Sign in
Sign in
Recover your password.
A password will be e-mailed to you.
ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ମହାମହିମ
ପୁରୀ : ପୁରୀରେ ରାଷ୍ଟ୍ରପତି । ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସକାଳ ୭ଟା ୪୦ ମିନିଟରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଅରୁଣ ସ୍ତମ୍ଭରେ ମୁଣ୍ଡିଆ ମାରି ଭିତରେ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ!-->…
ଫାଷ୍ଟଫୁଡ଼ ଦୋକାନୀଙ୍କୁ ପିଟିପିଟି ହତ୍ୟା
ଭଞ୍ଜନଗର : ସାମାନ୍ୟ ବଚସାରୁ ନୃଶଂସ କାଣ୍ଡ । ଫାଷ୍ଟଫୁଡ଼ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା । ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ଗାଁ ନିକଟରେ ଘଟିଛି ଅଘଟଣ । ମୃତ ବ୍ୟବସାୟୀ ହରେକୃଷ୍ଣ ସ୍ବାଇଁ । ଗତକାଲି ଜଣେ ଯୁବକ ହରେକୃଷ୍ଣଙ୍କ ଦୋକାନକୁ ଆସିଥିବାବେଳେ ମାଡ଼ ମାରି ଲହୁଲୁହାଣ!-->…
କୋଣାର୍କ ଉପକୂଳରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ
କୋଣାର୍କ: କୋଣାର୍କ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୯ଟି ବସାରେ ସମୁଦାୟ ୨୦୭୭ ଅଣ୍ଡା ସଂଗୃହିତ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ଏହି ଅଣ୍ଡାଗୁଡିକ ୪ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରର!-->…
୧୫ ସୁଦ୍ଧା ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଯୋଗାଇ ଦିଆଯିବ ମାଗଣା ପୋଷାକ
ଭୁବନେଶ୍ୱର: ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ!-->…
ଆତ୍ମସମର୍ପଣ କଲା କ୍ୟାଡର ମାଓବାଦୀ ସୁକରାମ
ମାଲକାନଗିରି: କ୍ୟାଡର ମାଓବାଦୀ ସୁକରାମର ଆତ୍ମସମର୍ପଣ। SLR ଓ ବିପୁଳ ମାଓ ସାମଗ୍ରୀ ସହ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ। ଏରିଆ କମିଟି ମେମ୍ବର ସୁକରାମ ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର। ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁକରାମ।
ପଟେ ଆତ୍ମସମର୍ପଣ!-->!-->!-->…
ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟର ଚିଠି
ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ରାଜ୍ୟର ଚିଠି । କାର୍ଯ୍ୟକାଳ ବଢାଇଲେ ଚିଠି ଲେଖିଲେ ରାଜ୍ୟ ସରକାର। ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର। ରାଜସ୍ୱ ମନ୍ତ୍ରୀ ସୁରେଶ!-->…
୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ପ୍ରକାଶିତ ହେଲା ସ୍ବତନ୍ତ୍ର ନିୟମାବଳୀ
ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୨ ନିୟମାବଳୀ । ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ହେଲେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମେତ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ମନା । କେବଳ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ଦେଖାଇ!-->…
ଟିପିଏସ୍ଓଡିଏଲ୍ ତରଫରୁ ବ୍ରହ୍ମପୁରଠାରେ ବିଏ ସ୍ପୋର୍ଟ୍ସ ମିଟ୍-୨୦୨୬ ଆୟୋଜିତ
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବିଏ ସ୍ପୋର୍ଟ୍ସ ମିଟ୍ -୨୦୨୬ ସ୍ଥାନୀୟ ମହାତ୍ମାଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୨୦ଟି ବିଜନେସ ଆସୋସିଏଟ୍ସରୁ ୨୨୦ଜଣ ଅଂଶଗ୍ରହଣକାରୀ ବିଭିନ୍ନ ବର୍ଗରେ ଭାଗ!-->…
ନୟାଗଡ଼ ଲାଠିପଡ଼ା ଡ଼ିଗ୍ରୀ କଲେଜରେ ସ୍ବଚ୍ଛତା କାର୍ଯ୍ୟକ୍ରମ
ନୟାଗଡ଼(ନିସର୍ତ୍ତ): ଭାରତ ସରକାରଙ୍କ "ସ୍ବଚ୍ଛତା ହିଁ ସେବା" କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ମଡେଲ ଡ଼ିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଶାଖା ତରଫରୁ ସ୍ଥାନୀୟ ଲାଠିପଡ଼ା ଗ୍ରାମରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପରିସର ସହିତ ଲାଠିପଡ଼ା ଗ୍ରାମର ବଜାର!-->…
ରାୟଗଡ଼ା ଓ୍ବାକର୍ସ କ୍ଲବ୍, ପ୍ରେମ ପାହାଡ଼ ପକ୍ଷରୁ କ୍ୟାନସର ସଚେତନତା କାର୍ଯ୍ୟକ୍ରମ
ରାୟଗଡ଼ା : ରାୟଗଡ଼ା ପ୍ରେମ ପାହାଡ଼ସ୍ଥିତ ଓ୍ବାକର୍ସ କ୍ଲବ୍ ଦ୍ୱାରା ପ୍ରେମ ପାହାଡ଼ ଉପରେ ଥିବା କମ୍ଯୁନିଟ ହଲରେ କ୍ଲବ୍ ର ସଭାପତି ଶ୍ରୀ ବ୍ରଜ ସୁନ୍ଦର ନାୟକଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା!-->…