ବଦଳିଲା ୪ ଅନାଥ ଝିଅଙ୍କ ଭାଗ୍ୟ…

ଭୁବନେଶ୍ୱର: କିସ୍‍ ଫାଉଣ୍ଡେସନ୍‍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗୁରୁବାର ଉକ୍ତ ୪…

ସଞ୍ଜୟ ସିଂହଙ୍କ ଆଗରେ ଜେରା ପାଇଁ ତାଙ୍କର ୩ ସହଯୋଗୀଙ୍କୁ ସମନ୍‌ ଜାରି କଲା ‘ଇଡି’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଗିରଫ ହୋଇଥିବା ‘ଆପ୍‌’ ନେତା ସଞ୍ଜୟ ସିଂହଙ୍କ ସମ୍ମୁଖରେ ଜେରା କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ବିବେକ ତ୍ୟାଗୀ, ସର୍ବେଶ ମିଶ୍ରା ଓ କନ୍‌ୱାର୍‌ବୀର…

ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ…

କେନ୍ଦୁଝର: ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଘଟିଛି ଏ ଘଟଣା। ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର ଭଉଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଏତେ ସଂଖ୍ୟକ ମିସାଇଲ୍‌ ଛାଡ଼ିବୁ ଜଣେ ହେଲେ ଶତ୍ରୁ ନିସ୍ତାର ପାଇବେ ନାହିଁ: ଭ୍ଲାଦିମିର୍‌ ପୁଟିନ୍‌…

ମସ୍କୋ: ଯାହାର ମୁଣ୍ଡ ଠିକ୍‌ ଥିବ ସେ ରୁଷ୍‌ ବିପକ୍ଷରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବେ ନାହିଁ; ଯଦି ସେ ଭଳି ଆକ୍ରମଣ କରାଯାଇଥିବା ଜଣାପଡ଼େ, ଆକାଶକୁ ଏତେ ସଂଖ୍ୟକ କ୍ଷେପଣାସ୍ତ୍ର ଛାଡ଼ିବୁ ଯେ, ଜଣେ ହେଲେ ଶତ୍ରୁ ରକ୍ଷା ପାଇବାକୁ ସୁଯୋଗ ପାଇବେ ନାହିଁ ବୋଲି ଗୁରୁବାର ଦିନ ରୁଷୀୟ…

ଗୋଲଡେନ୍ ବାବା ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି…

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଜ୍ୟୋତି ବେଉରା ଗୋଲଡେନ୍ ବାବା ନାମରେ ପରିଚିତ। ବେଉରାଙ୍କ ବ୍ୟାଙ୍କ ବାଲାନ୍ସକୁ ସିଜ୍ କରିବା ସହ ତାଙ୍କର ଦୁଇଟି ଦାମୀ ଗାଡ଼ି…

CISF ଯବାନ ବିରୋଧରେ ଅଭିଯୋଗ ଆଣିଲେ ଯୁବତୀ…

ବଲାଙ୍ଗିର : କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି। କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣଙ୍କର ପ୍ରେମ ଉପରେ ଘୃଣା ଆସିଯିବ। ପ୍ରେମ, ପ୍ରେମିକା , ପ୍ରେମିକ ଏହାକୁ ନେଇ ପ୍ରତିଦିନ ଘଟୁଛି କିଛି…

ଫ୍ୟାମିଲି ଡ୍ରାମା; ଭାଇଙ୍କୁ ଚପଲରେ ପିଟିଲେ ଭଉଣୀ

ରାଜନୀତିର ମୋହ ଆଗରେ ସମ୍ପର୍କର ମୂଲ୍ୟ ତୁଚ୍ଛ। କ୍ଷମତା ପାଇଁ କେତେବେଳେ ପରିବାରରେ ଫାଟ ସୃଷ୍ଟି ହେଉଛି ତ କେତେବେଳେ ବିଚ୍‌ ରାସ୍ତାରେ ମୁହାଁମୁହିଁ ହେଉଛନ୍ତି ରକ୍ତର ସମ୍ପର୍କ । ଏପରି ଏକ ଅଭାବନୀୟ ଦୃଶ୍ୟ ରାଜସ୍ଥାନରେ ଜୟପୁରରେ ଦେଖିବାକୁ ମିଳିଛି। ବିଧାୟକ ଟିକେଟ ପାଇବା ପାଇଁ ଆଶାୟୀ…

ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା…

କଟକ : ଆଜି ହେଉଛି ମୂଳାଷ୍ଟମୀ । ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା। ସକାଳୁ ସକାଳୁ ଶକ୍ତିପୀଠ ଗୁଡିକରେ ପୂଚାର୍ଚ୍ଚନା ଚାଲିଛି । ମୂଳାଷ୍ଟମୀରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ୧୬ଟି ବେଶରେ ସଜ୍ଜିତ କରାଯିବ  । ଏହି ସମୟରେ ମାଙ୍କୁ ଦର୍ଶନ କଲେ…

ଫାର୍ମା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ଚାଲିଗଲା ୪ ଜୀବନ…

ପଞ୍ଜାବର ଅମୃତସରରେ ଥିବା ଏକ ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଗତକାଲି ଲାଗିଥିଲା ଭୟଙ୍କର ନିଆଁ। ଏଥିରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି। ଫାର୍ମା କମ୍ପାନୀରେ ବିପୁଳ ପରିମାଣରେ କେମିକାଲ ଥିବା ବେଳେ ଗତରାତିରେ ହଠାତ୍‌ କୌଣସି କାରଣବଶଃତ ସେଥିରେ…

ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ଦୈତନଗରୀ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ଏହି ଡିପିଆରକୁ ଅନୁମତି ଦେଇଥିବାବେଳେ ଆଗାମୀ ପ୍ରକ୍ରିୟା ସ୍ବରୂପ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ ‘ଟର୍ଣ୍ଣ କି’…