ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ: ଆରମ୍ଭରୁ ଗୃହରେ ବିରୋଧୀଙ୍କ ନାରାବାଜି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିବ୍ୟଙ୍ଗତ ସାଂସଦଙ୍କ ଉର୍ଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ଦିବ୍ୟଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା

ବିଶ୍ବ ଏଡ୍‌ସ ଦିବସ: ରାଜ୍ୟରେ ବର୍ଷକୁ ଚିହ୍ନଟ ହେଉଛନ୍ତି ୩ ହଜାରରୁ ଊର୍ଦ୍ଧ୍ବ

ଭୁବନେଶ୍ୱର: ବର୍ଷକୁ ବର୍ଷ ରାଜ୍ୟରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷର ତଥ୍ୟ ଅନୁସାରେ, ପ୍ରତିବର୍ଷ ତିନି ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଏଡ୍‌ସ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ ବି ସ୍ଥିତିରେ

ବେଲୁଚିସ୍ତାନରେ ୨୪ ଘଣ୍ଟାରେ ୭ ସ୍ଥାନରେ ବିସ୍ଫୋରଣ

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭ଟି ସ୍ଥାନରେ ବିସ୍ଫୋରଣ ଘଟିଛି। କ୍ବେଟା ଓ ଦେରା ମୁରାଦ ଜାମାଲି ଭଳି ସ୍ଥାନକୁ ଟାର୍ଗେଟ କରି ବିଦ୍ରୋହୀ ସଂଗଠନ ପକ୍ଷରୁ ବିସ୍ଫୋରଣ ଘଟାଯାଇଛି। ତେବେ ଏଥିରେ କେହି ମୃତ କିମ୍ବା ଆହତ ହୋଇନାହାନ୍ତି। ମାତ୍ର ଏହି

ରାଜଭବନ ନାଁ ବଦଳିଲା, ହେଲା ଲୋକଭବନ

ଭୁବନେଶ୍ବର: ରାଜଭବନର ନାଁ ବଦଳିଛି। କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକଭବନ କରାଯାଇଛି।

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଧାୟକ ଶ୍ରୀ ଜେନାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ପୁନଃ ଗଣତି ଓ ସାନି ନିର୍ବାଚନ କରିବା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଓ ତାଙ୍କର ପ୍ରସ୍ତାବକ

ମା କାଉଁରୀ ଦେବୀଙ୍କ ନୂତନ ମନ୍ଦିର ପାଇଁ ପଡିଲା ଶୁଭ

ନୟାଗଡ଼, ୧/୧୨, (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ପଂଚାୟତ ଅନ୍ତର୍ଗତ ବଢ଼େଇ ସାହିରେ ଥିବା ଗ୍ରାମର ଗ୍ରାମାଦେବୀ ମା କାଉଁରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ଦିଆଗଲା । ରାଜ ସୁନାଖଳାର ବିଶିଷ୍ଟ ପଣ୍ଡିତ ପଦ୍ମନାଭ ଦାସ ମନ୍ତ୍ରପାଠ କରିଥିଲେ । ପଂଚାୟତର ଯୁବ

ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଅଘଟଣ। ଆଜି ସକାଳୁ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଛତିଶଗଡ଼ ରାୟପୁରର ବି.ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି। ସେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଶିକ୍ଷକ ଭାବେ

ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବାଙ୍କୀ: ଆଜି ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ମହିଳା ବୈଦେଶ୍ଵର ଗାଁର ସସ୍ମିତା ମାଝୀ ବୋଲି ପରିଚୟ ମିଳିଛି। ସେ ଦୀର୍ଘ ଦିନ ଧରି ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଭତ୍ତା

ରାଜ୍ୟରୁ ତଡ଼ା ହେଲେଣି ୪୯ ବାଂଲାଦେଶୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରୁ ଏଯାବତ ତଡିପାର ହୋଇଛନ୍ତି ୪୯ଜଣ ବାଂଲାଦେଶୀ । ଏନେଇ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆ ସରକାର ଆସିବା ପରେ ୫୧ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ଜଣଙ୍କୁ ବାଂଲାଦେଶ ପଠାଯାଇଛି

ବାରବାଟୀ ମ୍ୟାଚ୍ ପାଇଁ ଅନଲାଇନରେ ୨୦୦୦ ଟିକେଟ୍ ବିକ୍ରି

ଭୁବନେଶ୍ୱର : ବାରବାଟୀ ଟିଟ୍ବେଣ୍ଟି ପାଇଁ ସରିଲା ଅନଲାଇନ୍ ଟିକେଟ ବିକ୍ରି । ଅପରାହଣ ୨ଟାରୁ ବୁକିଂ ଆରମ୍ଭ ହୋଇଥିଲା । District ବାଏ zomato app ଜରିଆରେ ଅନଲାଇନ୍ ଟିକେଟ ବିକ୍ରି ହୋଇଥିଲା । ଅନଲାଇନ୍ ରେ ୨୦୦୦ ଟିକେଟ୍ ବିକ୍ରି ହୋଇଛି । ଜଣେ ବ୍ୟକ୍ତି