Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ଏବଂ ଓଡ଼ଗାଁ ଏନଏସି ସଭାପତି ଚୟନ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ଭାବରେ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଓଡ଼ଗାଁ ଏନଏସି କଂଗ୍ରେସ ସଭାପତି ଭାବରେ ବିଭୂତି ରାଉତଙ୍କୁ ଚୟନ କରାଯାଇଛି ।ପୂର୍ବରୁ ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ଭାବରେ ଦାୟିତ୍ୱରେ ଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଜିଲ୍ଲା କଂଗ୍ରେସ!-->…
ଓସ୍ତପଡା ଗ୍ରାମରେ ଦନ୍ତା ହାତୀ ଆତଙ୍କ, ଭୟଭୀତ ଗ୍ରାମବାସୀ
ନୟାଗଡ଼,୪/୦୨(ନିସର୍ତ୍ତ):ନୟାଗଡ଼ ଜିଲ୍ଲା ରଣପୁରବ୍ଲକ ଅନ୍ତର୍ଗତ ଓସ୍ତପଡା ଗ୍ରାମରେ ଗୋଠ ଛଡା ଦନ୍ତା ପଶି ଆତଙ୍କ ଖେଳାଇ ଦେଇ ଥିଲା । ହାତୀକୁ ଦେଖି ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡ଼ିଥିଲେ । ଓସ୍ତପଡା ଗ୍ରାମର ଧ୍ରୁବ ଚରଣ ପରିଡାଙ୍କ ଘରେ ପଶି ହାତୀ ଧାନ ବସ୍ତା ଖାଇବା ସହତି ଘର ଭାଙ୍ଗି!-->…
ଡ଼. ବିଜୟ ଚନ୍ଦ୍ର ମହାରଣାଙ୍କୁ ସାହିତ୍ୟ ସୃଜନୀ ସମ୍ମାନ
ବ୍ରହ୍ମପୁର : ଯାଜପୁର ଜିଲ୍ଲା ର ବଡ଼ଚଣା ସ୍ଥିତ ଅଭିମନ୍ୟୁ ସାମନ୍ତ ସିଂହାର ସାହିତ୍ୟ ସୃଜନୀ ର ଚତୁର୍ଥ ବାର୍ଷିକ ଉତ୍ସବ କଟକ ର ଶ୍ରୀରାମ ଚନ୍ଦ୍ର ଭବନ ରେ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଡ଼.ନିରଞ୍ଜନ ପଣ୍ଡi ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ!-->…
ଗରୀବ ଆଦିବାସୀଙ୍କ ପଟ୍ଟାଜମିରେ ସରକାରୀ ଖେଳପଡିଆ ନିର୍ମାଣ
କୋରାପୁଟ /କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଛତର୍ଲା ପଞ୍ଚାୟତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳିତ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ଜମି ହଡ଼ପ ମନୋଭାବ ଯୋଗୁଁ ସଠିକ ଭାବେ ଜନହିତକର କାର୍ଯ୍ୟର ପରିଚାଳନା ନ ହୋଇ ବ୍ୟବହାର ହୀନ ଭାବେ ପଡ଼ିରହି ଥିବା ସାଧାରଣରେ ଚର୍ଚ୍ଚା!-->!-->!-->!-->!-->…
ଜୋରସୋରରେ ଚାଲିଛି କୁକୁଡ଼ାଗାଲୀ,ଖିଡିଖିଡି ଜୁଆ
ନବରଙ୍ଗପୁର/ (କୋଷlଗୁମୁଣ୍ଡା ଥାନା) : ନବରଙ୍ଗପୁର ଜ଼ିଲ୍ଲାର ଛତିଶଗଡ ସୀମାନ୍ତବର୍ତ୍ତୀ କୋଷଗୁମୁଣ୍ଡା ଥାନାର ବଡଆମଡା ଫାଣ୍ଡି ଅନ୍ତର୍ଗତ କିଡ୍ରିପାଲି,ମାଙ୍କଡି ଏବଂ ଚୁରାଗାଁରେ ବେଆଇନ ଭାବେ କୁକୁଡ଼ା ଗାଲୀ, ଖିଡିଖିଡି ଜୁଆ ଜୋର ସୋରରେ ଚାଲିଛି l ଯାହା ଫଳରେ ଅଞ୍ଚଳର ଗରୀବ, ନିରୀହ!-->!-->!-->…
“କେବଳ ବିରୋଧୀ ଶାସିତ ରାଜ୍ୟରେ ହେଉଛି SIR” : ମମତା ବାନାର୍ଜୀ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନିର୍ବାଚନ ଆୟୁକ୍ତଙ୍କୁ ନିଶାଣ କରି ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ପୀଡିତମାନଙ୍କୁ ସୁଯୋଗ ଦେଉନାହାନ୍ତି ସରକାର । ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟଗୁଡ଼ିକରେ SIRର ପଛରେ!-->…
ଗୃହରେ ହଟ୍ଟଗୋଳ, ଆସନ୍ତାକାଲି ସକାଳ ୧୧ ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ
ନୂଆଦିଲ୍ଲୀ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ଲଗାତାର ଦ୍ୱିତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ଟାରେ, ରାହୁଲ ଗାନ୍ଧୀ ଗୃହରେ ଜଣେ ପୂର୍ବତନ ସେନା ମୁଖ୍ୟଙ୍କ ଦ୍ୱାରା ପ୍ରକାଶିତ ଏକ ଅପ୍ରକାଶିତ ପୁସ୍ତକରୁ ଏକ ଲେଖା ଉପସ୍ଥାପନ କରିଥିଲେ। ସେ କହିଥିଲେ, “ମୋତେ କହିବାକୁ ଦିଅ।”!-->…
ସଂସଦରେ ନାରାବାଜି, ପେପର ଚିରି ଫିଙ୍ଗିବାରୁ ୮ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ: ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଚଳିତ ବଜେଟ୍ ଅଧିବେଶନରୁ ପୁରା ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହା ପରେ ନାରାବାଜି ଓ ପେପର!-->…
ଏୟାର ଇଣ୍ଡିଆର ଇନ୍ଧନ ସ୍ବିଚରେ ତ୍ରୁଟି, ବୋଇଂ ୭୮୭ ବିମାନର ଯାଞ୍ଚ ଆରମ୍ଭ
ନୂଆଦିଲ୍ଲୀ : ଗତକାଲି ଲଣ୍ଡନରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏୟାର ଇଣ୍ଡିଆର ଜଣେ ପାଇଲଟ୍ ବୋଇଂ ୭୮୭ ଡ୍ରିମଲାଇନର ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ରେ ତ୍ରୁଟି ଥିବା ଅଭିଯୋଗ କରିଥିଲେ । ଯାହା ଫଳରେ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ଏହି ଘଟଣା ସାମ୍ନାକୁ!-->…
ହ୍ବାଟ୍ସଆପକୁ ସୁପ୍ରିମ୍ ଚେତାବନୀ, ସମ୍ବିଧାନକୁ ଅନୁସରଣ ନକଲେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ହ୍ବାଟ୍ସଆପ୍ କୁ ସୁପ୍ରିମ୍ ଚେତାବନୀ । ଯଦି ତୁମେ ଭାରତୀୟ ସମ୍ବିଧାନକୁ ଅନୁସରଣ କରିପାରୁନ ତେବେ ଭାରତ ଛାଡ଼ିଦିଅ । ଭାରତର ଯେକୌଣସି ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ଖେଳିବାରେ ହ୍ବାଟ୍ସଆପର କୌଣସି ଅଧିକାର ନାହିଁ। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର!-->…