Sign in
Sign in
Recover your password.
A password will be e-mailed to you.
ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଗସ୍ତ କରିଛନ୍ତି । ଆଜି ଦିନ ସାଢେ ୧୧ ଟା ବେଳେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ରାମଲିଙ୍ଗେଶ୍ୱର୍ ପାର୍କରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ!-->…
ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
କେନ୍ଦୁଝର : ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର । ମୃତକ ହେଲେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକାଙ୍କ ପ୍ରିୟଙ୍କା ଦାସ ।
ପୁରୁଷ ବନ୍ଧୁଙ୍କ ଘରେ ପ୍ରିୟଙ୍କାଙ୍କ ମୃତଦେହ ମିଳିବା ପରେ!-->!-->!-->…
ଆଶ୍ରମ ବିଦ୍ୟାଳୟରେ ସୂଚନା ଫଳକ ପଡି ଛାତ୍ରଙ୍କ ମୃତ୍ୟୁ
କୋଟପାଡ଼ : ସୂଚନା ଫଳକ ପଡି ଛାତ୍ର ମୃତ୍ୟୁ । କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ସରକାରୀ ଉନ୍ନିତ ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି । ମୃତକ ଗୁମୁଡା ପଂଚାୟତ ସୁଉନିଗୁଡା ଗାଁର ପ୍ରେମାନନ୍ଦ ଭତ୍ରା । ସେ ତୃତୀୟ ଶ୍ରେଣୀରେ ପଢୁଥିଲେ । ସକାଳୁ ବ୍ରସ୍ କରିବା ସମୟରେ ଦୁଇ ଛାତ୍ରଙ୍କ ଉପରେ!-->…
ଗାଡ଼ି ସାଇଡମରାକୁ ନେଇ ଆକ୍ରମଣ, ଏୟାରପୋର୍ଟ ଥାନାରେ ଉତ୍ତେଜନା
ଭୁବନେଶ୍ବର : ଗାଡ଼ି ସାଇଡମରାକୁ କେନ୍ଦ୍ର କରି ଆକ୍ରମଣ । ଭୁବନେଶ୍ବର ଏୟାରପୋର୍ଟ ଥାନାରେ ଉତ୍ତେଜନା । ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପିଙ୍କ ପ୍ରୟାସ । ଗାଡି ସାଇଡ ମରାକୁ କେନ୍ଦ୍ରକରି ଜଣେ ଡ୍ରାଇଭରଙ୍କୁ ଆକ୍ରମଣ । ଆକ୍ରମଣରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି ।!-->…
୧୮୩ ହୋମଗାର୍ଡ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ, ଏୟାରଷ୍ଟ୍ରିପରେ ବସି ଦେଲେ ଲିଖିତ ପରୀକ୍ଷା
ସମ୍ବଲପୁର : ୧୮୩ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ । ସମ୍ବଲପୁର ଜିଲ୍ଲାରେ ହୋମ ଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ । ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ଏକାଠି ଲିଖିତ ପରୀକ୍ଷା ଦେଇଛନ୍ତି ଆଶାୟୀ । ୧୮୩ ହୋମଗାର୍ଡ ପଦବୀ ପାଇଁ ୮ହଜାର ଆଶାୟୀ ପରୀକ୍ଷା ଦେଇଛନ୍ତି ।!-->…
ଭୁବନେଶ୍ବରରେ ପହଞ୍ଚିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ
ଭୁବନେଶ୍ବର : ଭୁବନେଶ୍ବର ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ । ଅପହରଣର ୪୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ପହଞ୍ଚି ଆତ୍ମବିଭୋର ହୋଇପଡିଥିଲେ ଆଦର୍ଶ । ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । ବିମାନବନ୍ଦରରେ ଭାବବିହ୍ବଳ ସ୍ଥିତି!-->…
ଧାନ ସଂଗ୍ରହ ଟାରଗେଟ ବୃଦ୍ଧି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କୋରୁକୋଣ୍ଡା : ଚଳିତ ବର୍ଷ ଧାନ ଉତ୍ପାଦନ ଭଲ ହୋଇଥିବା ସତ୍ତ୍ୱେ ସରକାରୀ ଧାନ ସଂଗ୍ରହ ଟାରଗେଟ କମ୍ ଥିବା କାରଣରୁ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଅଞ୍ଚଳର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷିତରେ କୋରୁକୋଣ୍ଡା ଲାମ୍ପସ ପକ୍ଷରୁ ଧାନ ସଂଗ୍ରହ ସୀମା ବୃଦ୍ଧି ଦାବି!-->…
ମାଲକାନଗିରି ଜିଲ୍ଲାର ୮ଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ଆୟୋଜିତ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ୮ଟି କେନ୍ଦ୍ରରେ ୨୫୯୭ ପରୀକ୍ଷାର୍ଥୀଙ୍କୁ ନେଇ ଓଟିଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ,କଟକଙ୍କ ନିର୍ଦ୍ଦେଶନା ଅନୁସାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ସଫଳତାର ସହ ଆୟୋଜନ ହୋଇଯାଇଅଛି ।
ଜିଲ୍ଲା ଶିକ୍ଷା!-->!-->!-->…
ସ୍ୱାସ୍ଥ୍ୟସେବା ଦାବିରେ ୧୨ ଘଣ୍ଟା ଦେବଗଡ଼ ବନ୍ଦ
ଦେବଗଡ଼ : ୧୨ଘଣ୍ଟିଆ ଦେବଗଡ଼ ବନ୍ଦ। ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ ଦୋକାନ, ବଜାର ବନ୍ଦ ରହିବା ସହ!-->…
ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶିନୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ସାଧନ ସଂଯୋଜିକା ଶ୍ରୀମତୀ ସୌଦାମିନୀ ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରକାରୀ ଉଚ୍ଚ!-->…