜ୍ୟ ସରକାର ହକିକୁ ଅତ୍ୟଧିକ ଗୁରୁତ୍ବ ଦେବାକୁ ଯାଇ ଆଥଲେଟିକ ଓ ଅନ୍ୟ ଖେଳଗୁଡ଼ିକୁ ଅବହେଳା କରୁଥିବା ନେଇ ସମାଲୋଚନା କରିଥିଲେ । ସେ ଅଳ୍ପ ସମୟ…

୭ ମହଲାରୁ ଡେଇଁ ପଡ଼ିଲେ ଗୋଟିଏ ପରିବାରର ୫ ସଦସ୍ୟ

ବେର୍ନ(ସ୍ୱିଜରଲ୍ୟାଣ୍ଡ): ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ପୁଲିସ୍ ଅଧିକାରୀ ଘରର କବାଟ ବାଡ଼େଇବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ୭ମ ହମଲାର ବାଲୋକୋନୀରୁ ଡେଇଁ ପଡ଼ିଛନ୍ତି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ୧୫ ବର୍ଷୀୟ ବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

ୟୁପିରେ ଆରମ୍ଭ ହେଲା ଯୋଗୀଙ୍କ ରେକର୍ଡ ସେକେଣ୍ଡ ଇନିଂସ

ଲକ୍ଷ୍ନୌ: ଦୀର୍ଘ ୩୭ ବର୍ଷର ରେକର୍ଡ ଭାଙ୍ଗି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଆଜି ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…